Latest Odisha News

BREAKING NEWS

ପଞ୍ଚଭୂତରେ ବିଲୀନ ହେଲେ ସରୋଜ ପଟ୍ଟନାୟକ

ବାରିପଦା: ପଞ୍ଚଭୂତରେ ବିଲୀନ ହେଲା ସରୋଜ ପଟ୍ଟନାୟକଙ୍କ ପାର୍ଥୀବ ଶରୀର । ସ୍ଥାନୀୟ ବାରୁଣୀ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଯାଇଛି । ଆଜି ତାଙ୍କ ପାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ବାରୁଣୀ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଶେଷକୃତ ସମ୍ପନ୍ନ ହୋଇଛି । ବଡ଼ ପୁଅ ରାଜେଶ ପଟ୍ଟନାୟକ…

ପୁଣି ବର୍ଷିବ, କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ପୁଣି ବର୍ଷିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅନେକ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ବାଲେଶ୍ୱର , ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର,ଗଜପତି, ଗଞ୍ଜାମ ଖୋର୍ଦ୍ଧା , ପୁରୀ,. ନୟାଗଡ , ସୁନ୍ଦରଗଡ , ବରଗଡ, କେନ୍ଦୁଝର, ମୟୂରଭଞ୍ଜ ,…

ମକର ମେଳା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବର୍ଷକୁ ଥରେ ମକର ଯାତ୍ରା । ସେଥିପାଇଁ ଯିଏ ଯେଉଁଠି ଥିଲେ ସମସ୍ତେ ଗାଁକୁ ଆସିଛନ୍ତି। କେବଳ ଏବେ ନୁହେଁ, ଶହ ଶହ ବର୍ଷ ଧରି ଚାଲି ଆସିଛି ଏହି ପରମ୍ପରା। ଗାଁର ମହାଦେବଙ୍କ ମନ୍ଦିରରେ ବାର୍ଷିକ ଉତ୍ସବ ମକର ମେଳା। ଗାଁର ଈଷ୍ଟଦେବତାଙ୍କ ଏ…

ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ପାରାଦୀପ: ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ । ଗାଁରେ ପଶି ଗ୍ରାମବାସୀଙ୍କୁ ପୋଲିସର ମାଡ଼ । ପାରାଦୀପ ଢିଙ୍କିଆରେ ମାଡ ମାରିବା ନେଇ ପୁରୁଷ କି ମହିଳାଙ୍କୁ ବାଦ୍ ଦେଇନି ପୋଲିସ । ଦୀର୍ଘ ଦିନ ହେଲା ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ଢିଙ୍କିଆବାସୀ ବିରୋଧ କରିଆସୁଥିଲେ ।…

ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସମ୍ବଲପୁରରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ୁଛି । ବୁର୍ଲା ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା । ୧୫ ଓ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ରହିବା…

ଅନୁବାଦ କବିତା : ହ୍ୟାମଲେଟ

ମୂଳ ରଚନା : ବୋରିସ ପାସ୍ତରନାକ  କଲରବ ଥମିଯିବା ପରେ ମୁଁ ପ୍ରବେଶ କରେ ମଞ୍ଚରେ ଦ୍ୱାରଦେଶରେ ଛିଡ଼ା ହୋଇ ଦୂରରୁ ଭାସି ଆସୁଥିବା ପ୍ରତିଧ୍ଵନିମାନଙ୍କରୁ ଆବିଷ୍କାର କରିବାର ଚେଷ୍ଟାକରେ ମୋର ଭବିଷ୍ୟତରେ କ'ଣ ଲେଖା ଅଛି । ରାତିର ଘନ ଅନ୍ଧକାର ସହସ୍ର ଦୂରବିକ୍ଷଣର ଶାଣିତ ଦୃଷ୍ଟି…

କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପିଜିଟିଭ୍

ଭୁବନେଶ୍ୱର :କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟୁଇଟ କରି ସେ ସୂଚନା ଦେଇଛନ୍ତି । ମୋର କରୋନା ପଜିଟିଭ ବାହାରିବା ପରେ ମୁଁ ହୋମ ଆଇସୋଲେସନରେ ଅଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆଶିଛନ୍ତି ସେମାନେ କରୋନା ଟେଷ୍ଟ କରିବା ସହ ଆଇସୋଲେସନରେ…

ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସମ୍ବଲପୁରରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ୁଛି । ବୁର୍ଲା ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା । ୧୫ ଓ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ରହିବା…

ମୋ ପିଲାଦିନ ଆଉ ମକର ସଂକ୍ରାନ୍ତି

ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ.......  କଟକ ସହରରେ ରହୁଥିଲେ ମଧ୍ୟ ବୋଉ ମୋର ତା’ ଗାଉଁଲି ପରମ୍ପରାକୁ ମୋଟେ ଛାଡି ନଥିଲା। ଦୁତିଆ ଓଷାଠାରୁ ଦାଣ୍ଡ ପହଁରା ଯାଏଁ ଗାଆଁରେ ପାଳନ କରାଯାଉଥିବା ସବୁ ପର୍ବ ପର୍ବାଣି ସେ ଏଇଠି ରହି ପାଳନ କରୁଥିଲା ଖୁବ୍ ଆଗ୍ରହର ସହିତ।କଟକରେ ମକର…

ଧାରାବାହିକ ଉପନ୍ୟାସ : ଦେବୀ (୪୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୩ ସେଦିନ ବାପାଙ୍କଠାରୁ ଆସ୍ତିପଦ ଶୁଣି ବୋଉ ଦିନେ ଏକ ବର୍ଷଣ ମୁଖର ସନ୍ଧ୍ୟାରେ ବିନୟ ଭାଇ ହାତରେ ଦେବ ଭାଇଙ୍କୁ ଡକେଇ ପଠେଇଥିଲା। ବିନୟ ଭାଇ ତାଙ୍କୁ ଘରେ ଛାଡ଼ିଦେଇ ଚାଲିଗଲେ ଚେସ୍ ଖେଳିବାକୁ। ଠିକ୍ ଏତିକିବେଳେ ହିଁ ବର୍ଷା…