ନନ୍ଦନକାନନର ପ୍ରାଣୀଙ୍କୁ ଏବେ ଦେଖିପାରିବେ ଭର୍ଚୁଆଲି
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦକାନନ ପ୍ରାଣୀ ଉଦ୍ୟାନ ବନ୍ଦ କରାଯାଇଥିଲା। ହେଲେ ଏବେ ପର୍ୟ୍ୟଟକ ମାନେ ପ୍ରାଣୀ ଉଦ୍ୟାନରେ ପଶୁ ଏବଂ ପକ୍ଷୀମାନଙ୍କୁ ଘରେ ବସି ଆରାମରେ ଦେଖିପାରିବେ।
ଲକଡାଉନ ଯୋଗୁଁ ଓଡିଶା ବାସୀ ଘର ଭିତରେ ଏକପ୍ରକାର ବାନ୍ଧି ହୋଇ ରହୁଥିବା ବେଳେ…