Latest Odisha News

BREAKING NEWS

କୋଣାର୍କ ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗ, ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ…

ପୁରୀ : ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣକୁ ନେଇ ତେଜୁଛି ବିବାଦ । ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ମନ୍ଦିର ନିର୍ମାଣ ଜାଗା ସମ୍ପୂର୍ଣ୍ଣ ସରକାରୀ । ପୂର୍ବରୁ ରାଜସ୍ବ ନୀରିକ୍ଷକଙ୍କ ପକ୍ଷରୁ ଜାରି ହୋଇଥିଲା…

ଭାରତ-ଚୀନ୍ ମଧ୍ୟରେ ବୈଠକ ଶେଷ , ଦ୍ୱିପାକ୍ଷିକ ବୁଝାମଣାକୁ ଉଭୟ ପକ୍ଷର ସମ୍ମତି

ଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି । ଦ୍ୱିପାକ୍ଷୀକ ରାଜିନାମାକୁ ସମ୍ମାନ ଜଣାଇବା ସହ ଆଗକୁ ସୀମାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି ।ଅନ୍ୟପଟେ ଖୁବ୍ ଶିଘ୍ର ୧୪ ତମ କମାଣ୍ଡସ୍ତରୀୟ ଆଲୋଚନା…

ହ୍ୱିଲଚେୟାର ଅସୀଳାଚନା ବିଶ୍ୱକପ : ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ଓଡିଶାର ରାଖାଲ

ଭୁବନେଶ୍ୱର: ଇଟାଲୀର ପିସାରେ ହ୍ୱିଲଚେୟାର ଅସୀଚାଳନା ବିଶ୍ୱକପ ଆୟୋଜିତ ହେବ । ଏଥିରେ ଭାରତର ୧୧ଜଣିଆ ଟିମ ଅଂଶଗ୍ରହଣ କରୁଛନ୍ତି । ଏଥିରେ ଓଡିଶାର ରାଖାଲ ସେଟ୍ଟୀ, ଭି ରମେଶ ରାଓ ଓ ମହିଳା ବିଭାଗରେ ପ୍ରଥମ ଥର ପାଇଁ ପୂଜାସ୍ୱିନୀ ନାୟକ ସ୍ଥାନ ପାଇଛନ୍ତି । ରାଖାଲ ଏହି ମେଗା ଇଂଭେଟରେ ଭଲ…

ଯୁକ୍ତ ୩ ପ୍ରଥମ ବର୍ଷ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,୨୩ ରୁ କରିପାରିବେ ଆବେଦନ

ଭୁବନେଶ୍ୱର : ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଶିକ୍ଷାବର୍ଷ ୨୦୨୧-୨୦୨୨ ଯୁକ୍ତ ୩  ପ୍ରଥମ ବର୍ଷ ଦ୍ୱିତୀୟ ପର୍ୟ୍ୟାୟ ନାମ ଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଘରୋଇ ଡିଗ୍ରୀ କେଲେଜର…

ସଡ଼କ ସୁରକ୍ଷା ଉପରେ ଗୁରୁତ୍ବ, ପରିବହନ ବିଭାଗ ଓ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ଭୁବନେଶ୍ବର : ରାଜ୍ୟରେ ସଡ଼କ ସୁରକ୍ଷାକୁ କରାଯିବ ସୁଦୃଢ଼ । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ବେସରକାରୀ ସଙ୍ଗଠନ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ସହ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଚୁକ୍ତିନାମାକୁ ରାଜ୍ୟ ପରିବହନ ପ୍ରାଧିକରଣ ଯୁଗ୍ମ କମିଶନର୍ ସଞ୍ଜୟ ବିଶ୍ବାଳ ଏବଂ ସେଭ୍ ଲାଇଫ୍ ଫାଉଣ୍ଡେସନର…

ସତ୍ୟବାଦୀ ଏସବିଆଇ ଶାଖାରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଏସବିଆଇ ଶାଖାରେ ଅଗ୍ନିକାଣ୍ଡ । ପୁରୀ ଜିଲ୍ଲା ସତ୍ୟବାଦୀ ଏସବିଆଇ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁସାରେ ବ୍ୟାଙ୍କ କ୍ୟାଣ୍ଟିନର ଗ୍ୟାପ ପାଇପ ଲିକ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିଲା । ବ୍ୟାଙ୍କ ରେ ଧୂଆଁମୟ ହେବାରୁ ଗ୍ରାହକ ଓ କର୍ମଚାରୀ ଭୟଭୀତ ହୋଇ ବ୍ୟାଙ୍କ…

ଏକତ୍ର ୯ଜଣଙ୍କୁ ବିବାହ କଲେ ବ୍ରାଜିଲ ଯୁବକ

ନୂଆଦିଲ୍ଲୀ: ବ୍ରାଜିଲର ଏକ ଅଦ୍ଭୁତପୂର୍ଣ୍ଣ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ଯୁବକ ନିଜ ପତ୍ନୀଙ୍କ ସମେତ ୯ଜଣ ମହିଳାଙ୍କୁ ଏକତ୍ର ବିବାହ କରିଛନ୍ତି । ମଡେଲ ଆର୍ଥର ଓ ଓସରୋ ଗୋଟିଏ ବିବାହ ପ୍ରଥାକୁ ବିରୋଧ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ତାଙ୍କ ପତ୍ନୀ ଲୁଆନା ମଧ୍ୟ…

ଡ଼ଙ୍ଗା ଭସାଇବାବେଳେ ପୋଖରୀରେ ବୁଡ଼ି ମା’ ଓ ପୁଅଙ୍କ ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲା କାକଟପୁର ବ୍ଲକ ବେଢ଼ାବନ୍ଦ ଗାଁରେ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡ଼ି ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ରିତା ମିଶ୍ର ଓ ପ୍ରଭୁ ମିଶ୍ର । ସୂଚନା ଅନୁସାରେ, ରିତା ମିଶ୍ର ଓ ତାଙ୍କ ପୁଅ ପ୍ରଭୁ ମିଶ୍ର ସକାଳୁ ଗାଁ ପୋଖରୀରେ ଡ଼ଙ୍ଗା ଭସାଇବାକୁ…

ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ପାଇବେ ଶାନ୍ତନୁ ସମ୍ମାନ

ଭୁବନେଶ୍ୱର : ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ମିଳିବ ଶାନ୍ତନୁ ସମ୍ମାନ ।୨୦୨୧ ଶାନ୍ତନୁ ସମ୍ମାନ ପାଇଁ ତାଙ୍କୁ ଚୟନ କରାଯାଇଛି । ଆସନ୍ତା୨୨ ରେ ବିଶିଷ୍ଠ ସଙ୍ଗୀତଜ୍ଞ ତଥା ସଙ୍ଗୀତ ନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ରବୀନ୍ଦ୍ର ମଣ୍ଡପରେ ଏହି…

ନ୍ୟାୟ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଆଗରେ ଶୋଇପଡ଼ିଲେ ଅସହାୟ ମହିଳା

ସୁନ୍ଦରଗଡ଼: ମହିଳା କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳିଲାନାହିଁ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଇ ପଡ଼ିଲେ ମହିଳା । ଚାକିରି ଫେରାଇ ଦେବାକୁ ଦାବି କରି…