Latest Odisha News

BREAKING NEWS

କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର, ବିରୋଧ କରିବ କଂଗ୍ରେସ

ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ତେଣୁ ତାଙ୍କ ଗସ୍ତକୁ ବିରୋଧ କରିବ ରାଜ୍ୟ କଂଗ୍ରେସ । ଏନେଇ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ପ୍ରଦେଶରେ ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା…

ଚୂଡା, ମିଠା ଖାଇବା ପରେ ଥାନାରୁ ଘରକୁ ଯିବା ପାଇଁ ରାଜି ହେଲାନି ନିଖୋଜ ଶିଶୁ

ଇନ୍ଦୋର: ଇନ୍ଦୋର ଥାନାରେ ଏକ ମଜାଦାର ଘଟଣା ଘଟିଛି । ଏଠାରେ ପୋଲିସ ଏକ ନିଖୋଜ ଶିଶୁକୁ ଉଦ୍ଧାର କରିଥିଲା । ଘରର ଠିକଣା ଜାଣିବା ପାଇଁ ପିଲାଟି ସହ ପୋଲିସ ବନ୍ଧୁତା କରିବା ପାଇଁ ଚେଷ୍ଟା କରିଥିଲା । ଶେଷରେ ଚୂଡା ଏବଂ ମିଠା ଖାଇବା ପରେ ପିଲାଟି ନିଜ ନାମ ପ୍ରକାଶ କରିଥିଲା । ଘରର ଠିକଣା…

ନଦୀଜଳର ରଙ୍ଗ ପାଲଟିଲା କଳା, ମରି ଭାସିଲେ ହଜାରହଜାର ମାଛ

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରଦୂଷିତ ହୋଇଛି କାମେଙ୍ଗ ନଦୀର ଜଳ । ଏହି କାରଣରୁ ଜଳର ରଙ୍ଗ କଳା ହେବା ସହ ହଜାରହଜାର ମାଛ ନଦୀରେ ମରି ଭାସୁଛନ୍ତି । ଏହି ଘଟଣାକୁ ନେଇ କେବଳ ଖବର ସାମ୍ନାକୁ ଆସିନି । ବରଂ ନଦୀଜଳର ରଙ୍ଗର କଳା ପାଲିଟିବା ନେଇ ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ।…

ଏହି ଗୁମ୍ଫାରେ ରହିଛି ରାବଣଙ୍କ ଶବ !

ପୁରୀ: ରାମାୟଣ ସମ୍ପର୍କୀତ ଅନେକ ରହସ୍ୟ ଧିରେ ଧିରେ ସମ୍ମୁୁଖକୁ ଆସୁଛି । ଶ୍ରୀଲଙ୍କାରେ ଏପରି ଏକ ଗୁମ୍ଫା ରହିଛି ଯେଉଁଠାରେ ରାବଣଙ୍କ ଶବ ରଖା ଯାଇଥିବା ବିଶ୍ୱାସ ରହିଛି । ଏହି ଗୁମ୍ଫା ଶ୍ରୀଲଙ୍କାର ରୈଗାଲର ଘଂଚ ଜଙ୍ଗଲରେ ଅବସ୍ଥିତ । ଏହା ଭୂପତନଠାରୁ ୮ ହଜାର ଫୁଟ ଉଚ୍ଚରେ ରହିଛି । ୧୦…

ଧରାପଡ଼ିଲେ ଦୁଇ ନକଲି IAS ଅଧିକାରୀ,୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲେ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଦୁଇ ନକଲି ଆଇଏସଏସ୍ ଅଧିକାରୀ । ୧ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର। ଉଭୟେ ନିଜକୁ ଆଇଏଏସ୍…

ବିଜେଡିରେ ମିଶ୍ରଣ ପର୍ବ, ସାମିଲ ହେଲେ ୪୨ଟି ଶ୍ରମିକ ସଂଗଠନ

ଭୁବନେଶ୍ୱର : ବିଜେଡିରେ ମିଶିଛନ୍ତି ସିପିଆଇ ନେତା ନବକିଶୋର ମହାନ୍ତି । ନବକିଶୋର ଦୀର୍ଘ ୪୦ ବର୍ଷ ଧରି ସିପିଆଇରେ କାମ କରିଥିଲେ। ଏହାସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି ଯେ , ବାହାରେ ରହି ଆମେ…

୨୦୨୨ରେ ରିଲିଜ କରିବ ଫିଲ୍ମ ‘ବଧାଇ ଦୋ’

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ବଧାଇ ହୋ’ ର ୩ ବର୍ଷ ପରେ ଜଙ୍ଗଲି ପିକ୍ଚର୍ସ ଏହାର ସିକ୍ୱେଲ୍ ‘ବଧାଇ ଦୋ’ ରିଲିଜ୍ ହେବାକୁ ଯାଉଛି। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ରିଲିଜ୍ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।…

ରାମଗୋପାଳଙ୍କ ଅଜବ ଟୁଇଟ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୁଏ ଆଉ ଏଥର ବି ଜଣେ ଖାଁ……

ମୁମ୍ବାଇ: ପ୍ରଡ୍ୟୁସର-ଡାଇରେକ୍ଟର ରାମଗୋପାଳ ବର୍ମା ତାଙ୍କ ଅଜବ ଗଜବ ଟୁଇଟ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ନେଇ ସେ ଟୁଇଟ କରିଛନ୍ତି ଯେ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୋଇଥାଏ । ଏଥର ବି ଜଣେ ଖାଁ ରିଲିଜ ହେଲେ । ସେ କାହାକୁ…

ନଭେମ୍ବରରେ କାହାକୁ ବିବାହ କରିବେ ରାଜକୁମାର ରାଓ ?

ମୁମ୍ବାଇ: ବଲିଉଡର ଭର୍ସାଟାଇଲ୍ ଆକ୍ଟର ରାଜକୁମାର ରାଓ । ନିଖୁଣ ଅଭିନୟ, ସିମ୍ପଲ୍ ଅନ୍ଦାଜ୍ । ଖାସ ଏହି ଦୁଇଟି କାରଣ ପାଇଁ ବଲିଉଡରେ ରାଜକୁମାରଙ୍କର ଏକ ଭିନ୍ନ ପରିଚୟ ରହିଛି । ନିକଟରେ ଏହି ଅଭିନେତାଙ୍କର ଫିଲ୍ମ ହମ୍ ଦୋ ହମାରେ ଦୋ ରିଲିଜ୍ ହୋଇଛି । ବୋଧ ହୁଏ ଏହି ଫିଲ୍ମରେ ପ୍ରଭାବିତ ହୋଇ…

ଦୀପାବଳିରେ ଦାମିକିଆ ମିଠା , କିଲୋ ୫୦ହଜାର

ଲକ୍ଷ୍ନୌ : ମିଠା କିଲୋ ୫୦ ହଜାର । ଆସୁଛି ଦୀପାବଳି ଏନେଇ ମିଠା ବ୍ୟବସାୟୀ ମାନେ ସ୍ୱତନ୍ତ୍ର ମିଠା ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏନେଇ ଲକ୍ଷ୍ନୌ ସହରେରେ ଛପନଭୋଗ ସୁଇଟସ ଦ୍ୱାରା ଏକ ସ୍ୱତନ୍ତ୍ର ମିଠା ତିଆରି କରାଯାଇଛି । ଏହ ମିଠାର ନାଁ 'ଏକ୍ସୋଟିକା'…