Latest Odisha News

BREAKING NEWS

କ୍ଷମା ମାଗିଲେ ମଣ୍ଡିରୁ ଉଠିଯିବ ସବୁ ଧାନ !

ଭୁବନେ‌ଶ୍ୱର: ରାଜ୍ୟରେ ଅନେକ ଗୁଡ଼ିଏ ପ୍ରସଙ୍ଗ ରହିଛି । କିନ୍ତୁ, ବିଧାନସଭାରେ ଗୋଟିଏ ମାତ୍ର ପ୍ରସଙ୍ଗକୁ ନେଇ ଟଣାଓଟରା ଚାଲିଛି । ପ୍ରସଙ୍ଗ ଚାଷୀ ଆଉ ମଣ୍ଡିରୁ ଧାନ ଉଠାଣ । ଏନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇଛି । ସମସ୍ତ ଧାନ ଉଠାଯିବ ବୋଲି ଯୋଗାଣ ମନ୍ତ୍ରୀ ବିବୃତି ବି ଦେଇଛନ୍ତି ।…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟରୁ ଆସିଛି ଭଲ ଖବର । ଆଜି ରାଜ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୭୦ ଜଣ କରୋନା ଆକ୍ରାନ୍ତ । ସମ୍ବଲପୁରରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର, ଯାଜପୁର,…

ଜମ୍ମୁ-କଶ୍ମୀର ପୋଲିସ ଜାରି କଲା ୯ ମୋଷ୍ଟ ୱାଟେଂଡ ଆତଙ୍କବାଦୀଙ୍କ ସୂଚୀ

ଶ୍ରୀନଗର: ଜମ୍ମୁ-କଶ୍ମୀର ପୋଲିସ ଶନିବାର ୯ ମୋଷ୍ଟ ୱାଟେଂଡ ଆତଙ୍କବାଦୀଙ୍କ ତାଲିକା ଜାରି କରିଛି । ଏମାନେ ଘାଟିରେ ଲୁଚି ଛପି ରହିବା ସହ ପୋଲିସ, ସେନା ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି । ପୋଲିସ ଏଥିନେଇ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ମଧ୍ୟ ମାଗିଛି । ଫଟୋ ଏବଂ ସେମାନଙ୍କ…

କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନ ଆଇସିୟୁରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଖବର ଦେବାରୁ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆହତ୍ତ କରିଥିଲା । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଛି…

ରୋନାଲ୍ଡୋଙ୍କୁ ୨୫୨ କୋଟିରେ ବିକିବ ଯୁଭେଂଟସ

ଲିସବନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଯୁଭେଂଟସ କ୍ଲବ ଟ୍ରାନ୍ସଫର କରିବା ଲକ୍ଷ୍ୟରେ ରହିଛି । ରିପୋର୍ଟ ମୁତାବକ ଯୁଭେଂଟସ ୨୫୨ କୋଟିରେ ରୋନାଲ୍ଡୋଙ୍କୁ ଛାଡିବାକୁ ରାଜି ଅଛି । ୟୁଇଏଫଏ ଚାମ୍ପିୟନ୍ସ ଲିଗରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ କ୍ଲବ ଏହି…

ଷଣ୍ଢ ଓ ମହାରାଷ୍ଟ୍ର ଭାୟା ମାଲକାନଗିରି !

ମାଲକାନଗିରି: ଷଣ୍ଢ କରିବ ବାସ୍ତୁଦୋଷର ଉପଚାର । ଟଙ୍କା ଦେଲେ ହେବ ରିଷ୍ଟ ଖଣ୍ଡନ । ମହାରାଷ୍ଟ୍ରରୁ ଆସିଥିଲେ ୪ଜଣ । ମାଲକାନଗିରିରୁ ୪୮ ହଜାର ଟଙ୍କା ଠକି ଚମ୍ପଟ୍ ମାରିଥିଲେ । ଶେଷରେ ସେମାନଙ୍କୁ ମହାରାଷ୍ଟ୍ରରୁ ଗିରଫ କରିଥିଲା ମାଲକାନଗିରି ପୋଲିସ । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ,…

ଭାଇରାଲ୍ ହେଲା ମାଓବାଦୀଙ୍କ ମହିଳା ଦିବସ ଭିଡିଓ

ମାଲକାନଗିରି: ମାଓବାଦୀ ପାଳିଥିଲେ ଆନ୍ତର୍ଜାତୀୟ ମହିଳା ଦିବସ । ଆୟୋଜିତ ସମାବେଶରେ ସାମିଲ ହୋଇଥିଲେ ଶତାଧିକ ମହିଳା ଓ ପୁରୁଷ । ଶୋଭାଯାତ୍ରାଠୁ ଆରମ୍ଭ ହୋଇ ପ୍ରଜାମେଳିରେ ସମାପ୍ତ ହୋଇଥିଲା ସମାବେଶ । ଆଗାମୀ ଦିନରେ ମାଓ ସଙ୍ଗଠନରେ ଅଧିକରୁ ଅଧିକ ମହିଳା ସାମିଲ ହେବା ନେଇ ସୂଚନା ରହିଛି ।…

ନିରଞ୍ଜନ ଶତପଥୀଙ୍କ ଅନୂଦିତ ପୁସ୍ତକ ଯୋଗୀରାଜ ଶ୍ରୀକୃଷ୍ଣ ଉନ୍ମୋଚିତ

କଟକ : ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନିରଞ୍ଜନ ଶତପଥୀଙ୍କ ଦ୍ୱାରା ଓଡ଼ିଆ ଭାଷାରେ ଅନୂଦିତ 'ଯୋଗୀରାଜ ଶ୍ରୀକୃଷ୍ଣ' ପୁସ୍ତକ, ସ୍ଥାନୀୟ ଗୋପବନ୍ଧୁ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି ।ପୁସ୍ତକଟି ମୂଳତଃ ଲାଲା ଲଜପତ ରାୟଙ୍କ ଦ୍ୱାରା ରଚିତ ହୋଇଥିଲା ।ଏହି ଅବସରରେ ନିରଞ୍ଜନ ରଥ, ଡ. ପ୍ରଭାସ…

ଜନ୍ମଦିନରେ ସାମ୍‌ନାକୁ ଆସିବ ଆଲିଆଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: ମାର୍ଚ୍ଚ ୧୫ରେ ଆଲିଆ ଭଟ୍ଟଙ୍କୁ ୨୮ ବର୍ଷ ହେବ। ଏହି ଅବସରରେ ଆଲିଆଙ୍କ ଅଭିନୀତ ଚଳଚ୍ଚିତ୍ର ଆରଆରଆରରେ ଆଲିଆଙ୍କ ସୀତାଙ୍କ ଅବତାରର ପ୍ରଥମ ଲୁକ୍‌ ମଧ୍ୟ ପ୍ରକାଶ ପାଇବ। ଆରଆରଆରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ ପ୍ରକାଶ କରିଛି ଯେ ଫିଲ୍ମ ଆରଆରଆରରେ ଆଲିଆଙ୍କ ଚରିତ୍ର ସୀତାଙ୍କ…

ଯାଁଳା ଫାଣ୍ଡି ଭିତରୁ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ଯାଁଳା ଫାଣ୍ଡି ଭିତରେ ଥିବା ଏକ ସିଜ୍ ଗାଡ଼ିରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କୁ ଭୁବନେଶ୍ୱର ଡିସିପି ସସପେଣ୍ଡ କରିଛନ୍ତି । ଡିସିପିଙ୍କ କହିବାନୁଯାୟୀ, 'ଗଞ୍ଜାମ ପୋଲିସର ଏହି ସିଜ ଗାଡି…