ରୁଷିଆର ଏକ ସ୍କୁଲରେ ଗୁଳିକାଣ୍ଡ: ୧୩ ମୃତ, ପୋଲିସ ଗୁଳିରେ ଟଳିଲେ ୨ ଆତଙ୍କୀ
କାଜାନ: ରୁଷର କାଜାନ ସହରର ଏକ ସ୍କୁଲରେ କେତେକ ଆତତାୟୀ ପ୍ରବେଶ କରି ଗୁଳି ଚାଳନା କରିବା ଫଳରେ ୧୩ ଜଣ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୮ଜଣ ଛାତ୍ର ଓ ଜଣେ ଶିକ୍ଷକ ମଧ୍ୟ ଅଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଆତତାୟୀ ଗୁଳି ଚାଳନା କରିବା ବେଳେ ଭୟରେ ୨ଜଣ ଛାତ୍ର ତୃତୀୟ…