Latest Odisha News

BREAKING NEWS

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ୪୦୦୦ କିଲୋମିଟର ଚାଲିଲେ ବ୍ୟକ୍ତି

କର୍ଣ୍ଣାଟକ: ପୁରସ୍କାର ଏବଂ ସମ୍ମାନ ଠାରୁ ଆରମ୍ଭ କରି କଳାକୃତି ତିଆରି ଏବଂ ସଂଗ୍ରହାଳୟ ସ୍ଥାପନ ପର୍ଯ୍ୟନ୍ତ, କୋଭିଡ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବଳିଦାନ ଏବଂ ଉଦ୍ୟମକୁ ବିଭିନ୍ନ ଉପାୟରେ ସରକାର ତଥା ଦେଶର ବିଭିନ୍ନ ସଂଗଠନ ପ୍ରଶଂସା କରିଆସୁଛି। କିନ୍ତୁ ମୈସୁରର ଏହି ୩୩ ବର୍ଷୀୟ…

ମିଶନ୍ ଓ୍ୱାନ୍ ଡେ: ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ପୁଣେ: ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜ କବଜା ପରେ ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଦିନିକିଆ ସିରିଜ । ପୁଣେରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଖେଳାଯିବ । କରୋନା ଯୋଗୁ ବିନା ଦର୍ଶକରେ ମ୍ୟାଚ୍ ଖେଳାଯିବ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ମୈଦନାକୁ…

ଦେଶରେ ଦିନକରେ ୪୦ ହଜାର ପାର କଲା କରୋନା ସଂକ୍ରମଣ, ୧୯୯ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଆଜି ୪୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୦ ହଜାର ୭୧୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬କୁ ବୃଦ୍ଧି ପାଇଛି ।…

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଓଏଏସ ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସୋମବାର ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଅତିରିକ୍ତ ସଚିବ, ଶିଳ୍ପ, ବସନ୍ତ କୁମାର ଦାଶ କୁଆଖାଇ ବ୍ରିଜରେ ପୂଜା ସାମଗ୍ରୀ ପକାଉଥିବା ବେଳେ ଅଚାନକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା…

ଅଟୋ-ବସ୍ ଧକ୍କା: ଦୁର୍ଘଟଣା ନେଲା ୧୩ ଜୀବନ, ୩ ଗୁରୁତର

ଗ୍ୱାଲିଅର: ଅଶୁଭ ମଙ୍ଗଳବାର । ଦୁର୍ଘଟଣା ନେଲା ୧୩ ଜୀବନ । ଆଉ ୩ ଜଣ ଗୁରୁତର ଅଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ ଓ ବସ୍ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ପ୍ରଥମେ ୧୦ ଜଣ ପ୍ରାଣ ହରାଇଛନ୍ତି । ହସ୍ପିଟାଲ ନେବା ରାସ୍ତାରେ ଆଉ ୩ ଜଣଙ୍କର…

କରୋନାର ତୃତୀୟ ଲହର, ଏପ୍ରିଲ୍ ୧୮ ଯାଏ ଲକଡାଉନ୍ ବଢ଼ାଇଲା ଏହି ଦେଶ

ବର୍ଲିନ: କରୋନା ସଂକ୍ରମଣ ରୋକିବାକୁ ପୁଣି ଲକଡାଉନ୍ । ଜର୍ମାନୀ ଲକଡାଉନ୍ ଅବଧିକୁ ଏପ୍ରିଲ୍ ୧୮ ଯାଏ ବଢ଼ାଇ ଦେଇଛି । ୧୬ ରାଜ୍ୟର ରାଜ୍ୟପାଳଙ୍କ ସହ ଆଲୋଚନା ପରେ ଜର୍ମାନୀ ଚ୍ୟାନ୍ସଲର ଆଙ୍ଗଲା ମାର୍କେଲ ଏନେଇ ଘୋଷଣା କରିଛନ୍ତି । ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ନହେବାକୁ କୁହାଯାଇଛି…

ଆମେରିକାର ସୁପରମାର୍କେଟରେ ଗୁଳିକାଣ୍ଡ, ପୋଲିସ ସହ ୬ ମୃତ

ଓ୍ୱାଶିଂଟନ: ଆମେରିକାର କଲୋରଡୋ ଅନ୍ତର୍ଗତ ବୋଲଡରର ଏକ ସୁପରମାର୍କେଟରେ ହୋଇଥିବା ଗୁଳିକାଣ୍ଡରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୋଲିସ ଅଧିକାରୀ ଯାଞ୍ଚ ଆରମ୍ଭ କରିଥିବା ବେଳେ ମୃତ୍ୟୁ…

ସହିଦ ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବ୍ରିଟିଶ ଶାସନରୁ ମୁକ୍ତ କରି ୧୯୪୭ ମସିହାରେ ଭାରତକୁ ସ୍ୱାଧୀନ କରିବା ଏତେ ସହଜ ନଥିଲା । ସ୍ୱାଧୀନତା ପାଇଁ ଅନେକ ଯୋଦ୍ଧା ବଳିଦାନ ଦେଇଛନ୍ତି । ସେହି ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ବୀରତ୍ୱର ଗାଥାକୁ ମନେ ପକାଇ ଭାରତ ପାଳନ କରୁଛି ସହିଦ ଦିବସ । ସ୍ୱାଧୀନତା…

ବୁର୍ଲା ଭୀମସାରରେ ରାଗିଂ ଘଟଣାରେ ୧୮ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା

ସମ୍ବଲପୁର: ବୁର୍ଲା ଭୀମସାରରେ ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ୧୮ ସିନିୟର ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା ହୋଇଛି । ଆଣ୍ଟିଂ ରାଗିଂ କମିଟିର ତଦନ୍ତ ଓ ସୁପାରିଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭୀମସାର କର୍ତ୍ତୃପକ୍ଷ । ଏହାସହ…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ପରେ ପୋଲ ତଳେ ଫିଙ୍ଗିଦେଲେ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ କଲ୍ୟାଣୀ ହାଟୁଆଣୀ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ୪ରୁ ୫ଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ଯୁବକଙ୍କୁ ପୋଲ ତଳେ ଫିଙ୍ଗି ଦେଇଥିଲେ । ଗୁରୁତର ଯୁବକଙ୍କୁ ପୋଲିସ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି…