Latest Odisha News

BREAKING NEWS

ଚମ୍ପୁଆରେ କାଠ ଭର୍ତ୍ତି ପିକ୍ ଅପ୍ ଜବତ, ୩ ଗିରଫ

ଯୋଡ଼ା : କାଠ ବୋଝେଇ ପିକଅପ୍ ଭ୍ୟାନ ଜବତ କରିଛି ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ଡିଭିଜନ । ଯୋଡ଼ା ବସଷ୍ଟାଣ୍ଡ ନିକଟରୁ ଏହି ଚୋରା କାଠ ବୋଝେଇ ପିକ୍ ଅପ୍ ଭ୍ୟାନକୁ ଜବତ କରାଯାଇଛି । ଏହାସହ କାଠ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଯୋଡ଼ା ବନେଇ…

ସଂସଦରେ ପଂହଚିଲା ପଶ୍ଚିମବଙ୍ଗ ନିର୍ବାଚନ ରାଜନୀତି, ଇସ୍ତଫା ଦେଲେ ସ୍ୱପନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟ ହାସଲ ପାଇଁ ଉଭୟ ଟିଏମସି ଓ ବିଜେପି ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରୁଛନ୍ତି । ଏବେ ଏହା ରାଜ୍ୟସଭାରେ ମଧ୍‌ୟ ପଂହଚିସାରିଛି । ମଙ୍ଗଳବାର ବିଜେପି ଟିକେଟ ପାଇବା ପରେ ସାଂସଦ ସ୍ୱପନ ଦାସଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।…

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଏନଏସଜି ଟିମର ସୁରକ୍ଷା ଯାଞ୍ଚ

ଭୁବନେଶ୍ବର : ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ଯାଞ୍ଚ କରିଛି ଏନଏସଜି ଟିମ୍ । କମିସନରେଟ ପୋଲିସ ସହାୟତାରେ ଏନଏସଜିର ୪ ଜଣିଆ ଟିମ୍ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି…

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ, ମହାଲଢେଇ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଭାରତୀୟ ନିର୍ବାଚନ କମିଶନ, ମେ ୨ରେ ଭୋଟ୍…

ପିପିଲି: ଏପ୍ରିଲ ୧୭ରେ ପିପିଲି ଫାଇଟ୍ । ପିପିଲି ମହାସମର ପାଇଁ ଦିନ ଧାର୍ଯ୍ୟ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ଏପ୍ରିଲ ୧୭ରେ ପିପିଲି ବିଧାନସଭା ଲାଗି ମତଦାନ ହେବ । ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ…

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ସିହ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ସିହ୍ନା ଇସ୍ତଫା ଦେଇଛନ୍ତି ବୋଲି ମଙ୍ଗଳବାର ବିଶେଷ ସୂତ୍ରରୁ ପ୍ରକାଶ। ସେ କୌଣସି ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡିଥିବା କୁହାଯାଉଛି। ୧୯୭୭ ବ୍ୟାଚ୍ ର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସିହ୍ନା, ସ୍ବତନ୍ତ୍ର…

ପାଣି ଟୋପେ ପାଇଁ ଡହଳବିକଳ ମାଲକାନଗିରି ନାରିଙ୍ଗିଝୋଲା ବାସିନ୍ଦା, ଜଳକଷ୍ଟ ଦୂର କରିବାକୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି…

ମାଲକାନଗରି ଜିଲ୍ଲାରେ ଦୁର ହୋଇପାରୁନି ଜଳ ସଙ୍କଟ । ପାଣି ଟୋପେ ଲାଗି ଡହଳ ବିକଳ ହେଉଛନ୍ତି ନାରିଙ୍ଗିଝୋଲା ଗାଁ ଲୋକେ । ପାନୀୟ ଜଳ ଲାଗି ପାହାଡ଼ ଉପର ଥିବା ଏକ ଚୁଆ ଉପରେ ନିର୍ଭର କରୁଛନ୍ତି । ପାଣି ଟୋପେ ପାଇଁ ପାହାଡ ଚଢି ମାଇଲ ମାଇଲ ଯାଉଛନ୍ତି ମହିଳା । ମାଲକାନଗିରି ଜିଲ୍ଲା…

ପୁଣି ଥରେ ଟ୍ରାକ୍‌କୁ ଫେରିଛି ଓଲିଉଡ୍‌; ଜାଣନ୍ତୁ ରିଲିଜ୍ ଅପେକ୍ଷାରେ ଥିବା କିଛି ଓଲିଉଡ୍ ଚଳଚ୍ଚିତ୍ର…

ଭୁବନେଶ୍ୱର: କରୋନା ମହାମାରୀ ହେତୁ ପ୍ରାୟ ଏକ ବର୍ଷର ବିରତି ପରେ ଓଡିଶା ଚଳଚ୍ଚିତ୍ର ଶିଳ୍ପ ପୁଣିଥରେ ଆଗକୁ ବଢୁଛି। ଅନେକ ଓଡିଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି ଏବଂ କିଛି ଚଳଚ୍ଚିତ୍ରର ମହୁରତ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରିଲିଜ୍ ଅପେକ୍ଷାରେ ଥିବା କିଛି ଓଲିଉଡ୍ ଚଳଚ୍ଚିତ୍ରଗୁଡ଼ିକ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଶ୍ରେୟ ନେଲେ ସାକିବ୍

ଭୁବନେଶ୍ୱର: ବିନା କାରଣରେ ଶ୍ରେୟ ନେଲେ ବଙ୍ଗଳାଦେଶୀ କ୍ରିକେଟର ସାକିବ୍‌-ଅଲ୍‌-ହାସନ୍ । ବାସନ୍ଦାଦେଶରୁ ଫେରିବା ପରେ ନିକଟରେ ଏହି ଖେଳାଳି ପୁଣିଥରେ ଆନ୍ତର୍ଜାତୀୟ କ୍ରିକେଟରେ ସାମିଲ ହୋଇଛନ୍ତି । ହେଲେ ସେ କ୍ରିକେଟକୁ ଫେରିବା ଛଡା ଏକ ମସଜିଦ ନିର୍ମାଣ କରିବା ନେଇ ଚର୍ଚ୍ଚାରେ ରହିଛନ୍ତି ।…

ଅଭିନେତ୍ରୀ ରିତୁପର୍ଣ୍ଣା ସେନଗୁପ୍ତା କରୋନା ପଜିଟିଭ

ନୂଆଦିଲ୍ଲୀ: ଅଭିନେତ୍ରୀ ରିତୁପର୍ଣ୍ଣା ସେନଗୁପ୍ତା କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେ ଇନଷ୍ଟାଗ୍ରାମରେ ମଧ୍ୟ ଏହା ପ୍ରକାଶ କରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ସିଙ୍ଗାପୁରର ଏକ ପୁନରୁଦ୍ଧାର କେନ୍ଦ୍ରରେ ସଙ୍ଗରୋଧରେ ଅଛନ୍ତି। । ୫୦ ବର୍ଷ ବୟସ୍କା ରିତୁପର୍ଣ୍ଣା…

୧୩ ଟି ଦେଶରେ ପ୍ରକାଶ ପାଇଛି ଅନିନ୍ଦିତାଙ୍କ କବିତା ସଙ୍କଳନ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସହରର ଯୁବ ଲେଖିକା ଅନିନ୍ଦିତା ଜାହ୍ନବୀ ସୁଆରଙ୍କ ତୃତୀୟ କବିତା ସଙ୍କଳନ ୧୩ଟି ଦେଶରେ ପ୍ରକାଶ ପାଇଛି। ଏହି କବିତା ସଙ୍କଳନ 'ପ୍ରିଲ୍ୟୁଡସ ଅଫ ଲଭ'ରେ ରହିଛି ୩ଟି କବିତା । ଏହା ମୁମ୍ବାଇର ପେନ୍ସିଲ ପବ୍ଲିଶର ଦ୍ୱାରା ପ୍ରକାଶିତ । ଏହା ପୂର୍ବରୁ…