ଧାରାବାହିକ ଉପନ୍ୟାସ : ଦେବୀ (୩୨)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୨
ଏବେ ବୁଝିପାରିଲା ଦେବୀ, ସମୁଦ୍ରର ସହସ୍ର ହାତର ଆଲିଙ୍ଗନକୁ କେମିତି ଭୋଗୁଥିବ ନଈ। କେମିତି ତୃପ୍ତ ହେଉଥିବ କଇଁ, ଚନ୍ଦ୍ରମାର କଅଁଳ ସ୍ପର୍ଶରେ। କେମିତି ଛୁଉଁଥିବ ପତ୍ରକୁ ପବନ। ସକାଳର ଆଭାସ ପାଇ କଣ୍ଠ ସଫାକଲେଣି ଚଢେଇ…