Latest Odisha News

BREAKING NEWS

ପାରା ନାଁରେ ଏଫ୍ଆଇଆର୍‌

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ସୀମା ନିକଟରୁ ଏକ ପାରା ଧରାପଡ଼ିଛି। ଯାହା ନାଁରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ରୋରାନୱାଲାରେ ଡ୍ୟୁଟିରେ ଥିବା ଜଣେ କନେଷ୍ଟବଳଙ୍କ ନିକଟକୁ ପାରାଟି ଉଡିଆସି ତାଙ୍କ କାନ୍ଧ ଉପରେ ବସିଥିଲା। ଏହାସହ ପାରାଟିର ଗୋଡରେ ଏକ କାଗଜ ଖଣ୍ଡ ବନ୍ଧା ହୋଇଥିବା ମଧ୍ୟ…

ଛାତିରେ ଯନ୍ତ୍ରଣା ହେବାରୁ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା: ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ପ୍ରଥମେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା…

ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ଲାଗିଲା କଟକଣା

ଗଞ୍ଜାମ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ଲାଗିଲା କଟକଣା । ଆସନ୍ତାକାଲିଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମସଜିଦ୍, ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ନୂଆ କଟକଣା…

ୱେଲଡିଂ ଦୋକାନରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ !

ଅନୁଗୁଳ: ଝୁଲୁଥିଲା ମୃତଦେହ । ଆଉ ତା ପୁଣି ୱେଲଡିଂ ଦୋକାନରେ । ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୃତଦେହକୁ ପୋଲିସ ଉଦ୍ଧାର କରିଥିଲାବେଳେ ମୃତକଙ୍କ ପରିଚୟ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣାପଡିଛି ।…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା, ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ…

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଆଜି ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟର ଦକ୍ଷିଣ, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣର ପ୍ରାୟ ୨୧ଟି…

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୁଧବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ସେ ଟ୍ୱିଟରରେ ଲେଖିଛନ୍ତି ଯେ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାସହ ସେ ଆହୁରି କହିଛନ୍ତି ଯେ, ମୁଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରୁଛି ଏବଂ…

ଅମ୍ଳଜାନ ଟ୍ୟାଙ୍କ୍‌ ଲିକ୍ ପରେ ବନ୍ଦ ହେଲା ଯୋଗାଣ; ୨୨ କରୋନା ରୋଗୀଙ୍କ ମୃତ୍ୟୁ

ମହାରାଷ୍ଟ୍ର: ନାସିକ ସହରର ଏକ ହସ୍ପିଟାଲ ବାହାରେ ଏକ ଅମ୍ଳଜାନ ଟ୍ୟାଙ୍କର୍ ଲିକ୍ ହେବା ପରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯିବା ପରେ ହସ୍ପିଟାଲ୍‌ରେ ଅମ୍ଳଜାନ ଅଭାବ ହେତୁ ୨୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଜିଲ୍ଲା ପ୍ରଶାସନ କହିଛି। ଜିଲ୍ଲା…

କରୋନାରେ ବଙ୍ଗୀୟ କବି ଶଙ୍ଖ ଘୋଷଙ୍କ ପରଲୋକ

କୋଲକାତା: ବିଶିଷ୍ଟ ବଙ୍ଗୀୟ କବି ଶଙ୍ଖ ଘୋଷଙ୍କର ବୁଧବାର ସକାଳେ ପରଲୋକ ହୋଇଛି। ସେ କରୋନା ସଂକ୍ରମିତ ହୋଇଥିଲେ। ମୃତ୍ୟୁ ବେଳକୁ ଘୋଷଙ୍କୁ ୮୯ ବର୍ଷ ହୋଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପରଲୋକରେ ସମବେଦନା ଜଣାଇ କହିଛନ୍ତି ଯେ ତାଙ୍କ ମୃତ୍ୟୁ ସମାଜରେ ଏକ…

ଆଜି ଆରମ୍ଭ ହେବ ରଥକାଠ ଚିରଟ କାର୍ଯ୍ୟ, ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ଟିମ ପହଁଞ୍ଚିଛନ୍ତି କଟକରେ

ପୁରୀ: ଆଜି ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଆଜିର ପବିତ୍ର ରାମନବମୀ ତିଥିରେ ମାଳମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ତିନିଜଣିଆ ଟିମ କଟକରେ ପହଁଞ୍ଚିଛନ୍ତି । କଟକ ଖପୁରିଆ ସ୍ଥିତ ସ ମିଲରେ ରାମନବମୀ…

କରୋନାରେ ଚାଲିଗଲେ ଛାତ୍ରଛାତ୍ରୀଙ୍କର ପ୍ରିୟ ଓଡ଼ିଆ ଅଧ୍ୟାପକ ଜୟସେନ ବିଶ୍ୱାଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବିଡିପୁରସ୍ଥିତ ଟିଏସଡି କଲେଜର ଓଡିଆ ଅଧ୍ୟାପକ ଜୟସେନ ବିଶ୍ୱାଳଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ଥିଲେ ଜୟସେନ ।  ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବିଡିପୁରଠାରେ ଏକ କୋଚିଂ ସେଣ୍ଟର ଖୋଲି…