ବାତ୍ୟା ‘ଜୱାଦ’ ପାଇଁ ଆନ୍ଧ୍ରପ୍ରଦେଶରେ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି
ଆନ୍ଧ୍ରପ୍ରଦେଶ : ବାତ୍ୟା 'ଜୱାଦ' ପାଇଁ ୫୪ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ସ୍ଥଳଭାଗ ମୁହାଁହେବ ବୋଲି ଆଶଙ୍କା କରାଯାଉଛି।ଏହାକୁ ନେଇ ଆଜି ଆନ୍ଧ୍ରପ୍ରଦେଶରେ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛିା ୩ ଟି ଜିଲ୍ଲାରୁ ମୋଟ ୫୪ ହଜାର…