Latest Odisha News

BREAKING NEWS

ଭୁବନେଶ୍ବରର ପୁଣି ୬ଟି ଜାଗାରେ ଲାଗିଲା କଣ୍ଟେନମେଣ୍ଟ କଟକଣା

ଭୁବନେଶ୍ବର : ଚିନ୍ତା ବଢ଼ାଇଲା ମହାମାରୀ କରୋନା । ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଏବେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କଟକଣା ଲାଗାଇଛି ବିଏମସି । ଆଜି ଆଉ ସ୍ଥାନକୁ କଣ୍ଟେନମେଣ୍ଟ…

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା’ ଉପରେ ହିତାଧିକାରୀ ପରାମର୍ଶ ବୈଠକ

ଭୁବନେଶ୍ବର : ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଏବଂ ୟୁଏନଡିପି ସହଯୋଗରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା' ଉପରେ ଏକ ହିତାଧିକାରୀ ପରାମର୍ଶ ବୈଠକ ଆୟୋଜିତ ହୋଇଛି । ସମସ୍ତ ହିତାଧିକାରୀଙ୍କ ଠାରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଥିବା ଆହ୍ବାନ ଏବଂ ସୁଯୋଗ…

କରୋନା ମହାମାରୀରୁ ଆଜି କଟକ ଜିଲ୍ଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୮୭ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୧୦୯ ଜଣ ଅଛନ୍ତି । ଦ୍ୱିତୀୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର…

[ଭିଡ଼ିଓ] ତୋର ନାଲିକୁ ମୋର କଳା : ଉପାନ୍ତ ଇଲାକାରେ ପରମ୍ପରା ନାଁରେ ଜମୁଛି ଜୁଆ ଆଡ୍ଡା

ମାଲକାନଗିରି: ତୋର ନାଲିକୁ ମୋର କଳା କୁକୁଡା, ଗଞ୍ଜା ଗୋଡରେ ବାନ୍ଦେ ଛୁରି ଆଉ ହାତରେ ଧରେ ଟଙ୍କା ଆ ଏଥର ଲଢେଇ କରିବା ଆଉ କିଏ ବାଜି ମାରୁଛି ତାହା ଦେଖିବା । ଏମିତି କିଛି ନିଆରା ଢଙ୍ଗରେ କୁକୁଡା ଲଢେଇକୁ ନେଇ ମାଲକାନଗିରି ଜିଲ୍ଲାରେ ଚାଲିଛି ଜୁଆ ଖେଳ । ତେବେ ୧୦ କି ୨୦ ଟଙ୍କାରେ ଏଇଠି…

ପେରିୟାର ପ୍ରତିମୂର୍ତିକୁ ଅପମାନିତ

କୋଏମ୍ବଟୁର:ତାମିଲନାଡୁର କୋଏମ୍ବଟୁରର ଭେଲାଲୋରର ପେରିୟାର ଅଧ୍ୟୟନ କେନ୍ଦ୍ର ସମ୍ମୁଖରେ ଥିବା ପେରିୟାର ଇଭି ରାମସ୍ୱାମୀଙ୍କ ପ୍ରତିମୂର୍ତିକୁ ଅପମାନିତ କରାଯାଇଛି । ଏହି ସାମାଜିକ ସଂସ୍କାରକଙ୍କ ପ୍ରତିମୂର୍ତିରେ ଚପଲମାଳ ପିନ୍ଧାଯିବା ସହ ଗେରୁଆ ରଙ୍ଗ ବୋଳାଯାଇଛି । ଯାହାକୁ ନେଇ ସେଠାରେ…

ଜେଏସଡବ୍ଲୁ ପ୍ରକଳ୍ପ ଅଞ୍ଚଳରେ ପାନବରଜ ସାଙ୍ଗକୁ ଗଛ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଜଗତସିଂହପୁର : ପ୍ରସ୍ତାବିତ ଜେଏଡବ୍ଲୁ ପ୍ରକଳ୍ପ ପାଇଁ ଜୋରସେରରେ ଆଗଉଛି କାମ । ଏରସମା ତହସିଲ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ ଜେଏସଡବ୍ଲୁର ପ୍ରକଳ୍ପ କାର୍ଯ୍ୟରେ ହେଉଛି ଅଗ୍ରଗତି । ପ୍ରକଳ୍ପ ପାଇଁ ଢ଼ିଙ୍କିଆ ପଞ୍ଚାୟତର ପାଟଣା, ମାହାଳ ଓ ଗୋବିନ୍ଦପୁର ଗାଁରେ…

କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓ ସଂକ୍ରମିତ ଲୋକଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇ ଦେବା ପାଇଁ ଲୋକସଭା ଭବନରେ ଭର୍ଚୁଆଲ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ପ୍ରାଥମିକ ସ୍ତରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରିବାକୁ ସେ…

ଶନ ଭ୍ୟାଣ୍ଡି, କୋଚ ନାଥାନଙ୍କୁ କରୋନା: ଇଣ୍ଡିଆନ ଓପନ ବ୍ୟାଡମିଂଟନରୁ ଓହରିଲା ଇଂଲଣ୍ଡ

ନୂଆଦିଲ୍ଲୀ:ଡବଲ୍ସ ସ୍ପେଶାଲିଷ୍ଟ ଶନ ଭ୍ୟାଣ୍ଡି ଓ କୋଚ ନାଥାନ ରବର୍ଟସନ କରୋନା ସଂକ୍ରମିତ ହେବା ପରେ ଇଣ୍ଡିଆନ ଓପନ ବ୍ୟାଡମିଂଟନରୁ ଇଂଲଣ୍ଡ ଟିମ ଓହରି ଯାଇଛି । ରବିବାର ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ପକ୍ଷରୁ କରାଯାଇଥିବା ସମସ୍ତ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା ।…

କାଲିଠାରୁ ମିଳିବ ବୁଷ୍ଟର ଡୋଜ୍, କେମିତି କରିବେ ପଞ୍ଜିକରଣ?

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୦ (ସୋମବାର)ରୁ ପୁରା ଦେଶରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ । ବୁଷ୍ଟର ଡୋଜକୁ ପ୍ରିକସନରୀ ଡୋଜ୍ ମଧ୍ୟ କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ଏହି ଡୋଜକୁ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଏବଂ ୬୦ ବର୍ଷରୁ ଉଦ୍ଧ୍ୱର୍ ନାଗରିକଙ୍କୁ ଦିଆଯିବ ବୋଲି କେନ୍ଦ୍ର…

କଟକରୁ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ : କଟକରୁ ପୁଣି ଧରା ହେଲା ଧଳା ଜହର । ବାଲିଯାତ୍ରା ପଡ଼ିଆ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ୟାଣ୍ଟନମେଣ୍ଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କମିସନରେଟ୍ ପୋଲିସ ସୂଚନା ଦିଆଯାଇଛି । ବ୍ରାଉନସୁଗାର୍ କାରବାର ଘଟଣାରେ ବାପା ପବିତ୍ର ମହାନ୍ତି ଓ…