Latest Odisha News

BREAKING NEWS

ପରଲୋକରେ ଅଭିନେତା ତଥା ନିର୍ଦ୍ଦେଶକ ଲଲିତ ବେହଲ

ନୂଆଦିଲ୍ଲୀ: ଶୁକ୍ରବାର ଏପ୍ରିଲ ୨୩ ତାରିଖ ଦିନ ଦିଲ୍ଲୀରେ କୋଭିଡ-୧୯ ସମ୍ବନ୍ଧୀୟ ଜଟିଳତା କାରଣରୁ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ଲଲିତ ବେହଲଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଗତ ସପ୍ତାହରେ ସେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କର କରୋନା…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ, ବିଭିନ୍ନ ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ପୂର୍ବତନ ପୋଲିସ କମିସନର ପରମବୀର ସିଂ ଆଣିଥିବା ଦୁର୍ନୀତି ଅଭିଯୋଗ ଉପରେ ମାମଲା ରୁଜୁ ହୋଇଛି । ଏହାସହ ଅନୀଲ ଦେଶମୁଖଙ୍କ ଘର ସମେତ ବିଭିନ୍ନ ସ୍ଥାନରେ…

ଟୁଇନ୍ ସିଟିରେ ସଟଡାଉନ୍ କଟକଣା କଡ଼ାକଡ଼ି, ଅମାନିଆଙ୍କ ଉପରେ ପୋଲିସ ଆଖି

ଭୁବନେଶ୍ୱର: ରାଜ୍ୟର ସବୁ ସହରାଞ୍ଚଳରେ ଚାଲିଛି ସପ୍ତାହାନ୍ତ ସଟଡାଉନ୍ । ଟୁଇନ୍ ସିଟିରେ କଟକଣ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଇଛି । କଟକରେ ୨୫ଟି ଓ ଭୁବନେଶ୍ୱରରେ ୪୩ଟି ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୪ ଗିରଫ

ଖୋର୍ଦ୍ଧା: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧା ଅଞ୍ଚଳରୁ ଏତେ ପରିମାଣର ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ପଚରାଉଚରା କରୁଛି ଏସଟିଏଫ୍ । ଏତେ ପରିମାଣର ବ୍ରାଉନସୁଗର ସେମାନ ଆଣିଲେ କେଉଁଠୁ ? ରାଜ୍ୟର କେଉଁ…

ଉତ୍ତରାଖଣ୍ଡରେ ହିମସ୍ଖଳନ; ଆଲର୍ଟ ଜାରି କଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡରେ ଚାମୋଲି ଜିଲ୍ଲାର ନୀତି ଭ୍ୟାଲିର ସୀମାବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଦିନ ଏକ ହିମସ୍ଖଳନ ହୋଇଛି। ହିମସ୍ଖଳନ ସୂଚନା ମିଳିବା ପରେ ସୀମା ସଡକ ସଂଗଠନର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି। ହେଲେ ତୁଷାରପାତ ହେତୁ ସେହି ଅଞ୍ଚଳ ସହ କୌଣସି ସମ୍ପର୍କ ସ୍ଥାପନା…

କ୍ରମାଗତ ଦ୍ୱିତୀୟ ଦିନରେ କରୋନା ରାଜ୍ୟରୁ ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ଘାତକ ହେଉଛି ମହାମାରୀ । ରାଜ୍ୟରେ ସଂକ୍ରମଣ ସହ ବଢିଛି ଦୈନିକ ମୃତ୍ୟୁସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ କରୋନା ଆଉ ୮ ଜୀବନ ନେଇଛି । ଏମାନଙ୍କ ଭିତରେ ଅଛନ୍ତି ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ ଆକ୍ରାନ୍ତ । ସେହିପିର ବାଲେଶ୍ୱର, ବରଗଡ଼, ଭଦ୍ରକ, ନୂଆପଡ଼ା ବଲାଙ୍ଗିର ଓ କଟକ…

ବିଜାପୁରରୁ ଅପହୃତ ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ଦାନ୍ତେଓ୍ୱାଡା: ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ । ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଛନ୍ତି । ଛତିଶଗଡ଼ ବିଜାପୁରରୁ ଅପହୃତ ଡିଆରଜି ଯବାନ ସବ-ଇନିସପେକ୍ଟର ମୁରଲି ତାତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଯବାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ରାଜସ୍ବ ନିରୀକ୍ଷକ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ। ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦୦୦ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ…

ରାଜ୍ୟରେ ୪ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୬୬୪୭ ପଜିଟିଭ୍

ଭୁବନେଶ୍ୱର: କରୋନା କାୟା ବିସ୍ତାର କରୁଛି । ରାଜ୍ୟରେ ୭ହଜାର ମୁହାଁ ହୋଇଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬ହଜାର ୬୪୭ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଛି । ଆଜି ୭ଟି ଜିଲ୍ଲାରେ ୩ଶହ ଉପରେ…

ରାଜ୍ୟର ସବୁ ସହରାଞ୍ଚଳ ସପ୍ତାହାନ୍ତ ସଟଡାଉନ୍, ଜରୁରୀ କାମ ନଥାଇ ବାହାରିଲେ ଧରୁଛି ପୋଲିସ

ଭୁବନେଶ୍ୱର: କରୋନା ଚେନ୍ ଭାଙ୍ଗିବା ପାଇଁ ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଦୋକାନବଜାର, ଗାଡ଼ିମୋଟର ଚଳାଚଳ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ । ସୋମବାର ସକାଳ ୫ଟା ଯାଏ ସଟଡାଉନ କଟକଣା ବଳବତ୍ତର ରହିବ । ଏହି ସମୟରେ ଜାରି ରହିବ କେବଳ ଅତ୍ୟାବଶ୍ୟକ…