Latest Odisha News

BREAKING NEWS

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଅସୁସ୍ଥତା ଯୋଗୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ । କରୋନା ପରବର୍ତ୍ତୀ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଗତ ଏପ୍ରିଲ ମାସରେ ସେ…

ଚୀନରେ ପ୍ରଥମ ଥର ମଣିଷ ଶରୀରରେ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍ ଚିହ୍ନଟ

ନୂଆଦିଲ୍ଲୀ: ଚୀନରୁ ଜନ୍ମ ନେଇଥିବା କରୋନା ମହାମାରୀ ସାରା ବିଶ୍ୱକୁ ଗ୍ରାସିଥିବା ବେଳେ ଏବେ ପ୍ରଥମ ଥର ଚୀନରେ ମଣିଷ ଦେହରୁ ଚିହ୍ନଟ ହୋଇଛି ବାର୍ଡ ଫ୍ଲ ଭୂତାଣୁ । ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ ହୋଇଛି H10N3 ଷ୍ଟ୍ରେନ୍ । ଏନେଇ ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶର(NHC) ସୂଚନା…

ଅନ୍‌ଲାଇନ୍ କ୍ଲାସ୍‌କୁ ନେଇ ୬ ବର୍ଷ ଝିଅର ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ

ନୂଆଦିଲ୍ଲୀ: ଗତ ସପ୍ତାହରେ ସୋସିଆଲ ମିଡିଆରେ ଏକ ୬ ବର୍ଷୀୟ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରୁଥିବା ଭିଡିଓ ଭାଇରାଲ୍‌ ହେବାର ଦୁଇ ଦିନ ପରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସ୍କୁଲ ପିଲାମାନଙ୍କ ଉପରେ ଅନଲାଇନ୍ କ୍ଲାସର ଭାର ହ୍ରାସ କରିବାକୁ ୟୁନିଅନ ଟେରିଟୋରିର…

ରାଜ୍ୟକୁ ଟିକା ବିକ୍ରି ପାଇଁ ମନା କରୁଛନ୍ତି ଫାଇଜର୍ ଓ ମଡେର୍ଣ୍ଣା, ଗ୍ଲୋବାଲ୍ ଟେଣ୍ଡରକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ବିଦେଶରୁ ଟିକା ଆଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଥିବା ରାଜ୍ୟଗୁଡ଼ିକୁ ଝଟକା ଲାଗିପାରେ । କାରଣ ଫାଇଜର୍ ଓ ମଡେର୍ଣ୍ଣା ଭଳି ଟିକା ନିର୍ମାତା କମ୍ପାନୀ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ବିକ୍ରି କରିବାକୁ ମନା କରି ଦେଉଛନ୍ତି । ଅନିଚ୍ଛା ପ୍ରକାଶ କରିଛନ୍ତି ବିଦେଶ କମ୍ପାନୀ ।…

ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଭୁବନେଶ୍ୱର: ଜିମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ୱର କଳ୍ପନା ଛକରେ ଥିବା ଏକ ଜିମ୍ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ରଞ୍ଜିତ ନାୟକ ଓ ଘର ୟୁନିଟ୍-୬ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ ସଂପୃକ୍ତ ଜିମରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ ।…

ଛତ୍ରାସାଲ ଷ୍ଟାଡିୟମ ହତ୍ୟା ମାମଲା; ସୁଶୀଲ କୁମାରଙ୍କ ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ଆର୍ମସ ଲାଇସେନ୍ସକୁ ସ୍ଥଗିତ ରଖାଯାଇଛି ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ କହିଛି। ଛତ୍ରାସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗର ରାଣା ହତ୍ୟାକାଣ୍ଡ ଘଟଣାରେ ସୁଶୀଲ କୁମାରଙ୍କୁ ଗିରଫ କରାଯାଇଥିଲା। ପୋଲିସ କହିଛି ଯେ ସୁଶୀଲ…

ଶନି ଜୟନ୍ତୀରେ ପଡୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ନୂଆଦିଲ୍ଲୀ: ଜୁନ୍ ୧୦ ତାରିଖ ତଥା ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ରେ ପଡୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ। ଏହି ଦିନରେ ମଧ୍ୟ ପଡୁଛି ଶନି ଜୟନ୍ତୀ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗକୁ ସ୍ୱତନ୍ତ୍ର ବିବେଚନା କରାଯାଇଥାଏ। ଏହି ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ରହିବ।…

କାଶୀ ବିଶ୍ଵନାଥ ଧାମରେ ଭୁଶୁଡ଼ି ପଡ଼ିଲା ବିଲ୍ଡିଂ, ୨ ମୃତ

କାଶୀ: ଉତ୍ତରପ୍ରଦେଶ ବାରାଣାସୀର ଶ୍ରୀ କାଶୀ ବିଶ୍ୱନାଥ ଧାମରେ ​​ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ସୂଚନାନୁସାରେ, ଭୋର୍ ସମୟରେ କରିଡର କମ୍ପ୍ଲେକ୍ସରେ ଅବସ୍ଥିତ ଦୁଇ ମହଲା କୋଠାର କରିଡରରେ ଅସ୍ଥାୟୀ…

ଆଜିଠୁ ରାଜ୍ୟରେ ଲକଡାଉନ୍-୩.୦, ତିନିଟି ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ତୃତୀୟ ପର୍ଯ୍ୟାୟ ଲକଡାଉନ୍ । ଆଜିଠାରୁ ୧୬ ଦିନ ଯାଏ ବଳବତ୍ତର ରହିବ । ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏ ତାଲାବନ୍ଦ । ଆଜି ସକାଳ ୫ଟାରେ ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ୍ ଶେଷ ହେଉଥିଲା । ତାପୂର୍ବରୁ ଅବଧି ବୃଦ୍ଧି ନେଇ ଘୋଷଣା କରିଥିଲେ ସରକାର ।…

ଗିରଫ ହେଲେ ଅଭିନେତା କରଣ ମେହେରା

ନୂଆଦିଲ୍ଲୀ: 'ୟେ ରିସ୍ତା କ୍ୟା କେହଲାତା ହୈ' ରେ ବେଶ୍‌ ଲୋକପ୍ରିୟ ଚରିତ୍ର ଥିବା ନୈତିକ ସିଙ୍ଘାନିଆ ତଥା ଅଭିନେତା କରଣ ମେହେରାଙ୍କୁ ଗତକାଲି ରାତିରେ ତାଙ୍କ ପତ୍ନୀ ତଥା ଅଭିନେତା ନିଶା ରାୱଲ ଅଭିଯୋଗ କରିବା ପରେ ଗିରଫ କରାଯାଇଛି। ମୁମ୍ବାଇ ପୋଲିସ କହିଛି ଯେ ଅଭିନେତ୍ରୀ ନିଶା ରାୱଲ…