Latest Odisha News

BREAKING NEWS

ଉପରାଷ୍ଟ୍ରପତିଙ୍କ ପରେ ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ବିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ପରେ ଏବେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାହାର କରିନେଇଛି ଟ୍ବିଟର। କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଟ୍ବିଟର ହଟାଇଥିବା…

ବ୍ଲୁ ଟିକ୍ ହଟାଇବା ପରେ ପୁଣି ଫେରାଇଲା ଟ୍ବିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟ (@MVenkaiahNaidu) ରୁ ଟ୍ୱିଟର ପକ୍ଷରୁ ଶନିବାର ଦିନ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା। ହେଲେ କିଛି ଘଣ୍ଟା ମଧ୍ୟରେ ଟ୍ୱିଟର ପୁଣି ବ୍ଲୁ ଟିକ୍ କୁ ରିଷ୍ଟୋର୍ କରିଥିଲା। କମ୍ପାନୀର ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି…

+୨ ମୂଲ୍ୟାୟନ ଓ ରେଜଲ୍ଟ ଚିନ୍ତା: ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି । ଏବେ କେମିତି ହେବ ମୂଲ୍ୟାୟନ ଓ କେବେ ପ୍ରକାଶ ପାଇବ ରେଜଲ୍ଟ ? ଏନେଇ ଆସନ୍ତା ୧୫ ଦିନ ଭିତରେ ଗଠନ କରାଯିବ ବିଶେଷଜ୍ଞ କମିଟି । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର…

ଲକଡାଉନରେ ନିଅନ୍ତୁ କଟକର ଫେମସ୍ ଦହିବରା ଆଳୁଦମ୍ ମଜା, ଅନଲାଇରେ କରନ୍ତୁ ଅର୍ଡର

କଟକ: ଏବେ ରାଜ୍ୟରେ ଲକଡାଉନ୍ ଚାଲିଛି । ଉଠା ଦୋକାନୀଙ୍କ ପସରା ଆଉ ରାସ୍ତା କଡ଼ରେ ଦେଖିବାକୁ ମିଳୁନି । ଲକଡାଉନରେ ଦହିବରା ଆଲୁଦମଙ୍କୁ ଭାରି ମିସ୍ କରୁଛନ୍ତି କଟକିଆ । ଦୋକାନ ଆଗରେ ଠିଆ ହୋଇ ଦହିବରା ଆଲୁଦମ୍ ଖାଇବାର ମନା ଟିକେ ନିଆରା । ଯଦିଓ ଏହି ସୁବିଧା ଏବେ ନାହିଁ, କିନ୍ତୁ ଦହିବରା…

ଏହି ରାଜ୍ୟରେ ଜୁନ୍‌ ୧୪ ଯାଏ ବଢିଲା ଲକ୍‌ଡାଉନ୍‌

ଚେନ୍ନାଇ: ସମଗ୍ର ଦେଶରେ କରୋନାର ଭୟାବହ ସ୍ଥିତି ସୃଷ୍ଟି ହୋଇଛି। ଏହା ଭିତରେ କରୋନା ମାମଲା ହ୍ରାସ ପାଉଥିବାରୁ କିଛି ରାଜ୍ୟ ଅନ୍‌ଲକ୍‌ ପ୍ରକ୍ରିୟା ମଧ୍ୟ ଆରମ୍ଭ କଲେଣି। ତେବେ ଆଉ କେତେକ ରାଜ୍ୟରେ କରୋନାର ତାଉ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର…

ଦୁଷ୍କର୍ମ ମାମଲାରେ ନାଗିନ୍‌ ଆକ୍ଟର ପର୍ଲ ଭୀ ପୁରୀ ଗିରଫ

ମୁମ୍ବାଇ: ଦୁଷ୍କର୍ମ ଜାଲରେ ଫସିଲେ ଆଉ ଜଣେ ଟେଲି କଳାକାର। ଟେଲିଭିଜନ ଜଗତର ଲୋକପ୍ରିୟ କଳାକାର ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ସେ ଗୋଟିଏ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇର ମାଲାଡରେ ଥିବା ମାଲୱାନି ପୋଲିସ…

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇ ଦେଇଛି ଟ୍ୱିଟର। ଏ ନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପଛର କାରଣକୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଗଲାଣି। ଟ୍ୱିଟରରେ ବ୍ଲୁ ଟିକ…

ଲକ୍ଷେ ୨୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ଲକ୍ଷେ ୨୦ ହଜାର ଟପିଛି ଦୈନିକ କରୋନା ସଂକ୍ରମଣ ସଂଖ୍ୟା। ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୬ ଲକ୍ଷ ୯୪ ହଜାର ୮୭୯କୁ ବୃଦ୍ଧି ପାଇଛି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୩୩୮୦ କରୋନା ଆକ୍ରାନ୍ତ ।…

ଚିଡ଼ିଆଖାନରେ କରୋନା ନେଲା ସିଂହର ଜୀବନ ! କ୍ୱାରେଣ୍ଟାଇନରେ ଅନ୍ୟ ସିଂହ

ଚେନ୍ନାଇ: ମଣିଷ ପରେ ଏବେ ପ୍ରାଣୀଙ୍କୁ ବ୍ୟାପୁଛି କରୋନା ଭାଇରସ୍ । ଚେନ୍ନାଇରେ ଗୋଟିଏ ଚିଡ଼ିଆଖାନରେ କରୋନା ସଂକ୍ରମିତ ହୋଇ ଗୋଟିଏ ସିଂହ ମୃତ୍ୟୁବରଣ କରିଥିବା ଖବର ସାମନାକୁ ଆସିଛି । ଚେନ୍ନାଇ ସ୍ଥିତ ଭଣ୍ଡାଲୁରୁ ପ୍ରାଣୀ ଉଦ୍ୟାନର ଏହି ଘଟଣା । ଗତ ବୁଧବାର ଦିନ ଚିଡ଼ିଆଖାନର ଗୋଟିଏ…

ଟ୍ରମ୍ପଙ୍କ ଆକାଉଣ୍ଟକୁ ୨ ବର୍ଷ ଯାଏଁ ବନ୍ଦ କଲା ଫେସବୁକ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟକୁ ଶୁକ୍ରବାର ଦିନ ସସପେଣ୍ଡ କରାଯାଇଛି। ଆଉ ଏହି କଟକଣା ଦୁଇ ବର୍ଷ ଯାଏଁ ଜାରି ରହିବ। ଚଳିତ ବର୍ଷ ଜାନୁଆରୀରୁ ତାଙ୍କର ଫେସବୁକ୍ ଆକାଉଣ୍ଟ ଉପରେ ଏହି ନିୟମ ଲାଗୁ ହୋଇଛି। ତେବେ ଭବିଷ୍ୟତରେ ଯଦି କେହି…