Latest Odisha News

BREAKING NEWS

ଆଜି ମଣ୍ଡପରେ ଶକ୍ତିମୟୀଙ୍କ ମହାନବମୀ

ଭୁବନେଶ୍ୱର: ଆଜି ମହାମାୟାଙ୍କ ମହାନବମୀ ପୂଜା । ମଣ୍ଡପରେ ସୂର୍ୟ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବାର ପରମ୍ପରା ରହିଛି । ମା’ଙ୍କୁ ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ । ମହାନବମୀ ପାଇଁ ମଣ୍ଡପରେ ଭକ୍ତିମୟ ପରିବେଶ । କିନ୍ତୁ ଭକ୍ତ ନଥିବାରୁ ଭକ୍ତିଭାବ ନାହିଁ ।…

ମନିଷ ମୃତ୍ୟୁ ମାମଲା: ଆତ୍ମସମର୍ପଣକାରୀ ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍ଗ ମୃତ୍ୟୁ ରହସ୍ୟ ଉପରୁ ଖୁବଶୀଘ୍ର ହଟିପାରେ ପରଦା । ଫୁଲବାଣୀରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କନ୍ଧମାଳ ଜିଲ୍ଲାର ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ଗତକାଲି ଫୁଲବାଣୀ ଟାଉନ୍…

ମର୍ଣ୍ଣିଂ ଓ୍ୱାକ୍ ବେଳେ ମାଡ଼ିଗଲା ଟ୍ରକ: ୨ ମହିଳା ମୃତ, ଜଣେ ଗୁରୁତର

ନୟାଗଡ଼: ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ୩ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ । ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛନ୍ତି । ଆଉ ଜଣେ ଗୁରୁତର ଅଛନ୍ତି । ନୟାଗଡ଼-ଖୋର୍ଦ୍ଧା ରାସ୍ତାର ନୟାଗଡ଼ ଜିଲ୍ଲା ନୂଆଗାଁ ସଁପଡ଼ା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୬ ଶାଳବଣର ରାଣୀ ଥିଲା ମୁଗୁନି। ନିଜ ଇଚ୍ଛାରେ ବାହାହେଇଚି ସନିଆକୁ। କୋଉ ଅମଳରୁ ଚଉଦପୁରୁଷ କରିଆସୁଛନ୍ତି ବାଉଁଶକାମ ସେମାନେ । ଦୁହେଁ ଅଳ୍ପ ପାଠ ପଢିଛନ୍ତି। ପେଟ ପୋଷିବାକୁ ପାଠ ଠାରୁ କାମକୁ ଗୁରୁତ୍ବ ଦିଅନ୍ତି ଘରେ।…

ରେମୁଣାରେ ପୂଜା ପାଉଛନ୍ତି ବିରଳ ଅଧିଷ୍ଠାତ୍ରୀ ଦେବୀ ଅଷ୍ଟାଦଶ ଭୂଜା ଦୁର୍ଗା

ବାଲେଶ୍ବର :- ବାଲେଶ୍ବର ରେମୁଣା ବ୍ଲକ ଅନ୍ତର୍ଗତ ପତ୍ରିପାଳ ପଞ୍ଚାୟତରେ ମା କନକ ଦୁର୍ଗା ସାରା ପୃଥିବୀରେ ଦ୍ବିତୀୟ ବିରଳ ଅଷ୍ଟାଦଶ ଭୁଜା ରୂପେ ପରିଚିତ। ଶତାଧିକ ବର୍ଷ ପୂର୍ବରୁ ଏହି ବିରଳ ମୁଗୁନି ପଥର ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇଥିଲା। ରାଜା ହରିଗୋଲାମ୍ ଦାସ ପ୍ରଥମ ସେବକ ବେଳେ…

କବିତା : ଦେବୀ

ମାନସ ରଞ୍ଜନ ମହାପାତ୍ର  କେବେ ସରିଯିବ ଏ ରହସ୍ୟର ଦିନସବୁ,କେବେ ? କେଉଁ ଅଜଣା ଶତାବ୍ଦୀରେ ଆମେସବୁ ଗପୁଥିବୁ ଅଧରାତି ଯାଏଁ ଖଟିରେ କେବେ ମୋର ଅଲିଅଳି ଝିଅ ଉଡି ବୁଲିବ ଚଢେଇଟେ ହେଇ ଆକାଶରେ ଜାଣ, ଏବେ ସବୁଆଡେ ବନ୍ଦ ବନ୍ଦ ଆକାଶ,ପବନ,ଅଗ୍ନି ଜଳମଗ୍ନ ପୃଥିବୀ, ନିରବ ସବୁ ହୃଦୟ…

ବରଗଡ଼ ଏସିସି ସିମେଣ୍ଟ କାରଖାନା ପରିସରରୁ ଟ୍ରକ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ବରଗଡ଼ : ବରଗଡ଼ ଏସିସି ସିମେଣ୍ଟ କାରଖାନାରୁ ଉଦ୍ଧାର ହୋଇଛି ଟ୍ରକ ଡ୍ରାଇଭରଙ୍କ ମୃତଦେହ । ମୃତକ ହେଲେ ନୟାଗଡ଼ ମାଲସିଆ ଗାଁର ଚନ୍ଦ୍ରମଣି ପଧାନ । ସେ ଜଣେ ଟ୍ରକ ଡ୍ରାଇଭର ଭାବରେ କାମ କରନ୍ତି । ଗତକାଲି ସନ୍ଧ୍ୟାରେ ସିମେଣ୍ଟ ଲୋଡ଼ ପାଇଁ ଏସିସି ସିମେଣ୍ଟ କାରଖାନାକୁ ଆସିଥିଲେ । ହେଲେ…

ମହିଳା ଆଥଲେଟ ହିମା ଦାସ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ଆଥଲେଟ ହିମା ଦାସ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପଟିୟାଲାର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ପୂର୍ବରୁ ତାଙ୍କର କୋଭିଡ-୧୯ ଟେଷ୍ଟ କରାଯାଇଥିଲା । ଏହା ପଜିଟିଭ ଥିବା ଜଣାପଡିବା ପରେ ତାଙ୍କୁ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।…

ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ସମୀକ୍ଷା କଲେ 5T ସଚିବ

ପୁରୀ : ଶ୍ରୀକ୍ଷେତ୍ରରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି 5ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ । ନିର୍ମାଣସ୍ଥଳ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଡିସେମ୍ବର ମାସ ଶେଷ ସୁଦ୍ଧା ନିର୍ମାଣ କର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଠିକାଦାର…

ଏମ୍ସରେ ଭର୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂଙ୍କୁ ଆଜି ଏମ୍ସରେ ଭର୍ତି କରାଯାଇଛି । ୨ ଦିନ ଜ୍ୱର ହେବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନ୍ନତି ଘଟିଥିଲା । ଫଳରେ ସନ୍ଧ୍ୟା ୬ଟା ବେଳେ ତାଙ୍କୁ ଏମ୍ସକୁ ନିଆ ଯାଇଥିଲା । ସେଠାରେ…