ମହିଳା ରେସଲିଂ: ସୋନମ, ଅଂଶୁଙ୍କୁ ଟୋକିଓ ଅଲିମ୍ପିକ ଯୋଗ୍ୟତା, ସାକ୍ଷୀଙ୍କ ଆଶା ଧୂଳିସାତ୍
ନୂଆଦିଲ୍ଲୀ: ଭାରତର ମହିଳା ରେସଲର ସୋନମ ମଲିକ ଓ ଅଂଶୁ ମଲିକ ଟୋକିଓ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ତେବେ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ ଯୋଗ୍ୟତା ହାସଲ କରିପାରି ନାହାନ୍ତି । କାଜକସ୍ତାନରେ ଚାଲିଥିବା ଏସିଆନ୍ ଅଲିମ୍ପିକ କ୍ୱାଲିଫିକେଶନର ୬୨ କିଗ୍ରା ବିଭାଗର…