ମନ୍ଦିରରୁ ପାଣି ପିଇବାକୁ ନେଇ ମୁସଲମାନ ନାବାଳକକୁ ନିର୍ଦ୍ଦୟ ଭାବେ ମାଡ ମାରି ଯୁବକ ଗିରଫ
ଗାଜିଆବାଦ: ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭୟଙ୍କର ଭାବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଉତ୍ତରପ୍ରଦେଶର ଗାଜିଆବାଦର ଜଣେ ବ୍ୟକ୍ତି ନାବାଳକ ମୁସଲମାନ ପୁଅ ହିନ୍ଦୁ ମନ୍ଦିରରେ ପାଣି ପିଇଥିବାରୁ ତାକୁ ନିର୍ଧୁମ୍ ପିଟିଥିବାର ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ପିଲାଟିକୁ ତା…