ସିଙ୍ଗଲ ଡୋଜ ବ୍ୟବହାର ଅନୁମତି ଦେଇ ଭ୍ୟାକ୍ସିନ ଦୌଡରେ ଆଗରେ ରହିଲା ରୁଷିଆ
ମସ୍କୋ: କରୋନା ମହାମାରୀ ମୁକାବିଲା ପାଇଁ ପ୍ରାୟ ସମସ୍ତ ଦେଶ ଭ୍ୟାକ୍ସିନ ଉପରେ ଜୋର ଦେବା ଆରମ୍ଭ କରିଛନ୍ତି । ଏହି ଦୌଡରେ ପୁନର୍ବାର ଆଗରେ ରହିଛି ରୁଷିଆ । ପ୍ରାପ୍ତ ଖବର ଅନୁସାରେ ରୁଷିଆ ଭ୍ୟାକ୍ସିନର ସିଙ୍ଗଲ ଡୋଜ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ରୁଷ ସ୍ୱାସ୍ଥ୍ୟାଧିକାରୀ ଏ ନେଇ…