ସ୍ପୋର୍ଟିଂ ୱିକେଟ ପ୍ରସ୍ତୁତ ନେଇ ଗ୍ରାଉଣ୍ଡଷ୍ଟାଫଙ୍କୁ ସମ୍ମାନିତ କଲେ ଦ୍ରାବିଡ
କାନପୁର: ଭାରତୀୟ କ୍ରିକେଟ ଦଳର କୋଚ ରାହୁଲ ଦ୍ରାବିଡ ଜଣେ ଭଲ ବ୍ୟକ୍ତି ଏବଂ ଖେଳାଳି ବୋଲି ପୁନର୍ବାର ପ୍ରମାଣିତ କରିଛନ୍ତି । କାନପୁରରେ ଖେଳାଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ସ୍ପୋର୍ଟିଂ ୱିକେଟ ପ୍ରସ୍ତୁତ କରିଥିବା ଗ୍ରାଉଣ୍ଡଷ୍ଟାଫଙ୍କୁ ସମ୍ମାନିତ କରିଛନ୍ତି ଦ୍ରାବିଡ । ସେ ୩୫,୦୦୦…