Latest Odisha News

ଅପହଞ୍ଚ ଗାଁ ସବୁର ଗପ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ମଙ୍ଗଳ ଗ୍ରହରେ କଣ ଅଛି ଜାଣିବା ପାଇଁ ଆମେ ଉପଗ୍ରହ ପଠାଇ ସାରିଛୁ । ଓଡ଼ିଶାରେ ପ୍ରତି ଘର ପକ୍କା, ଗାଁ ସବୁ ସଂଯୁକ୍ତ ଓ ବିକାଶ ପଥରେ ବୋଲି ଅନେକ ବିଜ୍ଞାପନ ଖବରକାଗଜରେ ପ୍ରକାଶ ପାଇଛି । ଯାହା ଏକ ରଙ୍ଗୀନ ଚିତ୍ର ଆମ ଆଗରେ…

ବରିଷ୍ଠ ଆଇଏଫ୍‌ଏସ୍ ଶିଶିର ରଥ ନୂଆ ପିସିସିଏଫ୍ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇଏଫ୍‌ଏସ୍ ଅଧିକାରୀ ଶିଶିର କୁମାର ରଥଙ୍କୁ ରାଜ୍ୟ ସରକାର ନୁଆ ପିସିସିଏଫ୍ ଭାବେ ନିଯୁକ୍ତି ଦେଇଛନ୍ତି । ଏଥିସହିତ ସେ ରାଜ୍ୟ ବନସୁରକ୍ଷା ବଳର ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ । କଟକରେ ଜନ୍ମଗ୍ରହଣ କରିଥିବା ୧୯୮୭ ବ୍ୟାଚର ଏହି ଆଇଏଫ୍‌ଏସ୍ ଅଫିସରଙ୍କୁ ଏହି ପଦବୀକୁ…

କଟକରେ ୱାଟର ସ୍ପୋର୍ଟସ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଓଟିଡିସି ଅଧ୍ୟକ୍ଷା

କଟକ:ୱାଟର ସ୍ପୋର୍ଟସ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । କଟକ ଗସ୍ତରେ ଯାଇ ମାତାମଠ ଠାରେ ଥିବା ଏହି ୱାଟର ସ୍ପୋଟର୍ସର ସମୀକ୍ଷା କରିଛନ୍ତି । ଓଟିଡିସିର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । …

ଆରତୀ କରଙ୍କ ‘ପୁଣ୍ୟାତ୍ମା ଗୋପବନ୍ଧୁ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପୂର୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ଦ୍ୱାରା ପ୍ରକାଶିତ , ଡ. ଆରତୀ କରଙ୍କ ରଚିତ ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ରାଜ ଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ପାଇଁ ରାଜ୍ୟପାଳ ଲେଖିକା ତଥା ନ୍ୟାସୀ ମଣ୍ଡଳର…

ଏପ୍ରିଲ ୯ରେ ରିଲିଜ କରିବ ଫିଲ୍ମ ‘ହେଲୋ ଚାର୍ଲି’

ନୂଆଦିଲ୍ଲୀ: ଜ୍ୟାକି ଶ୍ରଫ ଏବଂ ଆଧାର ଜୈନଙ୍କ ଅଭିନୀତ 'ହେଲୋ ଚାର୍ଲି' ଆମାଜନ ପ୍ରାଇମ ଭିଡିଓରେ ଏପ୍ରିଲ ୯ରେ ରିଲିଜ କରିବ। ଆଜି ଫିଲ୍ମର ଟିଜର ରିଲିଜ କରିଛି। ପଙ୍କଜ ସରସ୍ୱତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରିତେଶ ସିଦ୍ଧୱାନୀ ଏବଂ ଫରହାନ ଅଖତରଙ୍କ ଦ୍ୱାରା ନିର୍ମିତ ହେଲୋ ଚାର୍ଲି ଏପ୍ରିଲ…

ମିଗ୍-୨୧ ଦୁର୍ଘଟଣାରେ ଆଇଏଏଫ୍‌ ଗ୍ରୁପ୍ କ୍ୟାପଟେନ୍‌ଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବୁଧବାର ଏୟାରବେସରେ ମିଗ-୨୧ ବିସନ ବିମାନ ଦୁର୍ଘଟଣାରେ ଭାରତୀୟ ବାୟୁସେନାର ଜଣେ ଗ୍ରୁପ୍ କ୍ୟାପଟେନଙ୍କ ମୃତ୍ୟୁ ଘଟିଛି ବୋଲି ଆଇଏଏଫ କହିଛି। ବିମାନଟି ଯୁଦ୍ଧ ତାଲିମ ମିଶନ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି IAF ଟ୍ୱିଟରରେ କହିଛି। ଏଥିରେ କୁହାଯାଇଛି ଯେ…

କୁନ୍ତଳାଙ୍କ କୋଳକୁ ଫେରିଲା ଜଙ୍ଗଲି ବାରହା ‘ଢୁଡ଼’

କେନ୍ଦୁଝର: ମଣିଷ ଓ ଜଙ୍ଗଲି ଜନ୍ତୁଙ୍କ ଅନାବିଳ କାହାଣୀ । ଘରକୁ ଫେରିଲା ଢୁଡ଼ । କେନ୍ଦୁଝର ତେଲକୋଇ ପୁରୁଷୋତମପୁରର କୁନ୍ତଳା କୁମାରୀ ପେଣ୍ଠେଇଙ୍କ କୋଳକୁ ଫେରିଛି ଜଙ୍ଗଲି ବାରହା । ଜଙ୍ଗଲରେ ବୁଲୁଥିବା ନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ କୁନ୍ତଳା ଓ ତାଙ୍କ ଝିଅ ଜଙ୍ଗଲରେ ପହଞ୍ଚି…

ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର ‘କଥାନ୍ତର’ର ପ୍ରଥମ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର 'କଥାନ୍ତର'ର ପ୍ରଥମ ସଂଖ୍ୟା ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି। ଏହି ସଂଖ୍ୟାରେ ବିଭିନ୍ନ ଭାରତୀୟ ତଥା ବିଦେଶୀ ଭାଷାର ୨୯ଟି ଗଳ୍ପ ସହିତ ପୁସ୍ତକ ସମୀକ୍ଷା ମଧ୍ୟ ସ୍ଥାନ ପାଇଛି। ଏହି…

ପିପିଲି ଉପନିର୍ବାଚନ ଲାଗି ଅଧିକ ୭୫ଟି ବୁଥ୍, କୋଭିଡ୍ କଟକଣାରେ ହେବ ଭୋଟ୍

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବଢ଼ିବ ମତଦାନ କେନ୍ଦ୍ର ସଂଖ୍ୟା । ପୂର୍ବରୁ ୨୭୧ଟି ବୁଥ୍ ଥିବାବେଳେ ଏବେ ଏହାକୁ ୩୪୮କୁ ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ସୋହାନୀ ସୂଚନା ଦେଇଛନ୍ତି । ଅତିରିକ୍ତ ଭାବେ ୭୫ଟି ସହାୟକ ବୁଥ୍ କରାଯାଉଛି ବୋଲି…

ପୁଣି ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଗୃହ ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଲଗାତାର ପଞ୍ଚମ ଦିନ ଲାଗି ହଟ୍ଟଗୋଳ ଲାଗି ରହିଛି । ସକାଳେ ବିରୋଧୀ-ଶାସକ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏ ମୁଲତବି ରଖିଥିଲେ । ମଧ୍ୟାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣ ହୋହଲ୍ଲା କରିଥିଲେ ସଦସ୍ୟ ଫଳରେ ବାଚସ୍ପତି ଗୃହକୁ…