ପ୍ରେମକଣ୍ଢେଇ
ପ୍ରେମକଣ୍ଢେଇ
ସୋନାଲି ସ୍ୱାଇଁ
ତତେ ଲାଜ ପସନ୍ଦ ବୋଲି
ଲାଜ କ'ଣ ନ ଜାଣି ବି
ମୁଁ ଅଳଙ୍କାର କରି ପିନ୍ଧିନେଲି ସବୁ ଲାଜ
ତତେ ଭଅଁରର ଗୁଣୁଗୁଣୁ ପସନ୍ଦ ବୋଲି
ମୁଁ ବି ଗାଇବାକୁ ଲାଗିଲି ବେସୁରା ଗୀତ
ସେ ଶଂଖୀବିଲେଇ ଭାରି ଫୁଲେଇ ବୋଲି
ତୁ ତାକୁ କେତେ ଆଦର କରୁ
ବାସ ତୋ ପ୍ରେମଟିକକ…