Latest Odisha News

BREAKING NEWS

ପାରାଦୀପ ପୋର୍ଟକୁ ୨ ଚକିଆ ଯାନ ମନା !

ପାରାଦୀପ: ପାରାଦୀପ ପୋର୍ଟରେ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷାକୁ ନଜରରେ ରଖି ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟରେ ୨ ଚକିଆ ଯାନ ଚଳାଚଳ ଉପରେ ଶୁକ୍ରବାର ଦିନ କର୍ତ୍ତୃପକ୍ଷ ପ୍ରତିବନ୍ଧକ ଲଗାଇଛନ୍ତି । ପୂର୍ବରୁ ବନ୍ଦରର ନିଷିଦ୍ଧାଞ୍ଚଳରେ ଶ୍ରମିକ ଓ କର୍ମଚାରୀମାନେ ବାଇକ୍ ଓ ସାଇକେଲ୍ ଯୋଗେ…

ଭିନ୍ନକ୍ଷମଙ୍କ ଲାଗି ଆସୁଛି ନୂଆ ମୋବାଇଲ୍ ଆପ୍ସ…

ଭୁବନେଶ୍ୱର: ରାଜ୍ୟରେ ଥିବା ମାନସିକ ବିକାରଗ୍ରସ୍ତ ପିଲାମାନଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁ ସ୍ଥିତ ନିମହାନ୍ସ ଦ୍ୱାରା ସଞ୍ଚାଳିତ ଡିଜିଟାଲ୍ ଏକାଡେମୀର ସହାୟତାରେ ଏକ ମୋବାଇଲ୍ ଆପ୍ସ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଓଡିଶା ସାରକାର । ଏନେଇ ସମ୍ପୃକ୍ତ ବିଭାଗୀର ମନ୍ତ୍ରୀ ଅଶୋକ…

ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଶୁକ୍ରବାର ଦିନ ଆଉ ୩ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ସକାଳ ୬ଟା…

ବାଲେଶ୍ୱର ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ପ୍ରଧାନଶିକ୍ଷୟତ୍ରୀ ନିଲମ୍ବିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ନୋଡାଲ୍ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ବନ୍ଦ ହୋଇ ରହିବା ଘଟଣାରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ସୂଚନାଯୋଗ୍ୟ,  ପାଠପଢା ସରିବା ପରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୩-୦୯-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୩ରିଖ ଶୁକ୍ରବାର ସିଂହ ୨୮ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ପୂର୍ଣ୍ଣିମା ତିଥି ଶତଭିଷା…

ଇଡ଼କଲ୍ ଅଡ଼ିଟୋରିୟମରେ ଦିଲ୍ଲୀପ ଶତପଥୀଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ୱର: ରାଜଧାନୀସ୍ଥିତ ଇଡ଼କଲ୍ ଅଡ଼ିଟୋରିୟମଠାରେ ଗୁରୁବାର ଦିନ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତଃ ଦିଲ୍ଲୀପ ଶତପଥୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଓଡ଼ିଶାର ରାଜନେତା, ପ୍ରଶାସକ, ସାମ୍ବାଦି ତଥା ଅନେକ ଶିକ୍ଷାବିତ । ଇଡ଼କଲ୍ ଅଡ଼ିଟୋରିୟମରେ ଆଜିର ବାତାବରଣ ପ୍ରକୃତରେ ଥିଲା ବେଶ୍…

ମମତାଙ୍କ ମୁଣ୍ଡ ଫଟାଇଥିବା ଲାଲୁ ୨୯ ବର୍ଷ ପରେ ନିର୍ଦ୍ଦୋଶରେ ଖଲାସ

କୋଲକାତା: ନିର୍ଦ୍ଦୋଶରେ ଖଲାସ ହେଲେ ଲାଲୁ! ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ପଶ୍ଚିମବଙ୍ଗର ଅଲ୍ଲୀପୁର କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ଅଭିଯୁକ୍ତ ଲାଲୁ ଆଲମକୁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୯ ବର୍ଷ ତଳେ ତଥା ୧୯୯୦ ମସିହା ଅଗଷ୍ଟ ୧୬ ତାରିଖରେ ମମତାଙ୍କ…

ପୁଣି ଭାରତ ବିରୋଧୀ ମନ୍ତବ୍ୟ ଦେଲେ ଜାକିର୍ ନାଏକ !

ନୂଆଦିଲ୍ଲୀ: ବିବାଦୀୟ ଇସ୍ଲାମିକ ପ୍ରବଚକ ଜାକିର୍ ନାଏକ ଭାରତ ବିରୋଧରେ ପୁନର୍ବାର ବିଷ ଉଗାଳିଛନ୍ତି । ହିନ୍ଦୁ ବିରୋଧୀ ବିବାଦୀୟ ବୟାନ ଯୋଗୁଁ ତାଙ୍କ ସଂଗଠନ ଇସ୍ଲାମିକ ରିସର୍ଚ୍ଚ ଫାଉଣ୍ଡେସନ୨୦୧୬ରେ ନିଷିଦ୍ଧ ଘୋଷଣା ହେବାପରେ ଜାକିର୍ ମାଲେସିଆକୁ ଖସି ଚାଲିଯାଇଥିଲେ । ତେବେ ମାଲେସିଆର…

ଦୋହା ବିଶ୍ୱ ଚାମ୍ପିୟନସିପ: ଦୂତୀ ଭାଗନେବା ନେଇ ସ୍ପଷ୍ଟ କଲା ‘ଏଏଫଆଇ’

ଭୁବନେଶ୍ୱର: ବହୁ ଦ୍ୱଦ୍ୱ ଓ ଆଶଙ୍କା ମଧ୍ୟରେ ଥିବା ଓଡ଼ିଆ ସ୍ପି୍ରଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କ ଦୋହା ବିଶ୍ୱ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ନିଷ୍ପତ୍ତି ଆଜି ଚୂଡ଼ାନ୍ତ କରିଛି ଆଥଲେଟିକ୍ସ ପେଡେ଼ରେସନ ଅଫ ଇଣ୍ଡିଆ (ଏଏଫଆଇ) । ଦୌଡ଼ରାଣୀ ଦୂତି ଚାନ୍ଦ ଦୋହା ବିଶ୍ୱ ଚାମ୍ପିୟନସିପରେ ଭାଗ…

‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଞ୍ଚି ଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ ୫ କୋଟି…