Latest Odisha News

BREAKING NEWS

ଟିକସ ଫାଙ୍କିବା ଅଭିଯୋଗରେ ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ

ବରଗଡ଼ :ଧନ ତେରାସ ପୂର୍ବରୁ ସୁନା ଦୋକାନୀଙ୍କୁ ଝଟକା । ଟିକସ ଫାଙ୍କିବା ଅଭିଯୋଗରେ ଗହଣ। ଦୋକାନୀଙ୍କ ଘରେ  ସିଟି ଜିଏସଟି ବିଭାଗ ରେଡ କରିଛି। ପଦ୍ମପୁର ସହରର ଥାନା ଛକସ୍ଥିିତ ମିନାକ୍ଷୀ ଜୁଏଲାରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ତା ନାଁ ରେ ଅଭିଯୋଗ ହୋଇଥିଲା । ସିଟି ଓ ଜିଏସଟି…

୧୨୪ ବର୍ଷ ପରେ ଅଲଗା ହେବ ଦେଶର ପ୍ରମୁଖ ଗଡରେଜ୍ ଗ୍ରୁପ

ନୂଆଦିଲ୍ଲୀ : ୧୨୪ ବର୍ଷ ପରେ ଅଲଗା ହେବ ଦେଶର ପ୍ରମୁଖ ଗଡରେଜ୍ ଗ୍ରୁପ । ସାବୁନ ଠାରୁ ଆରମ୍ଭ କରି ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିବା ୪ ବିଲିୟନ ଡଲାରର ଏହି ସାମ୍ରାଜ୍ୟର ବିଭାଜନକୁ ନେଇ ବାଣିଜ୍ୟ ଜଗତ ହଇଚଇ ସୃଷ୍ଟି ହୋଇଛି । ଏହି ବୃହତ ସଂସ୍ଥାକୁ…

ବଲିଉଡରେ ଡେବ୍ୟୁ କଲେ ଜୁନିଅର କରିନା କପୁର

ମୁମ୍ବାଇ: କରିନା କପୁରଙ୍କ ଅଭିନୀତ ଫିଲ୍ମ କଭି ଖୁସୀ କଭି ଗମ୍ । ଏଥିରେ କରିନାଙ୍କ ୟଙ୍ଗ୍ ଅବତାରରେ ନଜର ଆସିଥିଲେ ମାଲଭିକା ରାଜ୍ । ତେବେ ସେହି ଜୁନିଅର କରିନା କପୁର ଏବେ ଖୁବ ବଡ ହୋଇ ବଲିଉଡରେ ଡେବ୍ୟୁ କରିଛନ୍ତି । ଆସନ୍ତା ନଭେମ୍ବର ୧୨ ତାରିଖରେ ଓଟିଟି ପ୍ଲାଟଫର୍ମ ଜି-୫ରେ ରିଲିଜ୍…

ପୁରୀ ପାଇକ ସାହିରୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ପୁରୀ : ପୁରୀରେ ଅଭାବନୀୟ ଘଟଣା । ବିଲ ଭିତରେ ପଡ଼ିଛି ମୃତଦେହ । ସଦର ଥାନା ଅନ୍ତର୍ଗତ ପାଇକ ସାହି ଅଞ୍ଚଳରେ ଦେଖିବାକୁ ମିଳିଛି ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ । ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁରୀ ସଦର ଓ ଚନ୍ଦନପୁର ଥାନା ପୋଲିସ ପହଞ୍ଚି…

ହସରଙ୍ଗାଙ୍କ ହ୍ୟାଟ୍ରିକକୁ ବଳିଗଲା କିଲର ମିଲରଙ୍କ ଡବଲ ଛକା

ଶାରଜା: ଶେଷ ଓଭରରେ କିଲର ମିଲର(ଡେଭିଡ ମିଲର)ଙ୍କ ଡବଲ ଛକା ବଳରେ ଟି୨୦ ବିଶ୍ୱକପ କ୍ରିକେଟର ଆଜି ଅନୁଷ୍ଠିତ ରାମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୧୪୨ ରନ କରିଥିଲା । ପାଥୁମ ନିଶାଙ୍କ ୭୨ ରନର ଆକର୍ଷଣୀୟ…

[ଭିଡିଓ] ଗୋଆରେ ମୋଟର ସାଇକେଲରେ ବୁଲି ନିର୍ବାଚନୀ ପ୍ରଚାର କଲେ ରାହୁଲ ଗାନ୍ଧୀ

ପାଣାଜୀ : ଗୋଆରେ ମୋଟର ସାଇକେଲରେ ହେଲମେଟ୍ ପିନ୍ଧି ବୁଲିଲେ ରାହୁଲ ଗାନ୍ଧୀ। ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆଜି ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି ରାହୁଲ ଗାନ୍ଧୀ।ଏହି ସମୟରେ ରାହୁଲ ବାଇକରେ ଜଣେ ବ୍ୟକ୍ତିଙ୍କ ପଛରେ ବସି ହେଲମେଟ୍ ପିନ୍ଧି ବୁଲୁ ଥିବାର…

ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ବର : ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏଥିରେ ସାମିଲ ହୋଇପାରିବେ । ଯେଉଁମାନେ ଯୋଗ୍ୟ ଭୋଟର ହୋଇଥିବେ, କିନ୍ତୁ ତାଙ୍କର ଭୋଟର ଲିଷ୍ଟରେ ନାଁ ନଥିବ, କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟରୁ…

ବଣାଇଁ ଗୋପିନାଥପୁର ବସ୍ତିରେ ମାତିଲେ ଲୁଟେରା, ତାଲା ଭାଙ୍ଗି ଚୋରି କରିନେଲେ ମୂଲ୍ୟବାନ ସାମଗ୍ରୀ

ସୁନ୍ଦରଗଡ଼ : ବଣାଇଁ ସହର କନ୍ତଯୋଡି ଗୋପିନାଥପୁର ବସ୍ତିରେ ଲୁଟେରାଙ୍କ ଆତଙ୍କ । ସିମେଣ୍ଟ ଦୋକାନର ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଏହାସହ ପାଖରେ ଥିବା ଅନ୍ୟ ଜଣଙ୍କ ଘରର ମୁଖ୍ୟ ଫାଟକର ତାଲା ଭାଙ୍ଗି ୨ଟି ସ୍କୁଟି ଓ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ନେଇ ଅଭିଯୋଗ…

[ଭିଡ଼ିଓ] ରହସ୍ୟମୟ ଦୁନିଆର ଗାୟବ ମନ୍ଦିର ‘ବାଥୁ କି ଲଡି’

ଓଡ଼ିଶା ସମ୍ବାଦ ବ୍ୟୁରୋ : ରହସ୍ୟମୟ ଦୁନିଆ । ଆମ ଏହି ରହସ୍ୟ ଭିତରେ ଆମେ । ପ୍ରତିଦିନ କିଛି ନା କିଛି ରହସ୍ୟମୟ ଘଟଣା ଘଟି ଚାଲିଛି । ହେଲେ ତାର ସତ୍ୟତା କି ରହସ୍ୟ ଆମ ଜ୍ଞାତ ସାରରେ ବାହାରେ । ସାଧାରଣ ମଣିଷ ତ ଦୂର କଥା ବେଜ୍ଞାନିକ ବି ଫେଲ୍ ମାରିଛନ୍ତି ରହସ୍ୟ ଜାଣିବାରେ । ସେମିତି ଏକ…

ଭଦ୍ରକ ବାସୁଦେବପୁରରେ ସଶସ୍ତ୍ର ଡକାୟତି, ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରେ ସଶସ୍ତ୍ର ଡକାୟତି । ଘରର ମୁଖ୍ୟ ଗ୍ରିଲ ଖୋଲିବା ସହ କବାଟ ଭାଙ୍ଗି ଲୁଟପାଟ୍ କରିଛନ୍ତି ଦୁର୍ବୃତ୍ତ । ଘରେ ଏକୁଟିଆ ଥିବା ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।…