Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଆଜି ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ…

ରାଜଧାନୀରେ ୩ଟି ଡ୍ୟାନ୍ସ ବାର୍ ସିଲ୍, ଉଡୁଥିଲା ପୁଳା ପୁଳା ନକଲି ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ବେଆଇନ୍ ଭାବରେ ଚାଲିଥିଲା ଡ୍ୟାନ୍ସ ବାର୍ । ଜମୁଥିଲା ନାଚ ଗୀତର ଆସର । ବାରରେ ଉଡୁଥିଲା ପୁଳା ପୁଳା ନକଲି ନୋଟ୍ । ଖବର ପାଇଁ ପହଞ୍ଚିଲା ପୋଲିସ । ରଙ୍ଗୀନ ରାତିରେ ମଉଜ ମଜସିଲରେ ଚୁର ଗ୍ରାହକଙ୍କର ପୋଲିସ ବାବୁଙ୍କୁ ଦେଖି ହଠାତ୍ ନିଶା ଉତୁରିଗଲା । ଭୁବନେଶ୍ୱରରେ…

ମୋ କଲେଜ ଅଭିଯାନ: ପ୍ରଥମ ପର୍ଯ୍ୟାୟରେ ଦେଢ଼ କୋଟି ଅନୁଦାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋ ସ୍କୁଲ ପରେ ମୋ କଲେଜ ଅଭିଯାନରେ ଝଲସିବ ରାଜ୍ୟର ବିଭିନ୍ନ କଲେଜ । ଉନ୍ନତ ଶୈଖିକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ରୂପାନ୍ତରଣ କରାଯିବ । ଏଥିପାଇଁ ମୋ କଲେଜ ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ଦେଢ଼ କୋଟି ଟଙ୍କାର ଅନୁଦାନ…

ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ଘରୋଇ କଲେଜ ହଷ୍ଟେଲକୁ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ । ସକମା ଗାଁରେ ଥିବା ଏକ ଘରୋଇ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଯୁକ୍ତ ଦୁଇ ଦ୍ୱିତୀ ବର୍ଷର ଛାତ୍ରୀ ଥିଲେ । ଖବର ପାଇ…

କବିତା : ବାଡ଼ି ପୋଖରୀ

ରବି ପଣ୍ଡା  ପ୍ରିୟ ମୋର ଭାରି ମୋ' ବାଡି ପୋଖରୀ, ତୁଠରେ ତା' ବସି ଖୋଜେ ହଜିଲା ବୟସ, ଅଭୁଲା ଅତୀତ, ଦେଖେ ତା'ପାଣିରେ ମୁହଁ ହତଶିରୀ ଆଜି ହତାଦର ଯୋଗୁଁ, କେମିତି ଦିଶୁଚି ସେ'ଯେ ! କାହାକୁ କୋଉଠି ପହଞ୍ଚାଇ ଦିଏ, ନିର୍ମମ ସମୟ ସୁଅ। ଦିନଥିଲା ଯେବେ, ତା'ଭରା ଛାତିରେ ଛୁଇଁ ଏକୂଳ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୯ ମିଥିଳା ଦିଦି କାନ୍ଧରେ ହାତ ପକେଇଲା। ମୁଣ୍ଡରେ ହାତ ସାଉଁଳେଇ କହିଲା, ପୁଣିଥରେ ସଜାଡି ନେବାକୁ ନିଜକୁ। ଉପଦେଶ ଦେଇ ଦମ୍ଭିଲା ସ୍ବରରେ କହିଲା, 'ଯାଉନୁ ଦାଦାଭାଇଙ୍କ ପାଖକୁ ଆଜି।' ତାଙ୍କ କାମ ପାଇଁ ତ ପଠାଏ ସେ, ଏବେ…

[ଭିଡିଓ] ମାଆ ପୁଅର ଜୀବନ ବଂଚାଇଲେ ବନ ବିଭାଗ କର୍ମଚାରୀ

ଓଡିଶା ସମ୍ବାଦ ବ୍ୟୁରୋ: ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ୍ ହୁଏ, ଯାହା ଆପଣଙ୍କ ମନକୁ ଆନ୍ଦୋଳିତ କରିଥାଏ । ତେବେ ନିକଟରେ ତାମିଲନାଡୁର ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯାହାକୁ ଦେଖବା ପରେ ଆପଣ ଚକିତ ହୋଇଯିବେ ନିଶ୍ଚୟ । ତାମିଲନାଡୁର ଅନାଇଭରୀ ଝରଣାର…

କମାଲ କଲେ ଆର ମାଧବନଙ୍କ ପୁଅ ବେଦାନ୍ତ, ସନ୍ତରଣରେ ଜିତିଲେ ୭ ପଦକ

ମୁମ୍ବାଇ: ବଲିଉଡ ତଥା ଦକ୍ଷିଣ ଭାରତର ଅଭିନେତା ଆର.ମାଧବନ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ପ୍ରଶଂସକଙ୍କ ପାଖରେ ବେଶ୍ ପରିଚିତ । ଅନ୍ୟ ବଲିଉଡ ଅଭିନେତାଙ୍କ ପରି ସେ ତାଙ୍କ ପୁତ୍ର ବେଦାନ୍ତ ଜୋର ଜବରଦସ୍ତ ଅଭିନୟ ପାଇଁ ପ୍ରବର୍ତାଇ ନ ଥିଲେ । ପୁଅର ପସନ୍ଦକୁ ସେ ଗୁରୁତ୍ୱ ଦେଇଥିଲେ । ଫଳସ୍ୱରୂପ…

ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ଶ୍ରମିକ ଅଶାନ୍ତି

ଯାଜପୁର : ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । ମୁଣ୍ଡ ଟେକିଛି ଆଉ ଏକ ଆନ୍ଦୋଳନ । ଟାଟା ଖଣି କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଅଞ୍ଚଳର ଶତାଧିକ ଛଟେଇ ଶ୍ରମିକ ଓ…

ଟ୍ରାକ୍ଟର ଧକ୍କାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ

ଜଗତସିଂହପୁର : ଟ୍ରାକ୍ଟର ଧକ୍କାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶଙ୍ଖେଶ୍ୱର ଗାଁରେ ଏପରି ଅଘଟଣ ଘଟିଛି । ଲକ୍ଷ୍ମୀ ମୂର୍ତ୍ତି ଭସାଣ ବେଳେ ଟ୍ରାକ୍ଟର ମାଡିଯାଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି।। ମୃତକ ବଡ଼ ଜିଗଲ ଗାଁର ବାବୁଲି ଦାସ । ଗୁରୁତର…