ବଢିବାରେ ଲାଗିଛି କିଙ୍ଗଖାନଙ୍କ ଚିନ୍ତା, ଆର୍ଯ୍ୟନ୍ଙ୍କୁ ସାଧାରଣ ସେଲ୍ ସ୍ଥାନାନ୍ତରଣ
ମୁମ୍ବାଇ: ପଦ୍ମ ଘୁଂଚିଘୁଂଚି ଯାଉଛି । କିଙ୍ଗଖାନଙ୍କ ଲାଡଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିପାରୁନି । ଅନ୍ୟପଟେ ଆର୍ଯ୍ୟନଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ବାହାରିବା ପରେ ସାମ୍ନାକୁ ଆସିଛି ନୂଆ ଖବର ।
କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଆର୍ଥର୍ ରୋଡ ଜେଲରେ…