Latest Odisha News

BREAKING NEWS

ସାହିତ୍ୟ ସାଧନା ସବୁବେଳେ ଦୈବୀ ଆଶୀର୍ବାଦ ସଦୃଶ : ଦେବଯାନୀ ଦାସ

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ଦେବଯାନୀ ଦାସ। ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର । ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀ ତଥା ପ୍ରକୃତି ସୌନ୍ଦର୍ଯ୍ୟର ବିଭବକୁ…

ମମିତା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍‌ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। ପୋଲିସ୍‌ ଏମାନଙ୍କୁ ପଚରାଉଚରା କରିବା ସହ ସମସ୍ତଙ୍କ ବୟାନ ରେକର୍ଡ କରିଛି। ତେବେ କିଏ ଏହି ଦୁଇ…

ବଣ୍ଡାଘାଟିରେ ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ

ମାଲକାନଗିରି: ବଣ୍ଡାଘାଟିରେ ୬୫ହଜାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ବଡ଼ଡ଼ୁରାଲ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ବଜାର ମୂଲ୍ୟ ୪୦କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ତହସିଲଦାର ରାମ କୃଷ୍ଣ ନାୟକଙ୍କ…

ଏନସିଏ ମୂଖ୍ୟ ହେବେ ଲକ୍ଷ୍ମଣ !

ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡଙ୍କୁ ଭାରତୀୟ କ୍ରିକେଟ ଟିମର କୋଚ କରାଯିବା ପରେ ଏନସିଏ ଅଧ୍ୟକ୍ଷ ପଦ ଏବେ ଖାଲି ପଡିଛି । ରିପୋର୍ଟ ମୁତାବକ ଭିଭିଏସ ଲକ୍ଷ୍ମଣଙ୍କୁ ଏନସିଏ ମୁଖ୍ୟ ଦାୟିତ୍ୱ ପ୍ରଦାନ କରିବା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ସମାପ୍ତ ହୋଇଯାଇଛି । ଭାରତ ଏର ଦକ୍ଷିଣ ଆଫ୍ରିକା…

ପଞ୍ଜାବରେ ନିର୍ବାଚନ ଲଢିବେ ସୋନୁଙ୍କ ଭଉଣୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବେ ​​ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା। ସୋନୁ ସୁଦ ଆଜି ଘୋଷଣା କରିଛନ୍ତି ଯେ ତାଙ୍କ ଭଉଣୀ ମାଲବିକା ସୁଦ ପଞ୍ଜାବ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ତଥାପି ସେ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ…

ଅମରାବତୀରେ ୪ ଦିନିଆ କର୍ଫ୍ୟୁ ଲାଗୁ; ଇଣ୍ଟରନେଟ ସେବା ବନ୍ଦ

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ସହରରେ ୪ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି ଯେଉଁଥିରେ ଏହି ସପ୍ତାହ ଆରମ୍ଭରେ ନୂତନ ହିଂସା ଦେଖିବାକୁ ମିଳିଥିଲା ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି। ଏଥିସହ ଗୁଜବ ପ୍ରଚାର ନହେବା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ…

ପୁଣି ଅଡୁଆରେ ଫସିଲେ ଶିଳ୍ପା ଓ ରାଜ୍‌; ଉଭୟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ପତି ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ପୁଣି ବଢିବାରେ ଲାଗିଛି। ତାଙ୍କ ବିରୋଧରେ ୧.୫୧ କୋଟି ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରଙ୍କ ବିରୋଧରେ…

ହାତୀ ଦାନ୍ତ ଜବତ, ଜଣେ ଅଟକ

ବରଗଡ଼: ହାତୀ ଦାନ୍ତ ଚୋରାଚାଲାଣ ସମୟରେ ଧରିଲା ଏସଟିଏଫ୍ ଟିମ୍। ଗୋଟିଏ ହାତୀ ଦାନ୍ତ ସହିତ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଛି। ସୂଚନା ଅନୁସାରେ, ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ନେଇ ଆସୁଥିବା ଖବର ମିଳିଥିଲା। ପରେ ଏସଟିଏଫ୍…

ଏଠାରେ ପଥର ବି ମନକୁ ମନ ଘୁଂଚେ !

ୱାଶିଂଟନ: ଆପଣ ମନେ ମନେ ଚିନ୍ତା କରନ୍ତୁ, ଗୋଟିଏ ଶୂନଶାନ ଓ ଜନବସତି ଶୂନ୍ୟ ଅଂଚଳରେ ଭ୍ରମଣ କରୁଛ, ହଠାତ ଗୋଟିଏ ପଥର ମନକୁ ମନ ଘୁଂଚିବାରେ ଲାଗିବ ! ନିଶ୍ଚିତ ଭାବେ ମନରେ ଭୟ ସଂଚାର ହେବ, ଆଜ୍ଞା ହଁ କାଲିଫୋର୍ଣ୍ଣିଆର ଡେଥ ଭ୍ୟାଲୀ ନ୍ୟାଶନାଲ ପାର୍କରେ ଥିବା ଏକ ଶୁଖିଲା ହ୍ରଦରେ ଏ ଭଳି ଘଟଣା…

ଆଦିବାସୀ ପରମ୍ପରାରେ ମୋଦୀଙ୍କୁ କରାଯିବ ସ୍ୱାଗତ

ନୂଆଦିଲ୍ଲୀ: ଆଦିବାସୀ ଗୌରବ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ରେ ମଧ୍ୟପ୍ରଦେଶରେ ପହଞ୍ଚିବେ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆଜିଠାରୁ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ସ୍ଥାନ ଜାମ୍ବୋରୀ ବ୍ୟତୀତ ଆଜି ଭୋପାଳ ଏବଂ କମଲାପାଟୀ ଷ୍ଟେସନରେ…