Latest Odisha News

BREAKING NEWS

୨୧ରେ ମୁକ୍ତିଲାଭ କରିବ ଓଡିଆ କ୍ରାଇମ୍‌ ଥ୍ରୀଲର ‘ଫୋର୍‌’

ଭୁବନେଶ୍ୱର: ଓଡିଆ ଅଭିନେତା ପାର୍ଥ ସାରଥୀ ରାଏ, କଳକୀ କୃଷ୍ଣ, ସତ୍ୟରଞ୍ଜନ ଏବଂ ପ୍ରସନ୍ନଜିତ୍ ମହାପାତ୍ରଙ୍କ ଅଭିନୀତ ଓଡିଆ କ୍ରାଇମ୍‌ ଥ୍ରୀଲର 'ଫୋର୍‌' ଡିସେମ୍ବର ୨୧ ରେ ମୁକ୍ତିଲାଭ କରିବ। ଏହା ଓଡ଼ିଶାର ପ୍ରଥମ ଅଡିଓଭିଜୁଆଲ୍ ଷ୍ଟ୍ରିମିଂ ପ୍ଲାଟଫର୍ମ AAO NXT ରେ ମୁକ୍ତିଲାଭ କରିବ।…

୫ରୁ ୧୧ ବର୍ଷ ବୟସର ପିଲାଙ୍କ ଟିକାକରଣକୁ ଅନୁମତି ଦେଲା ଏହି ଦେଶ

ନୂଆଦିଲ୍ଲୀ: କାନାଡାର ସ୍ୱାସ୍ଥ୍ୟ ନିୟାମକ ଶୁକ୍ରବାର ଦିନ ପିଲାଙ୍କ ଲାଗି ଫାଇଜର୍‌ କୋଭିଡ୍-୧୯ ଟିକାକୁ ଅନୁମୋଦନ କରିଛି। କାନାଡା ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ଟିକାକୁ ଅନୁମତି ଦେଇଛି। କାନାଡାର ଜାତୀୟ ପରାମର୍ଶଦାତା କମିଟି ପରାମର୍ଶ ଦେଇଛି ଯେ ଦେଶର ସ୍ୱାସ୍ଥ୍ୟସେବା…

ଭଦ୍ରକରେ ଲୁଟେରା ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଚୋରୀ, ଟେର୍ ପାଉନି ପୋଲିସ

ଭଦ୍ରକ: ଭଦ୍ରକ ସହରରେ ଲୁଟେରାଙ୍କ ଆତଙ୍କ । ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରେ ଚୋରୀ ହୋଇଛି । ଗତକାଲି ରାତି ସାଢ଼େ ୮ଟା ସମୟରେ ଭଦ୍ରକ ଏସପି ଅଫିସଠାରୁ ମାତ୍ର କିଛି ଦୂରରେ ଏହି ଲୁଟ୍ ହୋଇଛି । କୋଲକାତା ଜୁଏଲାରୀ ଦୋକାନରୁ ଦୁଇ ଲୁଟେରା ଲୁଟି ନେଲେ ୧୫କେଜି ରୂପା ସହ ୩.୫୦ଗ୍ରାମ ସୁନା…

ଟିକ୍‌ଟକ୍‌ ଉପରୁ ବ୍ୟାନ୍‌ ହଟାଇଲା ଏହି ଦେଶ

ଇସଲାମାବାଦ: ପାକିସ୍ତାନର ଟିକ୍‌ଟକ୍‌ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଅନୈତିକ ତଥା ଅଶ୍ଳୀଳ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ପ୍ଲାଟଫର୍ମର ନିଶ୍ଚିତତା ଉପରେ (ପିଟିଏ) ଟିକ୍‌ଟକ୍‌ ସେବାକୁ ପୁନଃସ୍ଥାପିତ କରିଛି। ବେଆଇନ ବିଷୟବସ୍ତୁ ଅପଲୋଡ୍ କରିବାରେ କ୍ରମାଗତ ଭାବରେ ଜଡିତ ଥିବା…

ଆଜି ରାଜ୍ୟରୁ ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୩୭ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪୦ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୯୯ ଟି ଲୋକାଲ୍‌ କେସ୍‌ ରହିଛି। ସେହିପରି ବାଲେଶ୍ବରରୁ ୭, ବରଗଡରୁ…

ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ପାଇଁ ମିଳିଲା ଅନୁମତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏନେଇ ଏସଆରସିଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ଼ଲାଇନ୍ । ଆଜିଠାରୁ ନୂଆ ଗାଇଡ଼ଲାଇନ୍ ଲାଗୁ ନେଇ ଏସଆରସିଙ୍କ ସୂଚନା । କୋଭିଡ଼ କଟକଣା…

ଆଜି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ତାଲିକାରେ ଯୋଡ଼ି ହେବ ଅନୁଗୁଳ ଓ ଢ଼େଙ୍କାନାଳ

ଭୁବନେଶ୍ୱର: ଆଜି ଅନୁଗୋଳ ଓ ଢ଼େଙ୍କାନାଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯିବ । ଅନୁଗୁଳ ଜିଲ୍ଲାର ମୁଖ୍ୟ ଷ୍ଟାଡ଼ିୟମ ପଡ଼ିଆ ଓ ଢ଼େଙ୍କାନାଳ ମିନି ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗଦେବେ ।…

ଆନ୍ଧ୍ର ଓ ତାମିଲନାଡୁରେ ବର୍ଷା ବିତ୍ପାତ; ପାଣିରେ ଭାସୁଛି ଶବ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର YSR କୁଡାପା ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ବନ୍ୟା ଜଳ ରାସ୍ତାକୁ ମାଡିଯିବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ମଧ୍ୟ ସୂଚନା ମିଳିଛି। ତାମିଲନାଡୁ ଏବଂ କେରଳରେ…

ଖୁବ୍‌ ଶୀଘ୍ର ବିବାହକୁ ନେଇ ଆନୁଷ୍ଠାନିକ ଘୋଷଣା କରିପାରନ୍ତି କାଟ୍ରିନା ଓ ଭିକି

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟର ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ଗ୍ରାଣ୍ଡ ମ୍ୟାରେଜ ପରେ ଏବେ ସମସ୍ତେ ଚର୍ଚ୍ଚିତ ଲଭ୍‌ ବଡର୍ସ  କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ଉତ୍ସବକୁ ଚାହିଁ ବସିଛନ୍ତି। ବିବାହ ତାରିଖ ଯେତିକି ପାଖେଇ ଆସୁଛି, ଦମ୍ପତିଙ୍କ ବିବାହକୁ ନେଇ ଗୁଜବ ଅଧିକ ପ୍ରଚାର…

ଏପ୍ରିଲ୍ ସୁଦ୍ଧା ଭାରତ ପହଞ୍ଚିବ ସମସ୍ତ ରାଫେଲ୍ ଜେଟ୍

ନୂଆଦିଲ୍ଲୀ: ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନେନ୍ କହିଛନ୍ତି ଯେ ସମସ୍ତ ଚୁକ୍ତିଭିତ୍ତିକ ରାଫେଲ୍ସ ଏପ୍ରିଲ୍ ୨୦୨୨ ସୁଦ୍ଧା ଭାରତରେ ପହଞ୍ଚାଯିବ। ପ୍ରତିରକ୍ଷା କ୍ଷେତ୍ରରେ ଫ୍ରାନ୍ସ ଏବଂ ଭାରତ ଏକ ପ୍ରମୁଖ ଭାଗିଦାରୀ ଗଠନ କରିଛନ୍ତି। "ଏପର୍ଯ୍ୟନ୍ତ ସୁଦ୍ଧା ୩୦ଟି ରାଫେଲ…