Latest Odisha News

BREAKING NEWS

କରୋନା କବଳରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବାକୁ ଅପିଲ

ମୁମ୍ବାଇ: କ୍ୟାଟ୍ରିନା କୈଫ୍ କରୋନା ପଜିଟିଭ୍ ହୋଇଛନ୍ତି । ବର୍ତ୍ତମାନ କ୍ୟାଟ୍ରିନା ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । କ୍ୟାଟ୍ରିନା ନିଜର ଇନଷ୍ଟାଗ୍ରାମରେ ପଜିଟିଭ୍ ହେବା ନେଇ ସୂଚନା ଦେଇଛନ୍ତି । କ୍ୟାଟ୍ରିନା ଲେଖିଛନ୍ତି, କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ମୁଁ ନିଜକୁ…

ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟରୁ ୧୦ ପିଜିଟିଭ୍ ଚିହ୍ନଟ, ସିଲ୍ ହେଲା ଆପାର୍ଟମେଣ୍ଟ

ଭୁବନେଶ୍ୱର: ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ପରେ ବିଏମସି ଭୁବନେଶ୍ୱର ଟଙ୍କପାଣି ରୋଡ୍‌ସ୍ଥିତ ତରୁ ଆପାର୍ଟମେଣ୍ଟକୁ ସିଲ୍ କରି ଦେଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି । ଏହି ସମୟରେ ଆପାର୍ଟମେଣ୍ଟ ଭିତରୁ ବାହାରକୁ କେହି ଯାଇପାରିବେ ନାହି…

ତହସିଲଦାରଙ୍କ ଠାରୁ ୧ ଲକ୍ଷରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ତହସିଲଦାର । ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାଏକଙ୍କ ଠାରୁ କଟକ ଭିଜିଲାନ୍ସ ଡିଭିଜନ ନଗତ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଛି । ତହସିଲଦାର ବିଚିତ୍ରାନନ୍ଦ ଘରକୁ ଯାଉଥିବା ବେଳେ ଅପରାହ୍ଣ ପ୍ରାୟ ୩ଟା ୩୦ ସମୟରେ ଏତେ ପରିମାଣର ଟଙ୍କା ତାଙ୍କଠାରୁ ମିଳିଛି ।…

ଟୋକିଓ ଅଲିମ୍ପିକ୍ସରୁ ଓହରିଲା ଉତର କୋରିଆ

ଟୋକିଓ: ଆଗାମୀ ଟୋକିଓ ଅଲିମ୍ପିକ୍ସରୁ ଉତର କୋରିଆ ଓହରିଯାଇଛି । କରୋନାର ପ୍ରକୋପ ପୁନର୍ବାର ବଢ଼ୁଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ୧୯୮୮ ଶୀତଯୁଦ୍ଧ ପରେ ପ୍ରଥମ ଥର ପାଇଁ ଉତର କୋରିଆ ଅଲିମ୍ପିକ୍ସରୁ ଓହରିଛି । ଜାପାନର ଅଲିମ୍ପିକ ମନ୍ତ୍ରୀ ତାମାୟୋ ମାରୁକାୱା କହିଛନ୍ତି, ଏ…

କୃତ୍ରିମ ଉପାୟରେ ଅଣ୍ଡା ଫୁଟି ବାହାରିଛି ୬୬ଟି ସାପ ଛୁଆ, ସଫଳ ପ୍ରୟାସ କହିଲେ ଶୁଭେନ୍ଦୁ ମଲ୍ଲିକ

ବ୍ରହ୍ମଗିରି: କୃତ୍ରିମ ଉପାୟରେ ଅଣ୍ଡାରୁ ବାହାରିଲେ ସାପ ଛୁଆ । ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରୁ ଉଦ୍ଧାର ସାପ ଅଣ୍ଡାରୁ ବାହାରିଛନ୍ତି କୁନି କୁନି ଛୁଆ । ୭୨ଟି ଅଣ୍ଡାରୁ ୬୬ଟି ଛୁଆ ବାହାରିଥିବା ଜଣାପଡିଛି । ସମସ୍ତ ସାପ ଶିଶୁମାନଙ୍କୁ ବ୍ରହ୍ମଗିରି ରେଞ୍ଜ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇ…

ପଦ୍ମଶ୍ରୀ ରଜତ କୁମାର କରଙ୍କୁ ‘ମେହେର ସମ୍ମାନ’ ପ୍ରଦାନ

ଭୁବନେଶ୍ୱର : ସାପ୍ତାହିକ ଖବର କାଗଜ ଚିର ସନ୍ଧାନ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପାର୍ଥ ସାରଥୀ ଅଜୟ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହକୁ ଲୋକାଯୁକ୍ତ ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଥିଲେ । ଏହି…

ବୈକୁଣ୍ଠନାଥଙ୍କ ତ୍ରୟୋଦଶ ବାଣୀର କବିତା ସଙ୍କଳନ ଉନ୍ମୋଚିତ

ଭୁବନେଶ୍ୱର : ଏକାମ୍ର ସତ୍ୟ ସେବାଶ୍ରମରେ ସନ୍ଥ ବୈକୁଣ୍ଠନାଥଙ୍କ ତ୍ରୟୋଦଶ ବାଣୀର କବିତା ସଙ୍କଳନ ଉନ୍ମୋଚିତ ହୋଇଯାଇଛି। ଗୌରୀଶଙ୍କର ମହାନ୍ତିଙ୍କ ଅନୁବାଦିତ ଓ ଧଉଳି ପବ୍ଲିକେଶନ ଦ୍ୱାରା ସଙ୍କଳିତ ଏହି ପୁସ୍ତକର ଉନ୍ମୋଚନ ଉତ୍ସବରେ ସନ୍ଥ ବାଳକା ନନ୍ଦ ଦାସ ,ସତ୍ୟାନନ୍ଦ ଦାସ,…

ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି କହିଥିଲେ ଶାହା, କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନକୁ ନିନ୍ଦା କଲା ସିପିଆଇ ମାଓବାଦୀ

ରାୟପୁର: ଶାହାଙ୍କ ଗସ୍ତ ପରେ ମାଓବାଦୀଙ୍କ ବିବୃତି । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଜାପୁର ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଥିଲେ ।  କେନ୍ଦ୍ର ଗୃହମନ୍ତ୍ରୀଙ୍କ…

କଂଗ୍ରେସ ଛାଡିଲେ ସ୍ମୃତିରେଖା, ଦଳର ସହଯୋଗ ମିଳିନଥିବା ଅଭିଯୋଗ  

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । କୌଣସି ଘଟଣାରେ ଦଳ ତାଙ୍କୁ ସହଯୋଗ କରିନଥିବା ସେ ଅଭିଯୋଗ କରିଛନ୍ତି । ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ଇସ୍ତଫା ପତ୍ରରେ…

୯ ବର୍ଷର ବାଳକକୁ ବିମାନଯାତ୍ରା କରାଇଲେ ରାହୁଲ ଗାନ୍ଧୀ; ଭିଡିଓ ଭାଇରାଲ

ନଆଦିଲ୍ଲୀ: ରାହୁଲ ଗାନ୍ଧୀ ଜଣେ ନଅ ବର୍ଷର ବାଳକର ପାଇଲଟ ହେବାର ସ୍ୱପ୍ନର ଗୋଟିଏ ପାଦ ଆଗକୁ ବଢିବାରେ ସାହାଯ୍ୟ କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଭାରତୀୟ ଜାତୀୟ କଂଗ୍ରେସ ନେତା ଇନଷ୍ଟାଗ୍ରାମ୍‌ରେ ୯ ବର୍ଷୀୟ ବାଳକ ସହ କଥାବାର୍ତ୍ତା କରୁଥିବା ଏବଂ ତାଙ୍କୁ ତାଙ୍କ…