Latest Odisha News

BREAKING NEWS

ପରଲୋକରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଦିବାସୀ ଆଇଏଏସ୍ ଅଫିସର ଲିଭିନସ କିଣ୍ଡୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଇଏଏସ୍ ଅଫିସର ଲିଭନିସ୍ କିଣ୍ଡୋଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ରାତି ସାଢେ ୧୦ଟାରେ ରାଜଗାଙ୍ଗପୁର ମାଲିଡିହି ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ସୁନ୍ଦରଗଡ଼ ଜିଲ୍ଲାର…

ଆସନ୍ତା ୨୬ରେ ହାତକୁ ଦି ହାତ ହେବେ କମେଡି କୁଇନ୍‌ ସୁଗନ୍ଧା ମିଶ୍ରା

ମୁମ୍ବାଇ: ହାସ୍ୟ ଅଭିନେତ୍ରୀ, ଟେଲିଭିଜନ ହୋଷ୍ଟ ତଥା ପ୍ଲେବ୍ୟାକ୍ ସିଙ୍ଗର୍‌ ସୁଗନ୍ଧା ମିଶ୍ରା ଦୀର୍ଘ ଦିନର ପ୍ରେମିକ ସଙ୍କେତ ଭୋସଲେଙ୍କୁ ଏପ୍ରିଲ ୨୬ ରେ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ସେୟାର୍‌ କରି ସୁଗନ୍ଧା ଲେଖିଛନ୍ତି: "ଆପଣମାନଙ୍କ ଆଶୀର୍ବାଦ ପାଇଁ ଧନ୍ୟବାଦ। ସେ…

କୋଭିଡ୍ ଔଷଧ ଓ ସ୍ୱାସ୍ଥ୍ୟ ସାମଗ୍ରୀର କଳାବଜାର ଉପରେ ନଜର ରଖିବ ସ୍ପେଶାଲ୍ ସ୍କ୍ୱାଡ୍

ଭୁବନେଶ୍ୱର: କରୋନା କାଳରେ ଔଷଧ କଳାବଜାର କରୁଥିଲେ ସାବଧାନ ହୁଅନ୍ତୁ । ନଚେତ୍ କଡ଼ା କାର୍ୟ୍ୟାନୁଷ୍ଠାନ ହେବ । କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ କଳାବଜାର ରୋକିବାକୁ ଗଠନ ହୋଇଛି ୨୩ଟି ସ୍ପେଶାଲ୍ ସ୍କ୍ୱାଡ୍ । ରାଜ୍ୟବ୍ୟାପୀ ଚାଲିବ ସ୍ପେଶାଲ ଡ୍ରାଇଭ୍ । ଏନେଇ ଆଜି ସୂଚନା ଦେଇଛନ୍ତି…

ପୁଣେରେ ଓଡ଼ିଶାର ବରିଷ୍ଠ ସେନା ଅଧିକାରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରବିବାର ସକାଳେ ପୁଣେ ରେଳ ଷ୍ଟେସନରେ ଓଡିଶାର ଅନନ୍ତ ନାୟକ ନାମକ ଜଣେ ବରିଷ୍ଠ ସେନା ଅଧିକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ସୋଲାପୁର ଉଦୟନ୍ ଏକ୍ସପ୍ରେସ ସମ୍ମୁଖକୁ ୫୭ ବର୍ଷୀୟ ଅଧିକାରୀ ଡେଇଁପଡିଥିବା ଅଭିଯୋଗ ହୋଇଛି। ସୂଚନା…

ପୁରୀ ଶ୍ରୀମନ୍ଦିର ସହିତ ଜଡ଼ିତ ୫୦ ଜଣ କରୋନା ପଜିଟିଭ 

ପୁରୀ: ପୁରୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁରୀ ଶ୍ରମନ୍ଦିର ସହ ଜଡ଼ିତ ଏପର୍ଯ୍ୟନ୍ତ ମୋଟ ୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏନେଇ ସୁଚନା ଦେଇଛନ୍ତି ।  ଚିହ୍ନଟ ସଂକ୍ରମିତ ୫୦ ଜଣଙ୍କ ମଧ୍ୟରୁ ୨୨ ଜଣ ହେଉଛନ୍ତି ସେବାୟତ ଓ ସେମାନଙ୍କ ପରିବାର ଲୋକ…

ରାଜସ୍ଥାନରେ ୧୫ ଦିନ ଲକଡାଉନ୍, କିଛି କ୍ଷେତ୍ରରେ କଟକଣା କୋହଳ

ଜୟପୁର: ରାଜସ୍ଥାନରେ କରୋନା ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଲାଗିଲା ଲକଡାଉନ୍ । ଆଜିଠାରୁ ୧୫ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଆସନ୍ତା ମେ ୩ ତାରିଖ ଯାଏ ଲକଡାଉନ୍ ଜାରି ରହିବ । ତେବେ କିଛି କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ଏହି…

ତାମିଲନାଡୁର ଏକ ଗାର୍ମେଣ୍ଟ ଫାର୍ମରୁ ଉଦ୍ଧାର ହେଲେ ୧୯ ଜଣ ଓଡିଶା ମହିଳା

ଭୁବନେଶ୍ୱର / ତିରୁପୁର: ରବିବାର ସକାଳେ ତାମିଲନାଡୁର ୧୫ ଭେଲାମପାଲୟାମରେ ଥିବା ଏକ ଘରୋଇ କପଡ଼ା କାରଖାନାରୁ ଅତି କମରେ ୧୯ ଜଣ ମହିଳା ଉଦ୍ଧାର ହୋଇଛନ୍ତି।  ସୋମବାର ଟ୍ରେନ ଯୋଗେ ସେମାନଙ୍କୁ ଓଡ଼ିଶା ପଠାଯିବ। ସୂଚନା ଅନୁଯାୟୀ ରାୟାଗଡା ଜିଲ୍ଲାର ଏହି ମହିଳାମାନଙ୍କୁ ସେମାନଙ୍କ ଇଚ୍ଛା…

ମାଓବାଦୀଙ୍କ ବର୍ବରକାଣ୍ଡ, ୨ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ୨ ସ୍କୁଲ ଛାତ୍ରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ମିଲମପଲ୍ଲି ଜଙ୍ଗଲରେ ଘଟିଛି ଏହି ଘଟଣା । ମାଓବାଦୀ ପୁଣି ନିଜ…

ମାସ୍କ ନ ପିନ୍ଧି ଦମ୍ପତି ଚଳାଉଥିଲେ କାର; ଅଟକାଇଲା ପୋଲିସ୍‌; ଆଉ ତା ପରେ…

ନୂଆଦିଲ୍ଲୀ: କୋଭିଡ-୧୯ ନିୟମ ପାଳନ ନକରିବା ଏବଂ ସପ୍ତାହାନ୍ତ କର୍ଫ୍ୟୁ ଉଲ୍ଲଂଘନ କରିଥିବାରୁ ଦିଲ୍ଲୀ ପୋଲିସ ଏକ ଦମ୍ପତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି। ପଙ୍କଜ ଦତ୍ତା ଏବଂ ଆଭା ନାମକ ଏହି ଦମ୍ପତିଙ୍କ ମାସ୍କ ନ ପିନ୍ଧି କାର ଚଳାଉଥିଲେ। ପୋଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ପୋଲିସ…

ଦିଲ୍ଲୀକୁ ଫେରିଲା ଲକଡାଉନ୍: ଆଜି ରାତି ୧୦ଟାରୁ ସପ୍ତାହେ ଲକଡାଉନ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା ମେଲାଉଛି । ଆଜି ଦ୍ୱିତୀୟ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ହଜାରରୁ ଅଧିକ ସଂକ୍ରମିତ । ଏହାପରେ କଟକଣାକୁ କଡ଼ାକଡ଼ି କରିଛନ୍ତି ଦିଲ୍ଲୀ ସରକାର । ଆଜି ରାତିରୁ ସପ୍ତାହେ ଦିଲ୍ଲୀ ଲକଡାଉନ ରହିବ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ଯାଏ…