ନୂଆ ଅବତାରରେ ନଜର ଆସିବେ ଅମ୍ଲାନ
ଭୁବନେଶ୍ୱର: ଅମ୍ଲାନ ଦାସ ନିଜର ଅପକମିଂ ଚଳଚ୍ଚିତ୍ର ‘ଗୁପଚପ୍’ରେ ନଜର ଆସିବାକୁ ଯାଉଛନ୍ତି। ଫିଲ୍ମଟି 'ରଜ'ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି।
ନିର୍ଦ୍ଦେଶକ ପ୍ରୀତିରାଜ ପଟ୍ଟନାୟକ ଏହି ସିନେମାରେ ଏକ ଭିନ୍ନ କାହାଣୀ ନେଇ ଆସୁଛନ୍ତି।
‘ଗୁପଚପ୍’ରେ ସନମିରା ନାଗେଶ, ପପୁ ପମ୍ ପମ୍…