Latest Odisha News

BREAKING NEWS

ଆଜିଠୁ ଆରଡି ପୀଠରେ ୧୪୪ ଧାରା, ସର୍ବସାଧାରଣ ଦର୍ଶନ ବନ୍ଦ

ଭଦ୍ରକ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବି ବଢୁଛି । ଆଜିଠୁ ଭଦ୍ରକ ଜିଲ୍ଲା ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନତା ୩୧ ତାରିଖ ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ…

ଶରତ କୁମାର ଦାସ ପାଇଲେ ‘ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ’

ଭୁବନେଶ୍ୱର : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭୁବନେଶ୍ୱର ଭଞ୍ଜଭାରତୀ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ତ୍ରିଦିବସୀୟ ଓଡ଼ିଆ ସାହିତ୍ୟ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗୀତିକବି ଶରତ କୁମାର ଦାଶଙ୍କୁ 'ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ'ରେ ସମ୍ମାନିତ କରାଯାଇଥିଲା।…

‘ଫନୀ ମହାନ୍ତିଙ୍କ କାବ୍ୟଚର୍ଚ୍ଚା’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ଫନୀ ମହାନ୍ତିଙ୍କର ସମସ୍ତ କାବ୍ୟକୃତିକୁ ନେଇ ଏକ ସମୀକ୍ଷା ସଙ୍କଳନ 'ଫନୀ ମହାନ୍ତିଙ୍କ କାବ୍ୟଚର୍ଚ୍ଚା' ପୁସ୍ତକ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଉନ୍ମୋଚିତ ହୋଇ ଯାଇଛି। ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଓଡ଼ିଶା ସାହିତ୍ୟ…

ଧାରାବାହିକ ଉପନ୍ୟାସ : ଦେବୀ (୩୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୯ ମୁହାଣ ଆରପାଖ ଆକାଶ ଏବେ ସିନ୍ଦୂର ବୋଳି ହୋଇସାରିବଣି। ଶେଷଥର ଦେଖା ହୋଇଥିବା ସେ ଅଚିହ୍ନା ଚଢ଼େଇଟି ତା କେତେ ପୀଢ଼ିର ବଂଶଜଙ୍କ ଭିତରେ ହଜିଯିବଣି। ଦେବୀର ମନେ ନାହିଁ, କେବେଥରେ ଯାଇଥିଲା ସେ ସମୁଦ୍ର କୂଳକୁ। ସେଠି ଦେଖିଥିଲା…

ଡିସେମ୍ବର ୨୬କୁ ବୀର ବଲ ଦିବସ ଭାବେ ପାଳିବ ଦେଶ

ନୂଆଦିଲ୍ଲୀ : ଏଣିକି ପ୍ରତିବର୍ଷ ଡିସେମ୍ବର ୨୬ ତାରିଖକୁ ବୀର ବଲ ଦିବସ ଭାବେ ପାଳିବ ଦେଶ । ଆଜି ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗୁରୁ ଗୋବିନ୍ଦ ସିଂଙ୍କ…

ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍ ଚିହ୍ନଟ, ନିଜେ ଟ୍ୱିଟ୍ କରି ଜଣାଇଲେ…

ଭୁବନେଶ୍ୱର: ଜଳ ସମ୍ପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ମନ୍ତ୍ରୀ ରଘୁନନ୍ଦନ ଦାସ୍ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ମୁଁ ଆଜି ମୋର ସ୍ୱାସ୍ଥ୍ୟ ପରୀକ୍ଷାରୁ କରୋନା ସଂକ୍ରମିତ ହେବା ଜାଣିବାକୁ ପାଇଲି l ମୋ ସଂସ୍ପର୍ଶରେ…

ମକର ସଂକ୍ରାନ୍ତିରେ ବିଶ୍ବବ୍ୟାପୀ ଆୟୋଜିତ ହେବ ସୂର୍ଯ୍ୟ ନମସ୍କାର

ଭୁବନେଶ୍ବର : ମକର ସଂକ୍ରାନ୍ତି ଅବସରରେ ବିଶ୍ବବ୍ୟାପୀ ଆୟୋଜିତ ହେବ ସୂର୍ଯ୍ୟ ନମସ୍କାର । ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ସାମିଲ ହେବେ । ଏହି ଦିନ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଉତ୍ତମ ସ୍ବାସ୍ଥ୍ୟ, ଧନ ଓ…

ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାରିପଦା : ଚଳନ୍ତା ଯାତ୍ରୀବାହୀ ବସ୍‌କୁ ଆକ୍ରମଣ କଲା ଦନ୍ତା । ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ବସ୍‌ରେ ଥିବା ଯାତ୍ରୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବସକୁ ହାତୀର ଆକ୍ରମଣକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ…

ଗୌରୀ ମହାନ୍ତି ଜାତୀୟ କରାଟେ ସଙ୍ଗଠନ ମହିଳା କମିଶନର ଅଧ୍ୟକ୍ଷା ମନୋନୀତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ତଥା ପୂର୍ବତନ ଜାତୀୟ କରାଟେ ଚାମ୍ପିୟନ ଡ. ଗୌରୀ ମହାନ୍ତି ଜାତୀୟ କରାଟେ ସଙ୍ଗଠନ ମହିଳା କମିଶନର ଅଧ୍ୟକ୍ଷା ମନୋନୀତ ହୋଇଛନ୍ତି । ଡ. ମହାନ୍ତି ଟିମ୍ କଟାରେ ଚାମ୍ପିୟନ ହେବା ସହ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି । ଫାଇଟିଙ୍ଗରେ ଜାତୀୟ…

ଏମ୍‌କେସିଏ କ୍ୟାରମ୍‌: ଗୌତମ ସିଙ୍ଗଲ୍ସ, ଦାଦୁ-ବାପି ଡବଲ୍ସ ଚାମ୍ପିୟନ

ଭୁବନେଶ୍ବର: ମାକାଳିଆଶନୀ କ୍ୟାରମ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ଏମ୍‌କେସିଏ ନିଖିଳ ଓଡ଼ିଶା କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି । ଏହି ତିନି ଦିନିଆ ପ୍ରତିଯୋଗିତାର ସିଙ୍ଗଲ୍ସରେ କଣାସର ଗୌତମପ୍ରସାଦ ଭୋଳ ଚାମ୍ପିୟନ ହୋଇଥିଲା ବେଳେ ଗଙ୍ଗା ଯମୁନା ପୁରୁଣା ଭୁବନେଶ୍ବରର…