Latest Odisha News

BREAKING NEWS

କରୋନାରେ ଶାସ୍ତ୍ରୀୟ ଗାୟକ ପଣ୍ଡିତ ରାଜନ ମିଶ୍ରାଙ୍କ ପରଲୋକ

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀରେ କରୋନା ସଂକ୍ରମିତ ହୋଇ ଶାସ୍ତ୍ରୀୟ ଗାୟକ ରାଜନ ମିଶ୍ରାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀର ସେଣ୍ଟ ଷ୍ଟିଫେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ରବିବାର ଦିନ ହୃଦଘାତରେ ପରଲୋକ…

ମୁମ୍ବାଇର ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଉଛନ୍ତି ସଲମାନ; ଭିଡିଓ ଭାଇରାଲ

ମୁମ୍ବାଇ: ଦେଶରେ କରୋନା କାୟା ମେଲାଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରେକର୍ଡ ହେଉଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ମହା ସରକାର ଦୁଇ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ମେଡିକାଲ ଏବଂ ପୋଲିସ୍ କର୍ମଚାରୀ, ବିଏମସି…

ଭାରତରେ କୋଭିଡ୍ ସ୍ଥିତିକୁ ନେଇ ଗଭୀର ମର୍ମାହତ ମାଇକ୍ରୋସଫ୍ଟ ସିଇଓ, ବଢ଼ାଇଲେ ସହାୟତାର ହାତ

ନୂଆଦିଲ୍ଲୀ: ଭାରତରେ କରୋନାର ସେକେଣ୍ଡ ଓ୍ୱେଭ୍ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ଟପିଥିବା ବେଳେ ଅକ୍ସିଜେନ୍ ସଂକଟକୁ ନେଇ ହାହାକାର ପରିସ୍ଥିତି । ଭାରତର ଏଭଳି ସ୍ଥିତି ମାଇକ୍ରୋସଫ୍ଟ ସିଇଓ ତଥା ଭାରତରେ ଜନ୍ମିତ ସତ୍ୟ ନାଦେଲାଙ୍କୁ ମର୍ମାହତ କରିଛି…

ଭାରତରୁ ନେଦରଲ୍ୟାଣ୍ଡ୍‌କୁ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡ କହିଛି ଯେ ଭାରତରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ସୋମବାର ଠାରୁ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନକୁ ଆସନ୍ତା ମେ ୧ ତାରିଖ ଯାଏ ସ୍ଥଗିତ ରଖିଛି। ସ୍ପୁଟ୍ନିକ୍ ଡଚ୍ ବିମାନ ଚଳାଚଳ ମନ୍ତ୍ରଣାଳୟର ବିବୃତ୍ତିରେ କହିଛନ୍ତି ଯେ, ଏପ୍ରିଲ୍ ୨୬…

କରୋନା ରେଡ୍ ଜୋନରେ ଅଧା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବିସ୍ତାର କରୁଛି । ଏବେ ଦୈନିକ ସଂକ୍ରମଣ ୬ ହଜାର ଉପରେ ରହୁଛି । ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ଥିତି ଗମ୍ଭୀର । କରୋନା ରେଡ୍ ଜୋନରେ ଏବେ ଅଧା ଓଡ଼ିଶା । ସଂକ୍ରମଣ ବଢୁଥିବା ବେଳେ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି ।…

ଅଭିନେତ୍ରୀ ପୂଜା ହେଗ୍‌ଡେ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଅଭିନେତ୍ରୀ ପୂଜା ହେଗଡେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଏବେ ସଙ୍ଗରୋଧରେ ରହିଛନ୍ତି। ସେ କହିଛନ୍ତି କି, “ସମସ୍ତଙ୍କୁ ନମସ୍କାର। ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ ପ୍ରୋଟୋକଲଗୁଡିକ ଅନୁସରଣ କରି ମୁଁ ନିଜକୁ ପୃଥକ୍‌ ରଖିଛି। ମୁଁ ସମସ୍ତଙ୍କୁ…

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ରେଳ ଲାଇନ ଉଡ଼ାଇଲେ ମାଓବାଦୀ

ରାଉରକେଲା: ମାତିଲେ ମାଓବାଦୀ । ରାତି ଅଧରେ ବିସ୍ଫୋରଣ କରି ରେଳ ଲାଇନ୍ ଉଡ଼ାଇ ଦେଇଛନ୍ତି ଲାଲବାହିନୀ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ ଓ ଚକ୍ରଧରପୁର ମଝିରେ ଲୋଟା ପାହାଡ଼ ନିକଟରେ ଏହି ଘଟଣା ଘଟାଇଛନ୍ତି ମାଓବାଦୀ । ଗତକାଲି ରାତି ପ୍ରାୟ ୨-୩ଟା ଭିତରେ ବିସ୍ଫୋରଣ କରି ରେଳ ଲାଇନ୍…

ଭାରତକୁ ଅକ୍ସିଜେନ ପଠାଇବ ଜର୍ମାନୀ

ନୂଆଦିଲ୍ଲୀ: ଏହାର କୋଭିଡ୍‌-୧୯ ସଙ୍କଟର ମୁକାବିଲା ପାଇଁ ଜର୍ମାନୀ ଆଗାମୀ ଦିନରେ ଭାରତକୁ ଅମ୍ଳଜାନ ଏବଂ ଚିକିତ୍ସା ସହାୟତା ପଠାଇବ ବୋଲି ବୈଦେଶିକ ମନ୍ତ୍ରୀ ହେକୋ ମା ସୋମବାର କହିଛନ୍ତି। ଭାରତ କରୋନାଭାଇରସ୍ ସଂକ୍ରମଣରେ ଶୀର୍ଷରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୪୯,୬୯୧ ସଂଖ୍ୟା…

ବେକାବୁ କରୋନା: ଦେଶରୁ ଦିନକରେ ୨୮୧୨ ମୃତ, ୩ଲକ୍ଷ ୫୨ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ମାଡ଼ି ମାଡ଼ି ଚାଲିଛି । ପ୍ରତିଦିନ ମହାରୂପ ଦେଖାଉଛି ମହାମାରୀ । ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି । ଦିନକରେ ସାଢ଼େ ୩ ଲକ୍ଷ ପାର କରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୫୨ହଜାର ୯୯୧ ନୂଆ ଆକ୍ରାନ୍ତ ।…

ରଥଯାତ୍ରା ପ୍ରସ୍ତୁତି: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଚାଲିଛି । ନୟାଗଡ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୭ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ । ପୂର୍ବବର୍ଷର ୬୯ ଖଣ୍ଡ…