କଂଗ୍ରେସ କର୍ମୀଙ୍କୁ ପୋଲିସ ପିଟିବା ଘଟଣା ,୧୪ ତାରିଖରେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବ କଂଗ୍ରେସ
ଭୁବନେଶ୍ୱର : କଂଗ୍ରେସ ଭବନରେ ପଶି ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ପିଟିବା ଘଟଣାରେ ପ୍ରତିବାଦ କରିବ କଂଗ୍ରେସ। ଆସନ୍ତା ୧୪ ତାରିଖରେ ଜିଲ୍ଲା ଏସପିଙ୍କ ଅଫିସ ଆଗରେ ଧାରଣା ଦେବ କଂଗ୍ରେସ।
୧୪ ତାରିଖ ସକାଳ ୯ ଟାରୁ ଅପରାହ୍ନ ୧ ଟାଏ ଯାଏଁ ଧାରଣା ଦେବ କଂଗ୍ରେସ। ଶନିବାର ଲୋୟର…