Latest Odisha News

BREAKING NEWS

ଡିଭାଇଡର ଡେଇଁ କଣ୍ଟେନରରେ ପିଟିହେଲା ସ୍କର୍ପିଓ, ୮ ଜଣଙ୍କର ମୃତ୍ୟୁ

ଆଗ୍ରା: ମହାଶିବରାତ୍ରିରେ ମର୍ମନ୍ତୁଦ ଦୁର୍ଘଟଣା । ୮ ଜଣଙ୍କର ଅକାଳ ବିୟୋଗ ହୋଇଛି । ଆହତ ହୋଇଛନ୍ତି ଚାରି ଜଣ । ଭାରସାମ୍ୟ ହରାଇ ଡିଭାଡର ଡେଇଁ ରାସ୍ତାର ଅନ୍ୟପଟରେ ଯାଉଥିବା କଣ୍ଟେନର ସହ ପିଟିହେଲା ସ୍କର୍ପିଓ । ଉତ୍ତରପ୍ରଦେଶ ଆଗ୍ରା ହାଇଓ୍ୱରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ହସ୍ପିଟାଲ ବେଡରେ ମମତା ବାନାର୍ଜୀ, ବିଜେପି କହିଲା ନାଟକ କରୁଛନ୍ତି ଦିଦି

କୋଲକାତା: ହସ୍ପିଟାଲରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତକାଲି ନନ୍ଦିଗ୍ରାମରେ ପ୍ରଚାର ବେଳେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ସେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କୋଲକାତା ଏସଏସକେଏମ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ମମତାଙ୍କ ଗୋଡ଼ରେ ଆଘାତ…

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ନୀତିନିର୍ଘଣ୍ଟ ଅନୁସାରେ ନୀତିକାନ୍ତି ଚାଲିଛି । କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁ ମହାଦେବଙ୍କର ଦର୍ଶନ କରୁଛନ୍ତି । ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ମଧ୍ୟରେ ଭୋରରୁ ନୀତିକାନ୍ତି…

ସବୁଠୁ ଛୋଟ ଶିବଙ୍କ ମୂର୍ତ୍ତି ଓ ଶିବଲିଙ୍ଗ ତିଆରି କରି ପୁଣି ରେକର୍ଡ ଭାଙ୍ଗିଲେ ବ୍ରହ୍ମପୁରର ସତ୍ୟ ମହାରଣା

ବ୍ରହ୍ମପୁର: କ୍ଷୁଦ୍ର ମୂର୍ତ୍ତି କାରିଗର ରେଶମ ସହରର ସତ୍ୟ ମହାରଣା ନିଜର ପୂର୍ବ ରେକର୍ଡକୁ ପୁଣି ଭାଙ୍ଗିଲେ । ଏଥର ସେ ସବୁଠାରୁ ଛୋଟ ଶିବଙ୍କ ମୂର୍ତ୍ତି ଓ ଶିବ ଲିଙ୍ଗ ତିଆରି କରି ନିଜର ୨୦୧୭ ରେ କରିଥିବା ରେକର୍ଡକୁ ଭାଙ୍ଗିଛନ୍ତି । ଚଳିତ ଥର ସେ ଚକ ଖଡିକୁ କାଟିସବୁଠାରୁ ଛୋଟ ଅଢେଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା୧୧-୩-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମାର୍ଚ୍ଚ ତା ୧୧ରିଖ ଗୁରୁବାର କୁମ୍ଭ ୨୮ ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଦିନ ୯ଟା ୨୪ ପର୍ଯ୍ୟନ୍ତ ତାପରେ କୁମ୍ଭ ଚନ୍ଦ୍ର…

୬ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର କହିଲେ ଟୋକିଓରେ ଶେଷ ଅଲିମ୍ପିକ୍ସ ଖେଳିବି

ନୂଆଦିଲ୍ଲୀ: ୬ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଭାରତୀୟ ମହିଳା ବକ୍ସର ମୋର କମ୍ ଟୋକିଓରେ ସେ ତାଙ୍କ କ୍ୟାରିୟରର ଶେଷ ଅଲିମ୍ପିକ୍ସ ଖେଳିବେ ବୋଲି କହିଛନ୍ତି । ଏବେ ମୋତେ ୩୮ ବର୍ଷ, ବକ୍ସିଂ ମୁକାବିଲାରେ ବୟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ସେଥିପାଇଁ ମୁଁ ସ୍ପଷ୍ଟ କରି ଦେବାକୁ ଚାହେଁ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ହତ୍ୟାକାଣ୍ଡ ନା ମୋବାଇଲ୍ ରଚିଲା ନାଟକ ?

ଭୁବନେଶ୍ୱର: ଇଣ୍ଟରନେଟ୍‌ରେ ଚହଳ । ସୋସିଆଲ୍ ମିଡିଆରେ ଭାଇରାଲ୍ । ମୁମ୍ବାଇରେ କୋକୁଆ ଭୟ । ଇଣ୍ଟରନେଟ୍‌ରେ ଘୁରିବୁଲୁଥିବା ଏକ ଭିଡିଓକୁ ନେଇ ଜାରି ରହିଛି ଅନବରତ କଳ୍ପନାଜଳ୍ପନା । ମୋବାଇଲରେ କଏଦ ହୋଇଛି ଏକ ହତ୍ୟାକାଣ୍ଡର ଭିଡିଓ । କିଛି ଏପରି ଲେଖି ଲୋକେ ଏକ ଭିଡିଓକୁ ବହୁଳମାତ୍ରାରେ…

ରାଜ୍ୟରୁ ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୨ ଜଣ କରୋନା ଆକ୍ରାନ୍ତ । ସୁସ୍ଥ ହେବା ଏମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ପୁରୀରୁ ସର୍ବାଧିକ ୧୨ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର ଓ…

ହୋଟେଲ ମାଲିକ ହତ୍ୟା ମାମଲାରେ ୫ ଗିରଫ

ରାଉରକେଲା : ହୋଟେଲ ମାଲିକ ତଥା କଂସାବାସନ ବ୍ୟବସାୟୀ ହତ୍ୟା ଘଟଣାର ପର୍ଦ୍ଦଫାସ କରିଛି ପୋଲିସ । ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗାନ୍ଧିରୋଡର ରଜତ ବିଶ୍ବକର୍ମା, ହୋଟେଲ ଡିଲକ୍ସ ଲେନ୍‌ର ଦିଲୀପ କୁମାର ଶର୍ମା,…

ଉଲ୍ଲଙ୍ଘନକାରୀଙ୍କ ଉପରେ ବିଏମସିର ନଜର, ସିଲ୍ ହେଲା ପଲିଥିନ୍ ଦୋକାନ

ଭୁବନେଶ୍ବର : ରାଜଧାନୀର ୧ ନମ୍ବର ହାଟରେ ବିଏମସି ସ୍କ୍ବାଡର ଚଢ଼ାଉ । ପଲିଥିନ୍ କ୍ୟାରିବ୍ୟାଗ୍ ବିକ୍ରି କରୁଥିବା କିଛି ଦୋକାନ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ । ନିୟମକୁ ବେଖାତିର କରି ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ ଦ୍ରବ୍ୟ, ପଲିଥିନ୍ କ୍ୟାରିବ୍ୟାଗ୍ ବ୍ୟବସାୟ ପ୍ରତିଷ୍ଠାନ…