Latest Odisha News

BREAKING NEWS

[ଭିଡିଓ] ବାରଣାସୀ ରାସ୍ତାରେ ଭିକ ମାଗୁଛନ୍ତି ବିଏସ୍‌ସି ଗ୍ରାଜୁଏଟ୍ ମହିଳା !

ଭୁବନେଶ୍ୱର: ଭଲ ଶିକ୍ଷା, ପରିବାରର ବ୍ୟକଗ୍ରାଉଣ୍ଡ ଓ ଉଚ୍ଚ ପାଉଣାଯୁକ୍ତ ଚାକିରୀ ଉପରେ ନିର୍ଭର ଆମ ଜୀବନର ମାପଦଣ୍ଡ । ହେଲେ ବେଳେବେଳେ ଆମ ଜୀବନ ଅପ୍ରତ୍ୟଶିତ ଭାବେ ଧାରା ପରିବର୍ତ୍ତନ କରିଥାଏ । ସବୁ ଥାଇ ବି ପାଖରେ କେହି ନଥାନ୍ତି । ଉଦାହରଣ ସ୍ୱରୂପ ଶିକ୍ଷାଗତ ଯୋଗ୍ୟତା ଥାଇ ସୁଦ୍ଧା ଅନେକ…

୨ଟି ନୂତନ ଟିମ ସହ ୨୦୨୨ ଆଇପିଏଲ ଭାରତରେ ହେବ

ମୁମ୍ବାଇ: ଆଇପିଏଲର ୧୫ତମ ସଂସ୍କରଣ ଭାରତରେ ହେବ ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେକ୍ରେଟାରୀ ସଚିବ ଜୟ ଶାହା କହିଛନ୍ତି । ୨ଟି ନୂଆ ଟିମ ସହ ରୋମାଂଚଭରା ଆଇପିଏଲ ଭାରତୀୟ ଦର୍ଶକ ଘରୋଇ ପରିବେଶରେ ଏଥର ଉପଭୋଗ କରିବେ ବୋଲି ସେ ଦି ଚାମ୍ପିୟନ୍ସ କଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି…

୨୦୨ ଦିନ ସଂଘର୍ଷ ପରେ କରୋନାକୁ ହରାଇଲେ ୪୫ ବର୍ଷୀୟା ମହିଳା

ସୁରଟ: ଗୁଜରାଟର ଗୀତା ଧାର୍ମିକ ନାମକ ଜଣେ ୪୫ ବର୍ଷୀୟା ମହିଳା ୨୦୨ ଦିନ ଧରି କରୋନା ସହ ସଂଘର୍ଷ କରିବା ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧ ମେ’ରେ ସେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଦାହେଦା ରେଲୱେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ…

ଆସନ୍ତାକାଲି ରାଜସ୍ଥାନ ସରକାରର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ରାଜସ୍ଥାନ : ଆସନ୍ତାକାଲି ରାଜସ୍ଥାନ ସରକାରର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ଅପରାହ୍ନରେ ରାଜଭବନରେ ଶପଥ ନେବେ ନୂଆ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କୁ ମିଳିପାରେ ଗୁରୁତ୍ବପୂର୍ଣ୍ଣ ପଦ । ଏହାସହ ପାଇଲଟଙ୍କ ଗୋଷ୍ଠୀର କିଛି ବିଧାୟକଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ…

ଆନ୍ଧ୍ରପ୍ରଦେଶରେ ପ୍ରଳୟ ରଚୁଛି ବନ୍ୟା, ୨୪ ମୃତ, ଶତାଧିକ ନିଖୋଜ

ତିରୁପତି : ଆନ୍ଧ୍ରପ୍ରଦେଶରେ ପ୍ରଳୟ ରଚୁଛି ବନ୍ୟା । କ୍ରମାଗତ ବର୍ଷା ଯୋଗୁ ଅଧିକାଂଶ ନଦୀରେ ବନ୍ୟା ଆସିଛି । ବନ୍ୟାର ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି । ତିରୁପତିରେ ସ୍ଥିତି ଜଟିଳ ହୋଇଛି । ଶହ ଶହ ଶ୍ରଦ୍ଧାଳୁ ବିଭିନ୍ନ ସ୍ଥାନରେ…

ହିତାଧିକାରୀଙ୍କୁ ବିଡିଏ ଓ ହାଉସିଂ ବୋର୍ଡ ପକ୍ଷରୁ ଦିଆଗଲା ଲିଜ୍‌ ଦଲିଲ

ଭୁବନେଶ୍ବର : ଲିଜ୍‌ ଦଲିଲ ପାଇଲେ ହିତାଧିକାରୀ । ବିଡିଏ ଏବଂ ହାଉସିଂ ବୋର୍ଡ ଦ୍ଵାରା ବିଭିନ୍ନ ସମୟରେ ଆବଣ୍ଟିତ ଘର ଓ ଜମିର ଆଜି ଲିଜ୍ ଦଲିଲ ହସ୍ତାନ୍ତରର ଶୁଭାରମ୍ଭ ହୋଇଛି । ଆଚାର୍ଯ୍ୟବିହାର, ଉଦୟଗିରି ବିହାର, କଳିଙ୍ଗନଗର, ଅନନ୍ତ ବିହାର, ପୋଖରୀପୁଟ, ଚନ୍ଦ୍ରଶେଖରପୁର, ପଟିଆ,…

ଆର୍ଯ୍ୟନ ଏବଂ ସହଯୋଗୀଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ନାହିଁ : ବମ୍ବେ ହାଇକୋର୍ଟ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆଜି ମୁମ୍ବାଇ ହାଇକୋର୍ଟ ଶାହାରୁଖଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ଶୁଣାଣୀ ବେଳେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆର୍ଯ୍ୟନ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ସେଭଳି କୌଣସି ମଜଭୁତ ପ୍ରମାଣ ନାହିଁ । ଜାମିନ ଆଦେଶ ସହ କୋର୍ଟ ୧୪ ପୃଷ୍ଠାର…

[ଭିଡ଼ିଓ] ରହସ୍ୟମୟୀ ଫୁଟନ୍ତା ତପ୍ତ ନଦୀ

ପେରୁ: ପ୍ରତିଦିନ ଆମ ସାମନାକୁ କିଛି ନା କିଛି ଅଦଭୁତ ଘଟଣା ଆସିଥାଏ । କିଛି ଆମ ଜାଣତରେ ଆଉ କିଛି ଆମ ଅଜାଣତରେ । ରହସ୍ୟମୟ ଦୁନଆରେ କିଛି ନା କିଛି ରହସ୍ୟମୟ ଘଟଣା ଘଟିଚାଲିଛି । କିଛି ଆମ ଜ୍ଞତ ସାରରେ ଥିବା ବେଳେ କିଛି ରହସ୍ୟ କେବଳ ରହସ୍ୟ ହୋଇ ରହିଛି । ସେମିତି ଆଜି ଏକ ରହସ୍ୟମୟୀ ନଦୀ…

ଭିଜିଲାନ୍ସ ହାତରେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍‌

ଭୁବନେଶ୍ବର: ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍‌  । ଇପିଏଫ୍‌ ଫାଇଲ୍‌ ସଂପର୍କିତ କାମ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବା ସମୟରେ  ଧରାପଡ଼ିଲେ ।  ଓଡ଼ିଶା ଉଠା ଜଳସେଚନର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରୁ ଅବସରପ୍ରାପ୍ତ…

ଶିଶୁମାନଙ୍କ ପାଇଁ ନିଜ ଘରକୁ ପ୍ରଥମେ ସୁରକ୍ଷିତ କରିବ: ଏମ୍‌ସର ଆହ୍ବାନ

ଭୁବନେଶ୍ବର:  ଶିଶୁମାନଙ୍କ ପାଇଁ ନିଜ ଘରକୁ ପ୍ରଥମେ ସୁରକ୍ଷିତ କରିବାକୁ ଆହ୍ବାନ  । ପେଡିଆଟ୍ରିକ୍‌ସ ସର୍ଜରୀ ସପ୍ତାହରେ ଶିଶୁ ସୁରକ୍ଷା ନେଇ ପିତା-ମାତାଙ୍କୁ ସଚେତନତାର ବାର୍ତ୍ତା ଦେଲେ ବିଶେଷଜ୍ଞ । ନିଜ ଘର ହେଉଛି ପ୍ରଥମ ସ୍ଥାନ, ଯେଉଁଠାରେ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ।…