Latest Odisha News

BREAKING NEWS

କରୋନାକୁ ନେଇ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ଏଭଳି ସ୍ଥିତିରେ କିପରି ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକାଯିବ, ତାଉପରେ ଦିଆଯାଇଛି ଗୁରୁତ୍ବ । ଏହି ଅବସରରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଗଡିଲା ସଂଜିବନୀ ରଥ, ଶଯ୍ୟାଶାୟୀ ଓ ଭିନ୍ନକ୍ଷମଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

ରାଉରକେଲା: କୋଭିଡ୍ ଟିକାଦାନ କ୍ଷେତ୍ରରେ ରାଉରକେଲା ପ୍ରଶାସନ ତରଫରୁ ଅଭିନବ ପଦକ୍ଷେପ । ଏଥର ଘରେ ଟିକାଦାନ କରିବ ସଂଜିବନୀ ରଥ । ଶଯ୍ୟାଶାୟୀ, ଭିନ୍ନକ୍ଷମ ଓ ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଟୀକାକରଣ କେନ୍ଦ୍ର୍ରକୁ ଆସିପାରୁନଥିବା ବ୍ୟକ୍ତିଙ୍କୁ ହିଁ ଏହି ସେବା ଯୋଗାଇଦିଆଯିବ । ଏଥିପାଇଁ…

କରୋନା କାଳରେ ଲୁହ ଭିଜା ଘଟଣା : ମାଆ କୋଳକୁ ଏକାଠି ଆସିଥିଲେ, ଶେଷର ଏକାଠି ବି ଚାଲିଗଲେ

ମୀରଟ: କରୋନା କାଳରେ ଆଉ ଏକ ଲୁହ ଭିଜା ଘଟଣା ସମ୍ମୁଖକୁ ଆସିଛି । ମୀରଟରେ ଗ୍ରୋଗରି ରେୟମଣ୍ଡ ରାଫେଲଙ୍କ ଦୁଇ ପୁଅ ଭରଭୀଜ ଗ୍ରୋଗେରୀ ଓ ରାଲଫେଡ ଜର୍ଜ ଗ୍ରୋଗରୀ୧୧୯୭ ଏପ୍ରିଲ ୨୩ରେ ଜନ୍ମ ଗ୍ରହଣ କରିଥିଲେ । ସେମାନେ ଯମଜ ଥିଲେ । ମାଆ କୋଳକୁ ଏକାଠି ଆସିଥିଲେ । ଦେଖିବାକୁ ଏକା ପରି । ପାଠପଢ଼ା…

୪୦ ଡିଗ୍ରୀ ଉପରେ ରାଜ୍ୟର ୧୧ ସହର

ଭୁବନେଶ୍ବର : ତାତି କରୁଛି କଲବଲ । ତାପମାତ୍ରା ବଢ଼ିବା ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ । ଆଜି ୪୦ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୧ ସହରର ତାପମାତ୍ରା । ତେବେ ୪୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ…

ପୁଣି ୫ ଦିନ ପରେ ଭୁବନେଶ୍ୱରରେ ୧୧ ଶହ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ୫ ଦିନର ବ୍ୟବଧାନ ପରେ ବିଏମସି ଅଞ୍ଚଳରେ ଦୈନିକ ସଂକ୍ରମଣ ମାମଲା ପୁଣି ଥରେ ୧୧ ଶହ ଟପିଛି । ଆଜି ଭୁବନେଶ୍ୱରରୁ ୧୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୬୭ ଜଣ ସଂକ୍ରମିତ ଚିହ୍ନଟ…

ମିଷ୍ଟର ୩୬୦ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବେନି

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟର ଏବି ଡିଭିଲର୍ସ ଆଜି ସାରା ବିଶ୍ୱରେ ଥିବା ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି । ଟି୨୦ ବିଶ୍ୱକପ ନିମନ୍ତେ ସେ ଦଳକୁ ଫେରିବା ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ମଙ୍ଗଳବାର ଏହାର ଅବସାନ ଘଟିଛି । ମିଷ୍ଟର ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ଭାବେ…

ଦିନକରେ ଯେତିକି ଆକ୍ରାନ୍ତ ତା’ଠୁ ସୁସ୍ଥ ହେଲେ ୭୯ ଜଣ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତ ଏବଂ ସୁସ୍ଥ ହାର ପ୍ରାୟ ସମାନ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ ହଜାର ୩୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାର ୨୪୨ ଜଣ ସୁସ୍ଥ ହୋଇଛନ୍ତି । ସଂଖ୍ୟା ହିସାବରେ ଦିନକରେ ଯେତିକି ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ତା’…

କମ୍ ଯାତ୍ରୀ ଓ କଟକଣା ପାଇଁ ବାତିଲ୍ ହେଲା ଏହି ସବୁ ଟ୍ରେନ୍

ଭୁବନେଶ୍ୱର: କମ୍ ଯାତ୍ରୀ ଓ କୋଭିଡ୍ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଟ୍ରେନ ସେବା ବାତିଲ୍ ଓ ଆଂଶିକ ବାତିଲ୍ କରାଯାଇଛି । ପ୍ରତିଦିନ ଚଳାଚଳ କରୁଥିବା ପାଞ୍ଚ ଯୋଡ଼ା ମେମୁ/ପାସେଞ୍ଜର ବିଶେଷ ଟ୍ରେନ ମେ ୩୧ ପର୍ଯ୍ୟନ୍ତ ବାତିଲ ରହିବ। ଏଥିସହ ନଅ ଯୋଡ଼ା ମେମୁ/ପାସେଞ୍ଜର/ଏକ୍ସପ୍ରେସ ବିଶେଷ…

ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ନେଇପାରିବେ କି କରୋନା ଟିକା?

ନୂଆଦିଲ୍ଲୀ: ଭାରତର ମୋଟ ଜନସଂଖ୍ୟାର ପାଞ୍ଚ ପ୍ରତିଶତ ଗର୍ଭବତୀ ମହିଳା ଅଛନ୍ତି। ଯୁକ୍ତରାଷ୍ଟ୍ର, ବ୍ରିଟେନ ଏବଂ ଚୀନ୍ ଭଳି ଦେଶ ଆଶାକର୍ମୀ ଏବଂ ଗର୍ଭବତୀ ମହିଳାମାନଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଭାରତ ଏପର୍ଯ୍ୟନ୍ତ ଏହି ଦିଗରେ ଅଭିଯାନ ଆରମ୍ଭ କରି ନାହିଁ। ମୁଖ୍ୟତଃ…

ଦିିଲ୍ଲୀ ଏମ୍‌ସ; ଆଇସିୟୁ ବେଡ୍‌ ପାଇଁ କୋଭିଡ ରୋଗୀଙ୍କଠାରୁ ୫ ଲକ୍ଷ ଟଙ୍କା ମାଗି କର୍ମଚାରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସର ଜଣେ ଲ୍ୟାବ ଆସିଷ୍ଟାଣ୍ଟ ସମେତ ଦୁଇ ଜଣଙ୍କୁ ଆଇସିୟୁ ବେଡ ପାଇଁ କୋଭିଡ ରୋଗୀଙ୍କଠାରୁ ୫ ଲକ୍ଷ ଟଙ୍କା ମାଜିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଦୁ ଜଣ ହେଉଛନ୍ତି ପଙ୍କଜ ଏବଂ ତାଙ୍କ ଭଉଣୀ କୱାଲପ୍ରୀତ୍‌। ପୋଲିସ ସୂତ୍ରରୁ ପ୍ରକାଶ ଯେ…