Latest Odisha News

BREAKING NEWS

ରାଜ୍ୟରେ ଆଜି ୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା 

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇଛି କରୋନା । ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମଧ୍ୟରୁ…

ସ୍ଥଗିତ ହେଲା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତି ଉଦ୍‌ଗେଜନକ ହେବାପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଗସ୍ତକୁ ସ୍ଥଗିତ ରଖିଛନ୍ତି। ଭାରତ ବର୍ତ୍ତମାନ ଦ୍ୱିତୀୟ ଏବଂ ଘାତକ କରୋନାଭାଇରସ୍ ତରଙ୍ଗକୁ ସାମ୍‌ନା କରୁଛି। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏପ୍ରିଲ ଶେଷରେ ଭାରତ ଗସ୍ତ…

କରୋନା ପଜିଟିଭ୍ ହୋଇ ବି ସାହାଯ୍ୟ କରିବା ଜାରି ରଖିଛନ୍ତି ସୋନୁ ସୁଦ, ପାଠ ପଢିବାକୁ ପିଲାଙ୍କୁ ଦେଲେ ମୋବାଇଲ 

ମୁମ୍ବାଇ: କରୋନା ପଜିଟିଭ୍ ହୋଇ ବି ଅଟକି ନାହାନ୍ତି ସୋନୁ ସୁଦ୍ । ଆବଶ୍ୟକୀୟ ପିଲାଙ୍କୁ ମୋବାଇଲ ଫୋନ ଦେଇଛନ୍ତି ସୋନୁ । ପିଲାଙ୍କ ପାଠ ପଢାକୁ ନେଇ ଏକ ଟ୍ୱିଟ କରି ଲେଖିଛନ୍ତି, ପିଲାଙ୍କ ପାଠ ପଢାରେ ଲାଗିବନି ଲକଡାଉନ୍ । ଭିଡିଓରେ ସୋନୁ ସୁଦ ଫାଉଣ୍ଡେସନ ତରଫରୁ ଆବଶ୍ୟକୀୟ ପିଲାଙ୍କୁ ମୋବାଇଲ…

ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବରେ ଓଡ଼ିଆ ଚିତ୍ର ‘ଏଡିୟୁ ଗୋଡାର୍ଡ’

ଭୁବନେଶ୍ୱର : ଆସନ୍ତା ୨୨ ରୁ ୨୯ ଯାଏଁ ହେବାକୁ ଥିବା ୪୩ ତମ ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବରେ ଓଡ଼ିଆ ଚିତ୍ର 'ଏଡିୟୁ ଗୋଡାର୍ଡ' ସ୍ଥାନ ପାଇଛି।ଏହି ଚିତ୍ରଟି ଫରାସୀ ଚିତ୍ର ନିର୍ମାତା ଗୋଡାର୍ଡ ଉର୍ଦ୍ଦେଶରେ ଉତ୍ସର୍ଗୀକୃତ କରାଯାଇଛି। ସ୍ବସ୍ତିକ ବ୍ୟାନରରେ ନିର୍ମିତ ହୋଇଥିବା ଏହି…

କୋଭିଡ୍‌ ନିୟମ ଉଲ୍ଲଂଘନ; ରାଜଧାନୀର ଏକ ଘରୋଇ କୋଚିଂ ସେଣ୍ଟର ସିଲ୍‌

ଭୁବନେଶ୍ୱର: କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ କରିବା ନେଇ ବିଏମସି ସୋମବାର ସହରର ଏକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରିଛି। ସୂଚନାନୁସାରେ, ବିଏମସି ଆଇଆରସି ଭିଲେଜରେ ଥିବା ଶ୍ରୀ ବିନାୟକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍‌ କରିଛି। କରୋନା ଉତ୍ତେଜନା ମଧ୍ୟରେ ଓଡ଼ିଶା ସରକାର ସୋମବାର…

ସ୍ୱରେଜ୍ ଲାଇନରେ ଶ୍ରମିକ ମୃତ୍ୟୁ ଘଟଣାର ହାଇକୋର୍ଟରେ ଶୁଣାଣି

କଟକ: ସ୍ୱରେଜ୍ ଲାଇନରେ ଶ୍ରମିକ ମୃତ୍ୟୁ ମାମଲା । ଆଜି ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି କରି କୋର୍ଟ କଟକ ଓ ଖୋର୍ଦ୍ଧା ଜିଲ୍ଳାପାଳ, CMC & BMC କମିଶନରଙ୍କୁ ରିପୋର୍ଟ୍ ତଲବ କରିଛନ୍ତି । ସତ୍ୟପାଠ ଜରିଆରେ ରିପୋର୍ଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…

ଆଦିବାସୀ ନେତା ବ୍ରଜ କିଶୋର ସିଂଭୋଇଙ୍କ ପରଲୋକ

ବଲାଙ୍ଗୀର: ଆଦିବାସୀ ନେତା ବ୍ରଜ କିଶୋର ସିଂଭୋଇଙ୍କର ରବିବାର ଦିନ ବଲାଙ୍ଗୀରର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ରବିବାର ସକାଳେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବା ପରେ ସିଂଭୋଇଙ୍କୁ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ପ୍ରବାସୀଙ୍କ ପ୍ରୟାସ

ବାରିପଦାରୁ ଉଦୁଳା ଯିବା ରାସ୍ତାରେ ଡୁକୁରା ଛକ ନିକଟରେ ରାସ୍ତାର ବାମ ପାଖରେ ଆପଣ ପାଇବେ ଗୋଟିଏ କଫି ଓ ସ୍ନାକ୍ସ ଦେକାନ । ବିସ୍କୁଟ, ମିକ୍ସଚର, ଚିପ୍‌ସ୍‌, କୁର୍‌କୁରେ, ଚକୋଲେଟ୍ ଆଦି ପ୍ୟାକେଟ୍ ଏବଂ ଡବା ଭର୍ତ୍ତି ଦୋକାନଟି ବେଶ୍ ଆକର୍ଷଣୀୟ ଦେକାନର ସାମ୍ନାଟି ମଧ୍ୟ ବେଶ୍ ପରିଷ୍କାର…

ବିସ୍ଫୋରଣ ନେଲା ୨ ଜୀବନ, ୩ ଜଣ ଗୁରୁତର

ବ୍ରହ୍ମପୁର: ଘରେ ହେଲା ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୩ ଜଣ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗାଁରେ ଆଜି ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । କୁହାଯାଉଛି, ଜଣେ ବ୍ୟକ୍ତିଙ୍କ ଘରେ କୌଣସି…

ରଥଯାତ୍ରା ପ୍ରସ୍ତୁତି: ନୟାଗଡ଼ ବନଖଣ୍ଡରୁ ପୁରୀ ଆସିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ ବନଖଣ୍ଡରୁ ଗୋଟିଏ ରଥକାଠ ବୋଝେଇ ଟ୍ରକ ଆଜି ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୩ଟି ଫାସୀ କାଠ ରହିଛି । ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ । ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା…