Latest Odisha News

BREAKING NEWS

ପରଲୋକରେ ଯାତ୍ରା ଜଗତର ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ

ଭୁବନେଶ୍ୱର: ସତେ ଯେମିତି କଳାକାରଙ୍କ ଉପରେ କରୋନା ଦାଉ ସାଧିଛି । କେତେବେଳେ ବଲିଉଡ ତ ପୁଣି କେତେବେଳେ ଓଲିଉଡରୁ ଶୁଭିଥିଲା ଦେହାନ୍ତ ଭଳି ଦୁଃଖଦ ଖବର । ହେଲେ ଏବେ ଜଲିଉଡରୁ ଆସିଛି ଆଉ ଏକ କୋହଭରା ସମ୍ବାଦ । ପରଲୋକରେ ଓଡିଆ ଯାତ୍ରା ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ଜଗବନ୍ଧୁ ଓରଫ ଜଗା…

ତାଞ୍ଜାନିଆରେ ମହୁମାଛି ଆକ୍ରମଣରେ ଓଡିଆ ଇଞ୍ଜିନିୟରଙ୍କ ମୃତ୍ୟୁ

ଭୁବନେଶ୍ୱର: ପୂର୍ବ ଆଫ୍ରିକାର ତାଞ୍ଜାନିଆରେ ମହୁମାଛି ଆକ୍ରମଣରେ ଜଣେ ଓଡିଆ ଇଞ୍ଜିନିୟର ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ବ୍ରହ୍ମପୁର ସହରର ଅଙ୍କୁଲି ଅଞ୍ଚଳର ଇନ୍ଦିରା ନାଗର ନିବାସୀ ଦିଲୀପ କୁମାର ପାତ୍ର ତାଞ୍ଜାନିଆର ଆଞ୍ଜେଲିକ୍ ଇଣ୍ଟରନ୍ୟାସନାଲ ଲିମିଟେଡରେ…

ଟିକାକରଣ ପାଇଁ ସିଏମ୍‌ ରିଲିଫ ଫଣ୍ଡ୍‌କୁ ୧ କୋଟି ଟଙ୍କା ପ୍ରଦାନ କରିଛି ଏମ୍‌ଜିଏମ୍ ମିନେରାଲ୍ସ ଲିମିଟେଡ୍‌

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ସହାୟତାର ହାତ ବଢାଇଛି ଏମଜିଏମ୍ ମିନେରାଲ୍ସ ଲିମିଟେଡ୍। ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏମଜିଏମ୍ ମିନେରାଲ୍ସ ଲିମିଟେଡ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ…

ଆସନ୍ତା ୧ ମାସ ମଧ୍ୟରେ ରାଜଧାନୀରେ ୪୪ ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ହେବ; ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତା ଏକ ମାସ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୪୪ ଟି ଅମ୍ଳଜାନ କାରଖାନା ସ୍ଥାପନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି। ଅମ୍ଳଜାନର ତୀବ୍ର ଅଭାବ ସହ ଦିଲ୍ଲୀ ମୁକାବିଲା କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି।…

ଏଣିକି ଅନଲାଇନରେ ହେବ ଅଭିଭାବକ ବୈଠକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ସୁବିଧା ଲାଗି ବିଭାଗ ପକ୍ଷରୁ କିଛିଟା ପରିବର୍ତ୍ତନ କରାଯାଇଛି । ଗତ ୨ବର୍ଷ ହେବ ରାଜ୍ୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢ଼ା…

ଘୁଞ୍ଚିଲା ‘ସତ୍ୟମେବ ଜୟତେ ୨’ର ରିଲିଜ୍ ଡେଟ୍‌

ମୁମ୍ବାଇ: ମଙ୍ଗଳବାର ଦିନ ନିକିଲ ଆଡଭାନୀଙ୍କ ଇମାମି ଏଣ୍ଟରଟେନମେଣ୍ଟ ଘୋଷଣା କରିଛି ଯେ ଜନ୍ ଆବ୍ରାହମ ଏବଂ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଆଗାମୀ ଆକ୍ସନ୍ ଫିଲ୍ମ 'ସତ୍ୟମେବ ଜୟତେ ୨'ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। ଫିଲ୍ମର ଟିମ୍ ସୋସିଆଲ୍ ମିଡିଆରେ ଏହି ଘୋଷଣା କରିବା ସହ…

କରୋନାରେ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ

ଚେନ୍ନାଇ: ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ କରୋନା ଯୋଗୁ ତାମିଲ ଚଳଚ୍ଚିତ୍ର ନିର୍ମାତା ଥାମିରାଙ୍କ ସୋମବାର ଦେହାନ୍ତ ହୋଇଛି। ଥାମିରା ବାଲାଚାନ୍ଦ ଏବଂ ଭାରତୀରାଜଙ୍କ ପରି କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ମାତାମାନଙ୍କ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ନିର୍ଦ୍ଦେଶକ ଭାବରେ ତାଙ୍କର…

ବାହା ହେଲେ କମେଡି କୁଇନ୍‌ ସୁଗନ୍ଧା ମିଶ୍ରା

ନୂଆଦିଲ୍ଲୀ: ସୋମବାର କମେଡି କୁଇନ୍‌ ସୁଗନ୍ଧା ମିଶ୍ରା ଏବଂ ସଙ୍କେତ ଭୋସଲେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜଲନ୍ଧରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ନବବିବାହିତା ଦମ୍ପତିଙ୍କ ପ୍ରଥମ ଫଟୋ ମଧ୍ୟ ସାମ୍‌ନାକୁ ଆସିସାରିଛି। ଇନଷ୍ଟାଗ୍ରାମ ପୋଷ୍ଟ ହୋଇଥିବା ସୁଗନ୍ଧା ଏବଂ ସଙ୍କେତଙ୍କ…

ଯଦି ସାମାଜିକ ଦୂରତା ବଜାୟ ନ ରଖାଯାଏ, ତେବେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ…

ନୂଆଦିଲ୍ଲୀ: ଜଣେ କରୋନା ରୋଗୀ ୩୦ ଦିନ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରନ୍ତି, ଯଦି କୌଣସି ସାମାଜିକ ଦୂରତା ଭଳି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଏଭଳି ପରିସ୍ଥିତି ଉପୁଜିପାରେ ବୋଲି ସରକାର ସୋମବାର କହିଛନ୍ତି। ସରକାର ଏହା ମଧ୍ୟ ଦୋହରାଇଛନ୍ତି ଯେ ସାମାଜିକ ଦୂରତା ଏବଂ ମାସ୍କର…

ମାନସିକତା ପୂରଣ ପାଇଁ ବ୍ରହ୍ମା ବାବା ମନ୍ଦିରରେ ଘଂଟା ଦାନ କରିଥାନ୍ତି ଭକ୍ତ

କାନୁପର: ଉତରପ୍ରଦେଶର ବ୍ରହ୍ମ ବାବା ମନ୍ଦିରରେ ଭକ୍ତଙ୍କ ମାନସିକତା ପୂରଣ ପାଇଁ ନିଆରା ଦାନ ଗ୍ରହଣ କରାଯାଇଥାଏ । ସବୁଠାରୁ ବଡ କଥା ହିନ୍ଦ, ମୁସଲମାନ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ମଧ୍ୟ ଏଠାରେ ମାନସିକତା ରଖିପାରିବେ । ମାନସିକତା ପୂରଣ ହେଲେ ବିଭିନ୍ନ ପ୍ରକାରର ଘଂଟା ମନ୍ଦିରକୁ ଦାନ…