Latest Odisha News

BREAKING NEWS

ଗାଁରେ ସାପକୁ ସୁରକ୍ଷା..

ଖୋର୍ଦ୍ଧା: ସାପ ଦେଖିଲେ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥାଏ। ବିଶେଷ କରି ଅଜଗର ସାପ। କିନ୍ତୁ ଲୋକମାନେ ଏହି ଅଜଗର ସାପକୁ ନମାରି ବର୍ତ୍ତମାନ ସୁରକ୍ଷା ଦେଇଛନ୍ତି। ସେଥିରେ ଚନ୍ଦକା ବନ ଵିଭାଗ ମଧ୍ୟ ସହାୟତା କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ନିକଟସ୍ଥ ଚନ୍ଦକା…

କରୋନାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଯୁବକକୁ ସାହାଯ୍ୟର ହାତ ବଢାଇଲେ ସଲ୍‌ମାନ

ମୁମ୍ବାଇ: ଦେଶରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ଅନେକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ତେବେ ଖବର ଅନୁଯାୟୀ ଅଭିନେତା ସଲମାନ ଖାନ କରୋନାରେ ନିଜ ପପରିବାରକୁ ହରାଇଥିବା ଜଣେ ୧୮ ବର୍ଷୀୟ ବାଳକକୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ସଲ୍‌ମାନ କର୍ଣ୍ଣାଟକର ଜଣେ ୧୮ ବର୍ଷର…

ରାଜଧାନୀରେ ଧରାପଡିଲେ ଲୁଟେରା ଗ୍ୟାଙ୍ଗ !

ଭୁବନେଶ୍ୱର: କମିଶନରେଟ୍ ପୋଲିସ ହାତରେ ଧରାପଡିଲେ ଲୁଟ୍ ଓ ଡକାୟତି ମାମଲାରେ ଜଡିତ ବହୁମୁଖୀ ପ୍ରତିଭାଧାରୀ ଲୁଟେରା । ଚଳିତବର୍ଷ ଜାନୁଆରୀ ମାସଠାରୁ ଗିରଫ ୫ ଅଭିଯୁକ୍ତ ରାଜଧାନୀ ଭୁବନେଶ୍ୱର ଓ କଟକରେ ଚଳାଇଥିଲେ ଲୁଟ୍‌ତରାଜ । ଗିରଫ ହେବା ପରେ ସେମାନଙ୍କ ବିରୋଧରେ ୨୫ରୁ ଅଧିକ ଅପରାଧିକ ମାମଲା…

ରାଜ୍ୟର ୨୩ ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା; ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବୁଧବାର ଦିନ ରାଜ୍ୟର ଅତି କମରେ ୨୩ ଟି ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ୩୦ରୁ ୪୦ କିଲୋମିଟର ବେଗରେ ବେଗରେ ପବନ ବହିବା ସହିତ ଅଧିକାଂଶ ଉପକୂଳ ଏବଂ ଦକ୍ଷିଣ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି…

କରୋନା ମୁକାବିଲା; ଭାରତକୁ ୫୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବ ଷ୍ଟାର ଇଣ୍ଡିଆ

ନୂଆଦିଲ୍ଲୀ: କରୋନା ମୁକାବିଲା ନିମନ୍ତେ ଭାରତକୁ ସହାୟତାର ହାତ ବଢାଇଛି ଷ୍ଟାର ଇଣ୍ଡିଆ। ୫୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ପ୍ରତିଶୃତି ଦେଇଛି ଷ୍ଟାର ଇଣ୍ଡିଆ। ଏ‌ ନେଇ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ଘୋଷଣା କରିଛି ଷ୍ଟାର ଇଣ୍ଡିଆ। ଭାରତକୁ ସମର୍ଥନ ଜଣାଇ ୱାଲ୍ଟ ଡିଜ୍ନି…

[ଭିଡିଓ] ମାନିଲେନି କରୋନା କଟକଣା, ଶୋଭାଯାତ୍ରା ପାଇଁ ୨୩ ଗିରଫ !

ଅହମଦାବାଦ: କରୋନାର ଦ୍ୱିତୀୟ ଲହରିକୁ ହେୟଜ୍ଞାନ । କରୋନା କଟକଣା ଭାଙ୍ଗି ଶତାଧିକ ଲୋକଙ୍କର ବିଶାଳ ଧାର୍ମିକ ଶୋଭାଯାତ୍ରା । ଗତକାଲି ଅହମଦାବାଦର ନବପୁରା ଗାଁରେ ଶତାଧିକ ମହିଳା ଶ୍ରଦ୍ଧାଳୁଙ୍କ ଶୋଭାଯାତ୍ରାର ଭିଡିଓଟି ଭାଇରାଲ୍ ହୋଇଥିଲା । ଯାହା ପରେ ଆକ୍ସନ ମୋଡକୁ ଆସିଥିଲା ସ୍ଥାନୀୟ ପୋଲିସ…

ଖୁବ୍‌ ଶୀଘ୍ର ଆସୁଛି କେବିସି ସିଜିନ ୧୩; ମେ ୧୦ରୁ ପଞ୍ଜୀକରଣ ଆରମ୍ଭ

ମୁମ୍ବାଇ: ଯେଉଁ ସମୟରେ ଦେଶ କରୋନାଭାଇରସ୍ ଦ୍ବିତୀୟ ତରଙ୍ଗ ଦେଇ ଗତି କରୁଛି, ସେହି ସମୟରେ ବିଗ୍‌ ବିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ରହିଛି। ଏକ ନୂଆ ସିଜିନ ସହ କୌନ ବନେଗା କରୋଡ୍‌ପତି ମଞ୍ଚକୁ ଫେରୁଛନ୍ତି ଅମିତାଭ ବଚ୍ଚନ। ଏ ନେଇ ଅମିତାଭ ନିଜେ ଘୋଷଣା କରିଛନ୍ତି। ଅମିତାଭ…

କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କୁ ଧରି କାନ୍ଦି ପକାଇଲେ ବୃଦ୍ଧା

କୋଲକାତା: କରୋନାରୁ ସୁସ୍ଥ ହେବା ପରେ ଜଣେ ବୃଦ୍ଧ ମହିଳା ଡାକ୍ତରଙ୍କୁ ଆଲିଙ୍ଗନ କରିବାର ଏକ ସମ୍ପୂର୍ଣ୍ଣ ହୃଦୟସ୍ପର୍ଶୀ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଚିତ୍ରଟି କୋଲକାତାର ମେଡିକାଲ କଲେଜର। କାରଣ ଏହି ପୋଷ୍ଟକୁ ଫେସବୁକ ବ୍ୟବହାରକାରୀ ତନ୍ମୟ ଦେ ସେୟାର କରିଛନ୍ତି।…

ୟୁକେ G7 ସମ୍ମିଳନୀରେ ୨ ଭାରତୀୟ ପ୍ରତିନିଧୀ କୋଭିଡ୍‌ ପଜିଟିଭ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ନେତୃତ୍ୱରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ୨ ଭାରତୀୟ ପ୍ରତିନିଧୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଟ୍ୱିଟରରେ ଏହି ଖବରକୁ ନିଶ୍ଚିତ କରି EAM କହିଛନ୍ତି ଯେ ସେ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଏହି ସମ୍ମିଳନୀରେ…

ବ୍ୟବସାୟୀଙ୍କ ବିରୋଧ

ବଲାଙ୍ଗିର:ରାଜ୍ୟବ୍ୟାପୀ କରୋନା ସଂକ୍ରମଣ ଯୋଗୁ ଲକ୍ ଡାଉନ୍ । ଏହି ସମୟରେ ବଲାଙ୍ଗିରରେ ଥିବା ଡେଲି ମାର୍କେଟରେ ପରିବା ବିକାଳୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବଲାଙ୍ଗିର ପୌର ପ୍ରଶାସନ ଦ୍ବାରା ଡେଲି ମାର୍କେଟରେ ଲଗାଯାଇଥିବା ବେରିକେଡ୍ କୁ ବିରୋଧ କରି ପନିପରିବା ବିକାଳୀ ମାନେ…