Latest Odisha News

BREAKING NEWS

ବୁର୍ଲା ଭୀମସାରରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମଣ ବଢ଼ୁଥିବା ବେଳେ ବୁର୍ଲା ଗସ୍ତରେ ଯାଇ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସମୀକ୍ଷା ପରେ ବୁର୍ଲା ଭୀମସାରରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ…

ପିପିଲି ଉପନିର୍ବାଚନ, ପୋଷ୍ଟାଲ୍ ବାଲଟରେ ଭୋଟ୍ ଦେଲେ ୧୦୫୨ ଜଣ

ପିପିଲି: ପିପିଲି ବିଧାନସଭା ଉପ ନିର୍ବାଚନ ଲାଗି ୧୭ ତାରିଥଖରେ ମତଦାନ ହେବ । ନିର୍ବାଚନ ମଣ୍ଡଳୀରେ ୮ ହଜାର ୨୧୨ ଜଣ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ  ସମ୍ମତି ପ୍ରଦାନ କରିଛନ୍ତି ।…

ଅଖିଳେଶ ଯାଦବ କରୋନା ପଜିଟିଭ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ବୁଧବାର ସକାଳେ ଟ୍ୱିଟର୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଘରେ ସଙ୍ଗରୋଧରେ ରହିଥିବା କହିଛନ୍ତି। ସେ କହିଛନ୍ତି ଯେ "ମୋର କୋଭିଡ୍‌ ରିପୋର୍ଟ…

ଆଜିଠୁ ମହାରାଷ୍ଟ୍ରରେ ବଲିଉଡ୍‌ ଏବଂ ଟେଲିଭିଜନ ସୁଟିଂ ବନ୍ଦ

ମୁମ୍ବାଇ: ବଢୁଥିବା କୋଭିଡ-୧୯ ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ନୂଆ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶାବଳୀରେ ଅନୁସାରେ ବଲିଉଡ ଫିଲ୍ମମ ଏବଂ ଟେଲିଭିଜନ ସୁଟିଂ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ବୁଧବାର ଅର୍ଥାତ୍‌ ଆଜି ସନ୍ଧ୍ୟା ଠାରୁ ମହାରାଷ୍ଟ୍ରରେ ବଲିଉଡ…

ଦେଶରେ ବଢୁଛି ଦୈନିକ ସଂକ୍ରମଣ ସଂଖ୍ୟା; ୧,୮୪,୩୭୨ ନୂଆ ପଜିଟିଭ; ୧୦୨୭ ମୃତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ କ୍ରମାଗତ ଭାବରେ ନୂତନ ରେକର୍ଡ ସ୍ଥାପନ କରୁଛି। ଗତ ୨୪ ଘଣ୍ଟାରେ ଦେଶରେ ୧,୮୪,୩୭୨ ନୂତନ ସଂକ୍ରମଣ ରିପୋର୍ଟ ହୋଇଛି। ମହାମାରୀ ଆରମ୍ଭରୁ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ସଂକ୍ରମଣ। କରୋନା ଯୋଗୁ ଗତ ୨୪ ଘଣ୍ଟାରେ ୧୦୨୭ ଜଣଙ୍କର ମୃତ୍ୟୁ ହୋଇଥିବା…

ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ପାଇଁ ଏହି ଖେଳାଳିଙ୍କୁ ଶ୍ରେୟ ଦେଲେ ରୋହିତ

ଚେନ୍ନାଇ: ଆଇପିଏଲର ପଞ୍ଚମ ମ୍ୟାଚରେ ଜିତୁ ଜିତୁ ହାରି ଯାଇଛି କୋଲକାତା ନାଇଟ୍ ରାଇଡର୍ସ । କୋଲକାତା ଠାରୁ ୧୦ ରନରେ ମ୍ୟାଚକୁ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ୧୦ ରନରେ କେକେଆରକୁ ହରାଇବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା କହିଛନ୍ତି ବିଜୟ ରୋମାଞ୍ଚକର । ପ୍ରଥମେ…

ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୩କୁ ବୃଦ୍ଧି

ଭୁବନେଶ୍ୱର: ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୨ ଶହରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବଲାଙ୍ଗିର, ଗଞ୍ଜାମ ଓ ଯାଜପୁରର ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୩…

ନନ୍ଦନକାନନରେ ୩ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ମେଘା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩ ଜଣ ନୂଆ ଅତିଥି । ନାଲି ମହାବଳ ବାଘୁଣୀ ମେଘା ୩ ଛୁଆଙ୍କୁ ଜନ୍ମ ଦେଇଛି । ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଲ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।…

ରାଜ୍ୟରେ କରୋନାର ନୂଆ ରେକର୍ଡ, ୨ ହଜାର ଟପିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନାର ପ୍ରକୋପ । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଦୈନିକ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୨୬୭ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୧୩୧୪ଟି ମାମଲା ଆସିଥିବା ବେଳେ…

କରୋନା କଟକଣା ପାଇଁ ପଣା ସଂକ୍ରାନ୍ତି ଫିକା

ଭୁବନେଶ୍ୱର: ଆଜି ଓଡ଼ିଆ ନବ ବର୍ଷ, ମହାବିଷୁବ ତଥା ପଣା ସଂକ୍ରାନ୍ତି । ଆଜିଠୁ ରାଜ୍ୟରେ ପ୍ରଚଳନ ହୁଏ ନୂତନ ପାଞ୍ଜି । ପଣା ସଂକ୍ରାନ୍ତି ସହ ମହାବୀର ଜୟନ୍ତୀ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ନିଷ୍ପତ୍ତି…