ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ଗିରଫ ହୋଇଥିବା ଧୀବର ଭାରତ ଫେରିଲେ
କଲମ୍ବୋ: ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ଗିରଫ ହୋଇଥିବା ସମସ୍ତ ଭାରତୀୟ ଧୀବର ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ମାଛ ଧରୁଥିବା ବେଳେ ଶ୍ରୀଲଙ୍କା ସାମୁଦ୍ରିକ ସୀମାରେ ପ୍ରବେଶ କରିଥିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା । ଦୁଇ ଦେଶର ନୌସେନା ମଧ୍ୟରେ ଆଲୋଚନା ହେବା ପରେ ଶ୍ରୀଲଙ୍କା ସମସ୍ତ…