Latest Odisha News

BREAKING NEWS

ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବଂ କର୍ମଚାରୀଙ୍କ ହେଲା କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଗୁରୁବାର ଦିନ ରାମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବଂ କର୍ମଚାରୀଙ୍କ କରୋନା ପରୀକ୍ଷା କରିଛି। ସୂଚନା ଅନୁଯାୟୀ ଏହି ଶିକ୍ଷାନୁଷ୍ଠାନରେ ଜଣେ ଶିକ୍ଷକ କରୋନା ରିପୋର୍ଟ ପଜିଟିଭ୍ ଆସିଥିବାରୁ ଏହି ପରୀକ୍ଷା…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି, ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ…

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରତି ଏମ. ଭେଙ୍କିୟା ନାଇଡୁ । ଏପ୍ରିଲ ୨ ଅର୍ଥାତ ଆସନ୍ତାକାଲି ସେ ଓଡ଼ିଶାରେ ପହଞ୍ଚିବେ । ଏହି ଗସ୍ତ ଅବସରରେ ଉପରାଷ୍ଟ୍ରତି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ତଥା ସମାବର୍ତ୍ତନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ…

ଆଇପିଏଲକୁ ଛୁଇଁଲା କରୋନା ସଙ୍କଟ: ନୀତିଶ ରାଣାଙ୍କ ରିପୋର୍ଟ ପଜିଟିଭ

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିରେ ଏବେ କରୋନା ସଙ୍କଟ ଦେଖା ଦେଇଛି । ଆଇପିଏଲର ୮ ଦିନ ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ନୀତିଶ ରାଣାଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ଗୋଆରେ ଛୁଟି କଟାଇବାରେ ପରେ ରାଣା ଦଳ…

୫ ରେ ମଞ୍ଚସ୍ଥ ହେବ ‘ସଫୋକ୍ଲିସଙ୍କ ରାଜା ଇଡିପସ’

ଭୁବନେଶ୍ୱର : ଏସ. ଏଚ ଫାଉଣ୍ଡେସନ ପକ୍ଷରୁ ଅଢେ଼ଇ ହଜାର ବର୍ଷ ତଳର ଗ୍ରୀକ ନାଟକ 'ସଫୋକ୍ଲିସଙ୍କ ରାଜା ଇଡିପସ' ଆସନ୍ତା ୫ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବାକୁ ଯାଉଛି । ଏହି କାହାଣୀଟି ହଜାର ହଜାର ବର୍ଷ ତଳେ ପ୍ରାଚୀନ ଗ୍ରୀସ ଦେଶର ଥେବାଇ ନଗରୀ-ରାଜ୍ୟର ରାଜା…

ଏପ୍ରିଲ୍‌ ମାସରେ ସବୁଦିନ ଦିଆଯିବ କରୋନା ଟିକା

ନୂଆଦିଳ୍ଲୀ: ଏପ୍ରିଲ ମାସରେ ସମସ୍ତ ଦିନ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମକୁ ଅନୁମତି ଦେବାକୁ କେନ୍ଦ୍ର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛି। ଭାରତ ଗୁରୁବାର ଦିନ ଦେଶବ୍ୟାପୀ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏଥିରେ ୪୫ ବର୍ଷରୁ ଅଧିକ ବୟସ୍କ…

ବିଏସ୍‌ଏଫ୍‌ ପାଇଁ ମନୋନୀତ ହେଲେ ଓଡ଼ିଆ ବୋହୂ ରୀନା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଜଣେ ଗୃହିଣୀ ନିଜ ଛଅ ବର୍ଷର ଛୁଆକୁ ଛାଡି ଏବେ ସୀମାକୁ ସୁରକ୍ଷା ଯୋଗାଇବେ। ରଙ୍ଗେଇଲୁଣ୍ଡା ବ୍ଲକର ବୟାଲି ଗାଁର ବାସିନ୍ଦା ରୀନା ନାୟକ (ବିଏସଏଫ)ରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି। ପରିବାରର ଦାୟିତ୍ , ଘର କାମ ଭିତରେ ବି ବହୁ ପରିଶ୍ରମ କରିବା ପରେ ରୀନା…

ଆଇପିଏଲରୁ ଓହରିଲେ ହାଜେଲଉଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପେସ ବୋଲର ଜୋସ ହାଜେଲଉଡ ଆଇପିଏଲର ୧୪ତମ ସଂସ୍କରଣରେ ଖେଳିବେ ନାହିଁ । ଚେନ୍ନାଇ ସୁପର କିଙ୍ଗ୍‌ସ ତାଙ୍କୁ ରିଟେନ କରିଥିଲେ ମଧ୍ୟ ପରିବାର ସହିତ ସମୟ କାଟିବା ପାଇଁ ସେ ଏହି ନିଷ୍ପତି ନେଇଛନ୍ତି । ସେ ତୃତୀୟ ଅଷ୍ଟ୍ରେଲିଆ ଖେଳାଳି ଭାବେ ଏହି ନିଷ୍ପତି ନେଇଛନ୍ତି ।…

ମାଉସୀ-ମା ମନ୍ଦିରରୁ ଲୁଟ ଘଟଣା, ମନ୍ଦିରରୁ ଚୋରି ମୋତେ ଆଶ୍ଚର୍ଯ୍ୟ କରିଛି: ପୁରୀ ଗଜପତି

ପୁରୀ: ଆଜି ପୁରୀ ମାଉସୀ-ମା ମନ୍ଦିରରୁ ଲୁଟ ଘଟଣା । ଗଜପତି ମହାରାଜା ଦିବ୍ୟସିଂହ ଦେବ ମନ୍ଦିରର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ମନ୍ଦିରରୁ ଲୁଟ ନେଇ ସେ କହିଛନ୍ତି, ଚୋରି ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତଙ୍କ ଧରିବାକୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ।…

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଲା ୬ ମାସ ଶିଶୁର ଜୀବନ, ଗୁଗଲ୍‌ରେ ସର୍ଚ୍ଚ କରି ଦେଇଥିଲେ ଇଞ୍ଜେକ୍ସନ, ଡାକ୍ତର ଚମ୍ପଟ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଗୁଗୁଲରେ ସର୍ଚ୍ଚ କରି ଡାକ୍ତର ଭୁଲ ଇଞ୍ଜେକ୍ସନ ଦେବାରୁ ୬ ମାସ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର ୟୁଟ୍ୟୁବ୍‌ରୁ…

‘ଏପ୍ରିଲ୍ ଫୁଲ୍‌ ଡେ’ରେ ନିଆରା ଢଙ୍ଗରେ କରୋନା ସଚେତନତା ପ୍ରସାର କରୁଛି ମୁମ୍ବାଇ ପୋଲିସ

ମୁମ୍ବାଇ: 'ଏପ୍ରିଲ୍ ଫୁଲ୍‌ ଡେ'ରେ “କରୋନାଭାଇରସ୍ ଦ୍ୱାରା ଭ୍ରମିତ ହୁଅନ୍ତୁ ନାହିଁ” ବୋଲି ମୁମ୍ବାଇ ପୋଲିସ୍ ଆଜି ଟ୍ୱିଟରରେ ଏକ ନୂଆ ଏବଂ କୌତୁକିଆ ଢଙ୍ଗରେ ଏକ ପୋଷ୍ଟ ସେୟାର୍‌ କରି ଫେସ୍ ମାସ୍କର ମହତ୍ତ୍ବକୁ ନେଇ ସଚେତନତା ସୃଷ୍ଟି କରିଛି। ଗତ କିଛି ସପ୍ତାହରେ ସାରା ଦେଶରେ…