Latest Odisha News

BREAKING NEWS

ନବରାତ୍ରୀରେ ନବଦୁର୍ଗାଙ୍କ ନାଁରେ କୁଆଁରୀ ପୂଜନ

ସୁବର୍ଣ୍ଣପୁର: ନବରାତ୍ରୀ ଅବସରରେ କୁଆଁରୀ ପୂଜାର ବିଧି। ମା’ଦୁର୍ଗାଙ୍କ ପୂଜା ସମୟରେ କୁଆଁରୀ ମାନଙ୍କର ପୂଜା କରାଯିବାର ରହିଛି ପରମ୍ପରା। ଏହି ଦିନ କୁଆଁରୀ ଝିଅମ।ନଙ୍କୁ ଏକାଠି ବସାଯାଇ ପୂଜା କରାଯାଇଥାଏ । ତା ସହିତ ବିଭିନ୍ନ ଅନ୍ନ ପ୍ରସାଦ ଓ ନୂତନ ବସ୍ତ୍ର ଦିଆଯାଇଥାଏ । ଅନ୍ୟ ସ୍ଥାନ ଭଳି…

ଡ୍ରାଭିଡ ହେବେ ଟିମ ଇଣ୍ଡିଆର କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳର କୋଚ ହେବାକୁ ଯାଉଛନ୍ତି ମହାନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ । ବିସିସିଆଇର ଜନୈକ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ଡ୍ରାଭିଡ ଶ୍ରୀଲଙ୍କା ଗସ୍ତରେ କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ରବି ଶାସ୍ତ୍ରୀ…

ତାଇୱାନରେ ଭୟଙ୍କର ଅଗ୍ନିକାଣ୍ଡ,୧୩ ମହଲା କୋଠାରେ ଲାଗିଲା ନିଆଁ ୪୬ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ତାଇୱାନରେ ଭୟଙ୍କକ ଅଗ୍ନିକାଣ୍ଡ। ଦକ୍ଷୀଣ ତାଇୱାନର ଏକ ୧୩ ମହଲା କୋଠାରେ ନିଆଁ ଲାଗି ଯିବା ଫଳରେ ୪୬ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଅନେକ ଲୋକ ଗୁତୁତର ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ୫୬ ଜଣ ପାଖାପାଖି ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା…

ଚଳିତ ବର୍ଷ ପାଳିତ ହେବନି ଭୁବନ ବଳଦ ଯାତ୍ରା

ଢେଙ୍କାନାଳ: ଚଳିତ ବର୍ଷ ହେବନି ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା । କୋଭିଡ଼ କଟକଣା ସାଙ୍ଗକୁ ଏହି ଯାତ୍ରା ଉପରେ ଲାଗିଛି ରୋକ୍ । ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲାଣି । ଆଉ ଯାତ୍ରା ହେଲେ ପୁଣି ଭିଡ଼ ଲାଗିବାର ଆଶଙ୍କା ରହିଛି । ଏନେଇ ବଳଦ ଯାତ୍ରା ଉପରେ ଲାଗିଛି ରୋକ୍ ।…

ସନ୍ନି ଦେଓଲଙ୍କ ବଡ ଘୋଷଣା, ଆସୁଛିି ‘ଗଦ୍ଦର୍-୨’

ମୁମ୍ବାଇ : ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି । ଆସୁଛି ବହୁ ପ୍ରତିକ୍ଷିତ ବଲିଉଡ୍ ଫିଲ୍ମ ‘ଗଦ୍ଦର୍-୨’ । ପୁଣି ପରଦାକୁ କମବ୍ୟାକ୍ କରୁଛନ୍ତି ବଲିଉଡ୍ ଷ୍ଟାର ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ । ‘ଗଦ୍ଦର୍-୨’ ଏକ ପ୍ରେମ କଥା’ ସିକ୍ୱିଲେ ପ୍ରସ୍ତୁତ ହେଲାଣି । ଆଜି ସନ୍ନି ଦେଓଲ ନିଜ…

ଗାଁରେ ଥମୁନି ହାତୀ ଉପଦ୍ରବ

ଓଡ଼ିଶା ସମ୍ବାଦ ବ୍ୟୁରୋ : କେନ୍ଦୁଝର ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ୍ ଅଞ୍ଚଳରେ ତିନି ଦିନ ହେବ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଦିନବେଳା ଜଙ୍ଗଲରେ ହାତୀପଲ ରହୁଥିବା ବେଳେ ସଂଧ୍ୟା ହେଲେ ଗାଁ ମୁହାଁ ହୋଇ କ୍ଷେତରେ ପଶି ଏକର ଏକର ଧାନ ଫସଲ ମାଡି ଦଳି ନଷ୍ଟ କରୁଛନ୍ତି । ବିଳମ୍ବିତ…

ଜଙ୍ଗଲରେ ବିତୁଛି ଜୀବନ, ୧୭ ବର୍ଷର ସାଥୀ ସାଜିଛି କାର

ଭୁବନେଶ୍ୱର: କୌଣସି ଫିଲ୍ମର କାହାଣୀ ନୁହେଁ । କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ଘଂଚ ଜଙ୍ଗଲରେ ଜୀବନ ଅତିବାହିତ କରୁଛନ୍ତି ଜଣେ ୫୬ ବର୍ଷୀୟ ବ୍ୟକ୍ତି । ପରିବାର କହିଲେ ୧୭ ବର୍ଷର ସାଥୀ ସାଜିଛି ଏକ ନିର୍ଜୀବ ଆମ୍ବାସାଡର କାର । ଅଡତଲେ ଓ ନେକ୍କାରେ ନାମକ ଗାଁର ଘଂଚ ଜଙ୍ଗଲର ୩ରୁ ୪…

ପାର୍ବଣରେ ମା ଝାଞିରୀ ମଙ୍ଗଳା

ଲୋପାମୁଦ୍ରା ପରିଡ଼ା  सर्वमङ्गलमाङ्गल्ये शिवे सर्वार्थसाधिके । शरण्ये त्र्यम्बके गौरि नारायणि नमोऽस्तु ते ॥ ମା ଜଗତଜନନୀ, ମହାମାୟା, ଯୋଗମାୟା, କମ୍ପିଲ୍ଯବାସିନୀ ମାଙ୍କର ପାଦପଦ୍ମେ କୋଟିକୋଟି ଭୁମିଷ୍ଠ ପ୍ରଣତୀ ବାଢିଲି । କଟକ ଦଶହରା କଥା ଆଗେ ଆମ ଘର ପାଖରୁ…

ଭଦ୍ରକ ସନ୍ଥିଆ ଦୁର୍ଗାମଣ୍ଡପରେ ମାଆ ଦୁର୍ଗାଙ୍କ ଆଜି ମହାନବମୀ ପୂଜା

ଭଦ୍ରକ: ଆଜି ଜଗତଜନନୀ ମାଆ ଦୁର୍ଗାଙ୍କ ମହାନବମୀ ପୂଜା। ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁରରେ ଥିବା ଦୁର୍ଗାମଣ୍ଡପରେ ମହାନବମୀ ପୂଜା ପାଳିତ ହୋଇଯାଇଛି। ସକାଳ ୫ଟା ୪୦ରେ ସୂର୍ଯ୍ୟ ପୂଜା, ପରେ ମାଆଙ୍କ ପାଖରେ ଆରମ୍ଭ ହୋଇଥିଲା ମହାନବମୀ ପୂଜା। ସକାଳୁ ମା’ଙ୍କ ପାଖରେ ଚଣ୍ଡିପାଠ ଆରମ୍ଭ ହୋଇ ଦିନ…

ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି , ଦୀପାବଳି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ

ପୁରୀ : ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି ବା ଗାଇଡଲାଇନ । କେଉଁ କେଉଁ ଦିନ ମନ୍ଦିର ବନ୍ଦ ରହିବ ତା ଉପରେ ରହିଛି କଟକଣା। ପରିବର୍ତ୍ତିତ ଗାଇଡ ଲାଇନ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ମାର୍ଗଦର୍ଶିକା । ଦଶହରା ପାଇଁ ଆସନ୍ତା କାଲି…