Latest Odisha News

BREAKING NEWS

ଫିଲ୍ମ ସୂର୍ଯ୍ୟବଂଶୀରେ ଅଭିନୟ କରିଛନ୍ତି କି ମହେନ୍ଦ୍ର ସିଂ ଧୋନୀ ?

ମୁମ୍ବାଇ: ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ଫିଲ୍ମ ସୂର୍ଯ୍ୟବଂଶୀ । ଏଥିରେ ଖିଲାଡୀ ଷ୍ଟାର ଅକ୍ଷୟଙ୍କ ସହ ମିଷ୍ଟର କୁଲ୍ ଧୋନୀ ଏକାଠି ଅନସ୍କ୍ରିନରେ ନଜର ଆସିବେ ! ଏ କଥା ଚିନ୍ତା କଲେ ନିଶ୍ଚିତ ଭାବେ ମନରେ ଶିହରଣ ଖେଳିଯାଏ । ଫିଲ୍ମରେ ଅଭିନୟ କରିଥିବା ବଲିଉଡର ବ୍ୟାଡମ୍ୟାନ୍ ଗୁଲଶନ…

ବଦଳିଲେ ଝାରପଡା ଜେଲ୍ ଅଧୀକ୍ଷକ

ଭୁବନେଶ୍ବର : ବଦଳିଲେ ଝାରପଡ଼ା ଜେଲ୍ ଅଧୀକ୍ଷକ । ଝାରପଡ଼ାର ଜେଲର ଅଧୀକ୍ଷକ ତିବା ସରୋଜ ବିଶ୍ବାଳଙ୍କୁ ଜେଲ୍ ଡିଜି ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଚୌଦ୍ବାର ଜେଲ୍ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କୁ ଝାରପଡ଼ା ଜେଲ୍ ଦାୟିତ୍ବ ଦିଆଯାଇଛି । ସରୋଜଙ୍କ ବିରୋଧରେ ଥିଲା…

ହୁ ହୁ ହୋଇ ବଢୁଛି ଦରଦାମ୍, ବଲାଙ୍ଗିରରେ ବଢ଼ିଲା ଅସନ୍ତୋଷ

ବଲାଙ୍ଗିର : ହୁ ହୁ ହୋଇ ବଢ଼ିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ । ପ୍ରତିଦିନ ତେଲ ଦର ବଢୁଥିବା ବେଳେ, ପନିପରିବା ଦର ଆକାଶଛୁଆଁ । ବଲାଙ୍ଗୀର ଜିଲ୍ଲାରେ ପଡ଼ିଛି ଅହେତୁକ ତୈଳଦର ବୃଦ୍ଧିର ପ୍ରଭାବ । ଦରବୃଦ୍ଧି ଯୋଗୁ ବଜାର ଉପରେ ପଡିଛି ଏହାର ପ୍ରଭାବ । ବଲାଙ୍ଗୀର ଜିଲ୍ଲାରେ ପେଟ୍ରୋଲ…

୩ ଦଫା ଦାବି ନେଇ ଓୟୁଏଟି ଭେଟେରେନାରୀ ବିଭାଗ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ବର : ୩ ଦଫା ଦାବି ନେଇ ଓୟୁଏଟି ଭେଟେରେନାରୀ ବିଭାଗ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ପରୀକ୍ଷା ଶେଷ ହୋଇଥିଲେ ବି ରେଜଲ୍ଟ ପ୍ରକାଶ ପାଇନାହିଁ । ତେଣୁ…

ନୂତନ ବେତନ ସଂଶୋଧନକୁ ବିରୋଧ, ରାଉରକେଲା ଇସ୍ପାତ କାରଖାନା ଆଗରେ ଜୁନିଅର ଅଫିସରଙ୍କ ପ୍ରତିବାଦ

ରାଉରକେଲା : ନୂତନ ବେତନ ସଂଶୋଧନକୁ ବିରୋଧ । ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା ଜୁନିଅର ଅଫିସର କରିଛନ୍ତି ପ୍ରତିବାଦ । ରାଉରକେଲା ଇସ୍ପାତ କାରଖାନା ଅଫିସର ସଂଘ ନେତୃତ୍ବରେ ଜୁନିଅର ଅଫିସରମାନେ ଇସ୍ପାତ କାରଖାନା ଫାଟକ ସମ୍ମୁଖ ବିଶ୍ରା ଛକରେ ଏକାଠି ହୋଇ ଅସନ୍ତୋଷ ପ୍ରକାଶ…

ଭାରତୀୟ କରୋନା ଟିକା କୋଭାକ୍ସିନକୁ WHOର ସ୍ବୀକୃତି

ନୂଆଦିଲ୍ଲୀ : ସବୁ ପ୍ରତୀକ୍ଷାର ହୋଇଛି ଅନ୍ତ । ଶେଷରେ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ମିଳିଛି ସ୍ବୀକୃତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏହାସହ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ବିଦେଶ ଯାତ୍ରା ଉପରେ କିଛି…

ଭୁବନେଶ୍ବର କଳିଙ୍ଗନଗର ଡବଲ ମର୍ଡର ଘଟଣା, ସେୟାର ମାର୍କେଟରେ କ୍ଷତି ଯୋଗୁଁ ସ୍ତ୍ରୀ ଓ ପୁଅକୁ ହତ୍ୟା

ଭୁବନେଶ୍ବର : ଭୁବନେଶ୍ବର କଳିଙ୍ଗନଗର ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଦେବାଳିଆ କାରଣରୁ ପ୍ରଥମେ ସ୍ତ୍ରୀ ଓ ପରେ ପୁଅକୁ ହତ୍ୟା କରିଛି ଅଭିଯୁକ୍ତ ଅବନ୍ତି ମଙ୍ଗରାଜ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ହତ୍ୟା କରିବା ପାଇଁ ଅଭିଯୁକ୍ତ…

ବାଲୁକା କଳାରେ ଦୀପାବଳି ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକା କଳାରେ ଦୀପାବଳି ଶୁଭେଚ୍ଛା । ପବିତ୍ର ଦୀପାବଳି ଅବସରରେ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଚଳିତ ବର୍ଷ କରୋନା କଟକଣା କାରଣରୁ ଦୀପଜାଳି ପରିବାର ସହିତ ଉତ୍ସବ ମନାଇବାକୁ ପଡୁଛି। ଏନେଇ…

ଭୁବନେଶ୍ବରରୁ ଅପହୃତ ନାବାଳିକା ଗଞ୍ଜାମ ରମ୍ଭାରୁ ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଫେରାର

ଭୁବନେଶ୍ବର : ଭୁବନେଶ୍ବରରୁ ନିଖୋଜ ନାବାଳିକା ଗଞ୍ଜାମ ଜିଲ୍ଲା ରମ୍ଭାରୁ ଉଦ୍ଧାର । ନାବାଳିକାକୁ ଏକ ଘର ଭିତରୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ, ଅନ୍ୟ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗତ ୨୭ ତାରିଖରେ ୟୁନିଟ୍-୬…

ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର, ଯୁବକ ନିଖୋଜ

ଯାଜପୁର : ମାଛ ଧରିବା ବେଳେ ଅଘଟଣ । ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବରୀ ବ୍ଲକ ଉଦୟନାଥପୁର ପଞ୍ଚାୟତରେ ଘଟିଛି। ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳ ରେ ପହଁଚି ଖୋଜାଖୋଜି ଜାରି ରଖିଛନ୍ତି। ନିଖୋଜ ଯୁବକ ହେଉଛନ୍ତି କହରାଗଣ୍ଡ ଗାଁ ର ମୁରଲୀଧର…