Latest Odisha News

BREAKING NEWS

ଭଦ୍ରକରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଭଦ୍ରକ: ବ୍ରାଉନସୁଗର ଚାଲାଣ ବେଳେ ଧରିଲା ପୋଲିସ । ଭଦ୍ରକ ଜିଲ୍ଲା ଚରମ୍ପା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଲଓ୍ୱେ ଓଭର ବ୍ରିଜ ପାଖରୁ ୨୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ତିନି ଜଣେ ବେପାରୀଙ୍କୁ ବାନ୍ଧିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ସେମାନେ ହେଲେ…

ଚାପ ହ୍ରାସ ପାଇଁ ଆମେରିକାରେ ଟ୍ରେଣ୍ଡ କରୁଛି ଗାଇକୁ କୁଣ୍ଢାଇବା 

ନୂଆଦିଲ୍ଲୀ: ଭାରତରେ ଗାଇକୁ ମାତା ସମ୍ମାନ ଦିଆଯାଏ । ଏବେ କରୋନା ମହାମାରୀ ବେଳେ ଆମେରିକାରେ ଟ୍ରେଣ୍ଡ କରୁଛି ଗାଇକୁ କୋଳେଇବା ଓ କୁଣ୍ଢେଇବା । ସଂକ୍ରମଣ ଯୋଗୁ ନିଜ ଲୋକଙ୍କୁ ହରାଇଥିବା ବ୍ୟକ୍ତିମାନେ ଚାପଗ୍ରସ୍ତ ହୋଇ ପଡୁଛନ୍ତି । ମାନସିକ ଶାନ୍ତି ପାଇଁ ପରୀକ୍ଷାମୂଳକ ଭାବେ କେତେଜଣଙ୍କୁ…

ଫିଲ୍ମ ‘ୟାରାନା’ର ଏହି ଗୀତ ସୁଟିଂକୁ ନେଇ ନିର୍ଦ୍ଦେଶକଙ୍କ ଉପରେ କାହିଁକି ରାଗି ଯାଇଥିଲେ ବିଗ୍‌ ବି

ନୂଆଦିଲ୍ଲୀ: ଏହି ଗୀତକୁ ନେଇ ରାଗି ଯାଇଥିଲେ ସଂଗୀତ ନିର୍ଦ୍ଦେଶକ ରାଜେଶ ରୋଶନ। ଏହାକୁ ନେଇ ଏକ ବଡ଼ କାହାଣୀ ମଧ୍ୟ ରହିଛି। ‌ଫିଲ୍ମ ୟାରାନାର ଲୋକପ୍ରିୟ ଗୀତ 'ଛୁଁକର୍‌ ମେରେ ମନ୍‌ କୋ' ଗୀତ ସୁଟିଂ ସମୟରେ ଅମିତାଭ ବଚ୍ଚନ ଭୀଷଣ ରାଗି ଯାଇଥିଲେ। ଏ ନେଇ ନିର୍ଦ୍ଦେଶକ ରାଜେଶ ରୋଶନ…

କରୋନା ଯାଞ୍ଚ ଅଭିଯାନ: ଆଜିଠୁ ରାଜ୍ୟରେ ତିନି ମାସ ଡୋର୍ ଟୁ ଡୋର୍ ସର୍ଭେ

ଭୁବନେଶ୍ୱର: କରୋନା ମୁକାବିଲାରେ ଗ୍ରାମାଞ୍ଚଳକୁ ଫୋକସ୍ କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ବି ମୁକାବିଲା ପାଇଁ ବହୁ ପଦକ୍ଷେପ ହାତକୁ ନେଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରରେ ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭେ । ବସ୍ତିରେ ଘରକୁ…

ମେସିନ କରୁଛି ମନରେଗା କାମ

ଲୋଇସିଂହା: ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ । ବର୍ତ୍ତମାନ ସାରା ଭାରତ ସହ ଓଡିଶାର ଜନ ସାଧାରଣ କରୋନା ସଂକ୍ରମଣ ସହ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ରାଜ୍ୟ ସରକାର ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି । ଏଭଳି ଘଡିସନ୍ଧି…

ବାତ୍ୟା ପରବର୍ତ୍ତୀ ଉଦ୍ଧାର ପାଇଁ ବାଲେଶ୍ୱରରେ ପହଞ୍ଚିଲେଣି ବିଭିନ୍ନ ଜିଲ୍ଲାରୁ ଓଡ୍ରାଫ୍ ଟିମ୍

ବାଲେଶ୍ୱର: ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ଥଇଥାନକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଜିରୋ କାଜୁଆଲିଟିକୁ ଫୋକସ କରି ମୁକାବିଲା ପ୍ରସ୍ତୁତି ଚାଲିଛି । ବାତ୍ୟାରେ ବାଲେଶ୍ୱର ଜିଲ୍ଲା ବେଶୀ ପ୍ରଭାବିତ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ନିୟୋଜିତ ହୋଇଛନ୍ତି ଓଡ୍ରାଫର ୧୨ଟି…

କରୋନା ବ୍ୟାପିବା ପୂର୍ବରୁ ଉହାନ ଲ୍ୟାବର ଗବେଷକ ସଂକ୍ରମିତ ହୋଇଥିଲେ: ରିପୋର୍ଟ

ୱାଶିଂଟନ: କରୋନା ମହାମାରୀ ସାରା ବିଶ୍ୱରେ ବ୍ୟାପିବା ପୂର୍ବରୁ ଉହାନ ଲ୍ୟାବର କେତେକ ପ୍ରଫେସର ଏଥିରେ ସଂକ୍ରମିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଏକ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୨୦୧୯ ନଭେମ୍ବରରେ ଚୀନର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲିଜେର…

ବାତ୍ୟା ‘ୟଶ’ ମୁକାବିଲା ପାଇଁ ଓଡ଼ିଶାରେ ମୁତୟନ ହୋଇଛନ୍ତି ୬୦ ଓଡ୍ରାଫ ଟିମ୍

ପାରାଦୀପ: ବାତ୍ୟା 'ୟଶ'କୁ ଦୃଷ୍ଟିରେ ରଖି ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଉଦ୍ଧାର, ରିଲିଫ୍ ଏବଂ ଥଇଥାନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ସହିତ ଓଡ଼ିଶାରେ ନିୟୋଜିତ ହୋଇଛନ୍ତି ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସର ୬୦ଟି ଟିମ୍। ଏନେଇ ପାରାଦୀପର…

ବନ୍ଦେ ଭାରତ ମିଶନର ଅଂଶ ଭାବରେ ପ୍ରାୟ ୮୭,୦୫୫ ଭାରତୀୟ ସିଙ୍ଗାପୁରରୁ ଭାରତ ଫେରିଛନ୍ତି

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନ ପ୍ରତ୍ୟାବର୍ତ୍ତନ ବିମାନର ଏକ ଅଂଶ ଭାବରେ ଗତ ବର୍ଷ ମେ ମାସରୁ ମୋଟ ୮୭,୦୫୫ ଭାରତୀୟ ସିଙ୍ଗାପୁରରୁ ଭାରତ ଫେରିଛନ୍ତି ବୋଲି ଏଠାରେ ଥିବା ଭାରତୀୟ ଉଚ୍ଚ ଆୟୋଗ କହିଛନ୍ତି। ଭାରତୀୟମାନେ ଘରକୁ ଫେରିବାର କାରଣ ହେଉଛି ମହାମାରୀ କାରଣରୁ ଚାକିରି ହରାଇବା,…

ବାତ୍ୟା ମୁକାବିଲା: ୫ ଜିଲ୍ଲା ପାଇଁ ୫ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ପ୍ରଭାବିତ ଆଶଙ୍କା ଥିବା ୫ଟି ଜିଲ୍ଲାରେ ମୁକାବିଲା ପାଇଁ ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । କେନ୍ଦ୍ରାପଡା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା…