Latest Odisha News

BREAKING NEWS

କରୋନାରେ ମୃତ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା

ଭୁବନେଶ୍ୱର: କରୋନାରେ ମୃତ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା ।  ପରିବାରର ସଦସ୍ୟମାନଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‍ ଓ କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ପାଇଁ ଶ୍ରୀ ସାମନ୍ତ ନିଯୁକ୍ତ ପତ୍ର ପ୍ରଦାନ କରାଯାଇଛି । ମହାମାରୀରେ ଲକ୍ଷାଧିକ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି ।…

ଜମ୍ମୁ-କଶ୍ମୀରରେ ନିଜ ଜୀବନକୁ ବିପଦରେ ପକାଇଲେ ଅମିତ ଶାହ

ଜମ୍ମୁକଶ୍ମୀର  : ଜମ୍ମୁ କଶ୍ମୀର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଲେଟ ପ୍ରୁଫ୍‌  କାଢି ସିଧାସଳଖ ଲୋକମାନଙ୍କ ସହ କଥା ହୋଇଛନ୍ତି। ଜମ୍ମୁକଶ୍ମୀରେ ଆତଙ୍କବାଦୀ ମୁକ୍ତ ଅଭିଯାନରେ ଯାଇଛନ୍ତି ଶାହ। ଶାହ ଶ୍ରୀନଗରରେ ଏକ ଜନସଭାରେ ଯୋଗଦେବା ସମୟରେ ସୁରକ୍ଷା ଦୃଷ୍ଟିରୁ…

ଆଇପିଏଲ୍ ୨୦୨୨ରେ ଦୁଇଟି ଟିମ୍, ଅହମଦାବାଦ ଓ ଲଖ୍ନୌ

ଦୁବାଇ: ବେଶ କିଛି ଦିନ ଧରି ଆଇପିଏଲ୍ ୨୦୨୨ରେ ଦୁଇଟି ନୂଆ ଟିମ୍ ଖେଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆଇପିଏଲରେ ଦୁଇଟି ନୂଆ ଟିମ୍ ଭାବେ ଅହମଦାବାଦ ଓ ଲଖ୍ନୌ ଫ୍ରାଂଚାଇଜି ସାମିଲ ହୋଇଛନ୍ତି । ଆସନ୍ତା ଆଇପିଏଲ୍ ସିଜିନରେ ମଇଦାନକୁ…

୩ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର: ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ।  ସମାରୋହରେ ୩ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ ହୋଇଛି । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଶଲା ବୁଢ଼ାର ବଦଲା’ ଓ କାଲିର ଅତୀତ’କୁ ପୁରସ୍କାର ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ଶ୍ରେଷ୍ଠ କଳା ଓ ସାଂସ୍କୃତିକ…

ଆସୁଛି ”ବଣ୍ଟି ଔର ବବଲି”ର ସିକ୍ୱେଲ ,ଏଥର ରାଣୀଙ୍କ ସହ ସୈଫ୍

ମୁମ୍ବାଇ : ସୈଫ୍ ଅଲ୍ଲୀ ଖାନ୍ ଓ ରାଣୀ ମୁଖାର୍ଜୀଙ୍କ ଷ୍ଟାର ଫିଲ୍ମ  ''ବଣ୍ଟି ଔର ବବଲି'' ୨ ର ଟ୍ରେଲର ରିଲିଜ ହୋଇଛି । ୧୭ ବର୍ଷ ପରେ ପୁଣି ରାଣୀ ମୁଖାର୍ଜୀଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିବ । ଅନ୍ୟପଟେ ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ୍ , ସିଦ୍ଧାନ୍ତ ଚତୁର୍ବେଦୀ , ଶରବରୀ ୱାର୍ଗ ପ୍ରମୁଖ…

ବିବାଦୀୟ ବିଜ୍ଞାପନ ନେଇ ଶେଷରେ କ୍ଷମା ମାଗିଲା ଡାବର

ମୁମ୍ବାଇ: ବିଭିନ୍ନ ମହଲରୁ ଚାପ ପଡିବା ପରେ ଶେଷରେ ଡାବର ତାର ବିବାଦୀୟ ବିଜ୍ଞାପନ ନେଇ କ୍ଷମା ମାଗିଛି । କରୱାଚୌଥ ଦିନ ଡାବର ଏହାର ଫେମ ବ୍ଲିଚ ବିଜ୍ଞାପନ ପ୍ରସାରିତ କରିଥିଲା । ଏଥିରେ ସମଲିଙ୍ଗୀ ଯୋଡି ଏହାକୁ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି…

ଭାରତର ଦୃତତ୍ତମ ଇଲେକ୍ଟ୍ରିକ୍ ହାଇପର୍ କାର “Ekonk”

ଭୁବନେଶ୍ୱର: ଭାରତୀୟ ଇଲେକ୍ଟ୍ରିକ୍ ମୋଟର ଯାନ ନିର୍ମାଣ କମ୍ପାନୀ ଭାଜିରାନୀ ଅଟୋମୋଟିଭ ଲଂଚ କଲା ଦେଶର ଦୃତତ୍ତମ ସିଙ୍ଗଲ୍ ସିଟର୍ ଇଲେକ୍ଟ୍ରିକ୍ ହାଇପର୍ କାର ଇକୋଙ୍କ । ସ୍ପେସ୍ ସିପ୍ ଭଳି ମଡେଲରେ ନିର୍ମିତ ଏହି କାରର ଓଜନ ମାତ୍ର ୭୩୮ କି.ଗ୍ରା ରହିଛି । ଭାରତୀୟ ପୁରାଣ ଅନୁଯାୟୀ ଇକୋଙ୍କର…

[ଭିଡ଼ିଓ] ରହସ୍ୟମୟ ଦେବଗିରି ଦୁର୍ଗ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଭାରତ ଇତିହାସରେ ବେଶ ଗୁରୁତ୍ୱପୁର୍ଣ୍ଣ । ଏବେ ବି ରାଜାରାଜୁଡା ଅମଳର ଇତିହାସ ବହନ କରୁଛି । ଶହ ଶହ ବର୍ଷ ଧରି ମୁକ ସାକ୍ଷୀ ପାଲଟିଛି ବିଭିନ୍ନ ଦୁର୍ଗ । ସେହି ଦୁର୍ଗ ମଧ୍ୟରୁ ସବୁଠୁ ଏକ ଶକ୍ତିଶାଳୀ ଦୁର୍ଗ ହେଉଛି ଦେବଗିରି ଦୁର୍ଗ । ମହାରାଷ୍ଟ୍ର ଔରଙ୍ଗାବାଦରେ…

ପତ୍ନୀଙ୍କୁ ବିଏମଡବ୍ଲ୍ୟୁ କାର ଉପହାର ଦେଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଗୋବିନ୍ଦା କରୱାଚୌଥ ଅବସରରେ ପତ୍ନୀ ସୁନୀତାଙ୍କୁ ବିଏମଡବ୍ଲ୍ୟୁ କାର ଉପହାର ଦେଇଛନ୍ତି । ଏହି କାର ବିଏମଡବ୍ଲ୍ୟୁ ୩ ସିରିଜର ଗ୍ରେନ ଲିମୋଜିନ ଶ୍ରେଣୀର । ଏହାର ଆନୁମାନିକ ମୂଲ୍ୟ ୬୨.୯୬ ଲକ୍ଷ ଟଙ୍କା ହେବ । ସେ ଇନଷ୍ଟାଗ୍ରାମରେ ପତ୍ନୀଙ୍କ ସହ ଏ ନେଇ ଏକ…

ଦିବଂଗତ ପ୍ରଧାନଶିକ୍ଷକ ବନମାଳୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଜଗତସିଂହପୁର :ଆଜି ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ବୋରିକିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦୁଆ ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ  …