[ଭିଡିଓ] ସଂସ୍କୃତ ଶ୍ଲୋକ ଗାଇ ଆନ୍ତର୍ଜାତୀୟ ସ୍ତରରେ ନାଁ କମାଇଲେ ମୟଙ୍କ
ଯାଜପୁର : ସଂସ୍କୃତ ଶ୍ଲୋକ ଗାଇ ଆନ୍ତର୍ଜାତୀୟ ସ୍ତରରେ ନାଁ କମାଇଲେ ୮ ବର୍ଷ ଛାତ୍ର । ଯାଜପୁର ବରୀ ବ୍ଲକ ଗୋଲକୁଣ୍ଡ ହରିପୁର ଗାଁର ମୟଙ୍କ ପତି ।ବୟସ ମାତ୍ର ମାତ୍ର ୮ ବର୍ଷ ହେଲେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକାଧିକ ପୁରଷ୍କାର ହାତେଇବାରେ ସଫଳ ହୋଇଛନ୍ତି ମୟଙ୍କ ।
ମୟଙ୍କ କେବଳ…