ଆଇପିଏଲ ୨୦୨୨: ୭ଟି ଟିମ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଲେ !
ମୁମ୍ବାଇ:ଆଇପିଏଲ ୨୦୨୨ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ୭ଟି ଟିମ ସେମାନଙ୍କ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଛନ୍ତି । ତେବେ ଏଥିନେଇ ସେମାନେ ବିଧିବଦ୍ଧ କୌଣସି ଘୋଷଣା କରି ନାହାନ୍ତି ।
ଚେନ୍ନାଇ ସୁପର କିଙ୍ଗସ: ରବୀନ୍ଦ୍ର…