Latest Odisha News

BREAKING NEWS

ମମିତାଙ୍କ ଘରେ ପହଁଞ୍ଚିଲେ ଜାତୀୟ ମହିଳା ମୋର୍ଚ୍ଚା ଟିମ୍

ନୂଆପଡ଼ା: ବିଜେପି ଜାତୀୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ସମେତ ୩ ଜଣିଆ କେନ୍ଦ୍ରୀୟ ମହିଳା ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି .ଶ୍ରୀନିବାସନ,ଶୀର୍ଷା ହରିୟାଣା ଲୋକସଭା ସାଂସଦ ସୁନିତା ଦୁଗଲ ,ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ରୂପା ମିତ୍ର ଚୌଧୁରୀ ଦୁଇ ଦିନିଆ…

[ଭିଡିଓ] ଶିବ ମନ୍ଦିରରେ ନାଗ

ବରଗଡ଼ : ଶିବ ମନ୍ଦିରରେ ନାଗ ସାପ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ସିଦ୍ଧେଶ୍ୱର ବାବା ଶିବ ମନ୍ଦିର ଭିତରେ ୩ ଫୁଟ ଲମ୍ବର ନାଗସାପ ପଶିିଥିବା ଦେଖାବାକୁ ମିଳିଛି । ଗତ କାଲି ପ୍ରାୟ ରାତି ୧୧ ଟା ପାଖାପାଖି ହେବ ମନ୍ଦିର ଭିତରେ ଏକ ନାଗ ସାପ ପଶିଯାଇଥିଲା । ସାପଟି ମନ୍ଦିର ବୃଷଭ ମୂର୍ତ୍ତିରେ…

କନ୍ନଡ଼ ସିନେମାର ଅଭିନେତା ପୁନିତ ରାଜକୁମାରଙ୍କ ପରଲୋକ

ବେଙ୍ଗାଲୁରୁ: କନ୍ନଡ଼ ସିନେମାର ଅଭିନେତା ପୁନୀତ ରାଜ କୁମାରଙ୍କ ପରଲୋକ ହୋଇଯାଇଛି। ହୃଦଘାତରେ ଶିକାର ହୋଇ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଏବେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ…

୩୮ ବର୍ଷ ପରେ ଗ୍ୟାଙ୍ଗଷ୍ଟର ରାଜନ ନିର୍ଦ୍ଦୋଷରେ ଖଲାସ

ମୁମ୍ୱାଇ: ୩୮ ବର୍ଷ ପରେ ଗ୍ୟାଙ୍ଗଷ୍ଟର ରାଜନ ନିର୍ଦ୍ଦୋଷରେ ଖଲାସ । ଗ୍ୟାଙ୍ଗଷ୍ଟର ରାଜେନ୍ଦ୍ର ସଦାଶିଭ ନିକଲଜେ ଓରଫ ଛୋଟା ରାଜନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ମୁମ୍ବାଇ ଅଣ୍ଡରୱାର୍ଲ୍ଡରେ ଡନ୍ ଦାଉଦ୍ ଇବ୍ରାହିମଙ୍କର ବଡ ଶତ୍ରୁ ଥିଲା ବୋଲି…

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଶେହେନାଜଙ୍କ ପ୍ରଥମ ପୋଷ୍ଟ

ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ପ୍ରାୟ ଦୁଇମାସ ପରେ ଶେହେନାଜ ଗିଲ ଇନଷ୍ଟାଗ୍ରାମକୁ ଫେରିଛନ୍ତି। ସେ ଏକ ନୂଆ ପୋଷ୍ଟରେ ସିଦ୍ଧାର୍ଥଙ୍କ ଲାଗି ନିଜ ନୂଆ ଗୀତର ଘୋଷଣା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନୂଆ ପୋଷ୍ଟରେ ଦର୍ଶାଯାଇଛି ଯେ, ସିଦ୍ଧାର୍ଥ ଏବଂ ଶେହେନାଜ ବିଗ…

ଟିଏମସିରେ ଯୋଗ ଦେଲେ ଟେନିସ୍ ଷ୍ଟାର୍‌ ଲିଆଣ୍ଡର୍‌ ପେସ୍

ନୂଆଦିଲ୍ଲୀ: ରାଜନୀତିରେ ପ୍ରବେଶ କଲେ ପୂର୍ବତନ ଭାରତୀୟ ଟେନିସ୍ ଚାମ୍ପିଅନ୍‌ ଲିଆଣ୍ଡର୍‌ ପେସ୍। ସେ ଟିଏମସି ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟେନିସ୍ ଚାମ୍ପିଅନ୍ ଲିଆଣ୍ଡର୍ ପେସ୍‌ ଗୋଆରେ…

ଗୋଆରେ କେନ୍ଦ୍ରର ଦାଦାଗିରି ଚଳିବନାହିଁ : ମମତା ବାନାର୍ଜୀ

ପାନାଜୀ : ଗୋଆରେ କେନ୍ଦ୍ରଉପରେ ବର୍ଷିଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଗୋଆ ଗସ୍ତରେ ଯାଇଛନ୍ତି । ବଙ୍ଗଳା ଓ ଗୋଆକୁ ସଂଯୋଗ କରୁଥିବା ଦୁଇଟି ଜିନିଷ ମାଛ ଏବଂ ଫୁଟବଲ ବୋଲି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏକ ସଭାରେ କହିଛନ୍ତି  । ସେ…

ରାଜ୍ୟରେ ୩.୨୫ କୋଟି ଲୋକଙ୍କୁ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣକୁ ଆହୁରି ଆଗେଇ ନେବାକୁ ଓଡ଼ିଶା ସରକାର ଟିକାକରଣ ଲକ୍ଷ୍ୟକୁ ୩.୦୯ କୋଟିରୁ ୩.୨୫ କୋଟି ଲୋକଙ୍କୁ ସଂଶୋଧନ କରିଛନ୍ତି। ଏପର୍ଯ୍ୟନ୍ତ ୨.୫୪ କୋଟି ଲୋକ ସେମାନଙ୍କର ପ୍ରଥମ ଡୋଜ୍ ପାଇଥିବାବେଳେ ୧.୧୨ କୋଟି ଲୋକ ଉଭୟ ଡୋଜ ଗ୍ରହଣ କରିଛନ୍ତି। ପ୍ରାୟ ୧.୩୭…

କୋଣାର୍କ ପାଇଁ ଲେଖା ଆବଶ୍ୟକ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୬୪ ବର୍ଷ ଧରି ପ୍ରକାଶ ପାଇଆସୁଥିବା ତ୍ରୈମାସିକ ସାହିତ୍ୟ ମୁଖପତ୍ର କୋଣାର୍କର ଆଗାମୀ ସଂଖାଗୁଡ଼ିକ ପାଇଁ ପ୍ରାବନ୍ଧିକ, ଆଲୋଚକ ଏବଂ ଗବେଷକମାନଙ୍କ ନିକଟରୁ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଷୟ ଉପରେ ଆଧାରିତ ଉଚ୍ଚକୋଟିର ଗବେଷଣାତ୍ମକ…

କିଛି ବର୍ଷ ପରେ ମହିଳାମାନଙ୍କୁ ମୋ ପଦବୀରେ ଦେଖିବି : ସେନାମୁଖ୍ୟ ନରଓ୍ଵଣେ

ପୁଣେ : ମହିଳାମାନଙ୍କୁ ନେଇ ସେନାମୁଖ୍ୟ ଜେନେରାଲଙ୍କ ଉନ୍ନତ ଚିନ୍ତାଧାରା । କିଛି ବର୍ଷ ପରେ ମୋ ପଦବୀରେ ମହିଳା ମାନଙ୍କୁ ଦେଖିବି ବୋଲି ନ୍ୟାସନାଲ ଡିଫେନସ ଏକାଡେମୀ ଏନଡିଏର ଭାରତୀୟ ସେନାମୁଖ୍ୟ ଏମ୍ଏମ୍ ନରଓ୍ଵଣେ କହିଛନ୍ତି। ଲିଙ୍ଗଗତ ସମାନତା ଦିଗରେ ଏହା ହେଉଛି ପ୍ରଥମ ପଦକ୍ଷେପ। ଯାହାକି…